Month: April 2024

ବିଜେପିରେ ମିଶିଲେ ଲିଙ୍କନ ସୁବୁଦ୍ଧି

ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଲିଙ୍କନ ସୁବୁଦ୍ଧି ଆଜି ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି।ଓଡ଼ିଶାର ବିକାଶ ପାଇଁ ବିଜେପି ଲଢ଼େଇ କରିବ । ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବିଭିନ୍ନ…

ଆଦିବାସୀ ଯୁବକଙ୍କ ହାଜତ ମୃତ୍ୟୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଥାନା ହାଜତରେ ଅସ୍ୱାଭାବିକ ମୃତ୍ୟୁ ବ୍ୟତିକ୍ରମ ନୁହେଁ ବରଂ ଏକ ସ୍ୱାଭାବିକ ଘଟଣାରେ ପରିଣତ ହେଲାଣି । ବିଶେଷକରି ଜିଲ୍ଲାର ଖଣି ଅଂଚଳ ଯୋଡା-ବଡବିଲ୍‌ରେ ଖଣି ମାଫିଆଙ୍କ ସହିତ ପୋଲିସର ମଧୁଚନ୍ଦ୍ରିକା କାହାକୁ ଆଶ୍ଚର୍ଯ୍ୟ ଚକିତ କରୁନଥିବାବେଳେ…

ଓଡ଼ିଶାର ୮ ଆଇଏଏସ ଓ ଆଇପିଏସ ଙ୍କ ଉପରେ ନିର୍ବାଚନ କମିଶନଙ୍କ ଛାଟ

ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ମେ ୧୩ରୁ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ପାଇଁ…

ରାଜ୍ୟର ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ବିଜେପି, ବିଜେଡି ପରେ ଏବେ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ଦଳ ଆଜି ରାଜ୍ୟର ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା…

ପ୍ରକାଶ ପାଇଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ବହୁ ମାନସ ମନ୍ଥନ ଓ କଳ୍ପନାଜଳ୍ପନା ପରେ ପ୍ରକାଶ ପାଇଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ୧୧୨ ଟି ବିଧାନସଭା ସିଟ ପ୍ରାର୍ଥୀ ଘୋଷଣା କଲା ବିଜେପି ।…

ଏତେ ସହଜ ନୁହେଁ ଜୁଏଲଙ୍କ ପାଇଁ ନିର୍ବାଚନ

ରାଉରକେଲାରୁ ନବୀନ ଦାସ : ସୁନ୍ଦରଗଡ ଲୋକସଭା ଆସନ ପାଇଁ ବରିଷ୍ଠ ଆଦିବାସୀ ନେତା ଜୁଏଲ ଓରାମଙ୍କୁ ପୁଣି ପ୍ରାର୍ଥୀ କରିଛି ଭାରତୀୟ ଜନତାପାର୍ଟି । ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ବିଜୁ ଜନତା ଦଳର ପରୋକ୍ଷ ସମର୍ଥନରେ କଂଗ୍ରେସର ହେମାନନ୍ଦ…

କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା

ନିର୍ବାଚନ ପୂର୍ବରୁ କଂଗ୍ରେସ୍କୁ ଆଉ ଏକ ଝଟକା । ଟାଣୁଆ ନେତା ଅଧିରାଜ, ସୁରେନ୍ଦ୍ର ସିଂ ଭୋଇ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ପରେ ଏବେ ଗଣେଶ୍ୱର ବେହେରା ଛାଡିଛନ୍ତି କଂଗ୍ରେସ ଦଳ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ଇସ୍ତଫା…

ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ । କର୍କଟରୋଗରେ ଆକ୍ରାନ୍ତ ହୋଇ ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି ।ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ…

ରମ୍ଭା ପ୍ୟାଲେସର ନବୀକୃତ ରୂପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ରାଜବାଟୀ ରମ୍ଭା ପ୍ୟାଲେସର ନବୀକୃତ ରୂପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଉଦ୍‌ଘାଟନ ପରେ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଏଇଠୁ ହିଁ ପଡ଼ିଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ…

ପ୍ରଥମ ରିପୋର୍ଟ କାର୍ଡ ଜାରି କଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର

ଭୁବନେଶ୍ୱର: ଭୁବନେଶ୍ବର ବିଜେପି କାର୍ଯ୍ୟାଳୟଠାରେ ରିପୋର୍ଟ କାର୍ଡ ଜାରି କରିଛନ୍ତି ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ଉଲ୍ଲେଖନୀୟ ବିଷୟ ହେଉଛି ଗତ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ପ୍ରଥମ…