Month: April 2024

ରାଉରକେଲାରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ଦିଲ୍ଲୀପ ରାୟ

ଭୁ‌ବନେଶ୍ବର: ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ସାଧାରଣ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହେଇପାରନ୍ତି। ଦଳୀୟ ଘୋଷଣା ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ସାଂସଦ ଜୁଏଲ ଓରାମ ଏନେଇ ଇସାରା ଦେଇଛନ୍ତି। ସେ କହିଛନ୍ତି,…

ଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ : ଭର୍ତ୍ତୃହରି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ଉତ୍ତର ଓଡିଶାରେ ୪ଟି ନଦୀ ଶୁଖିଲା, ମହାନଦୀ ପାଣି ପିଇବା ଯୋଗ୍ୟ ନୁହେଁ । ହୀରାକୁଦ ଜଳସ୍ତର କମିଛି, ରାଜ୍ୟ ସରକାର ଶିଳ୍ପକୁ…

ପୁଣି ଲୁଟେରାଙ୍କ ଟାର୍ଗେଟ ରେ ରାଜଧାନୀ ଆପାର୍ଟମେଣ୍ଟ

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା। ଆପାର୍ଟମେଣ୍ଟକୁ ଟାର୍ଗେଟ କରିବା ସହ ଲୁଟେରାଙ୍କ ଉତ୍ପାତ ଥମିବାର ନାଁ ଧରୁନି। ସିସିଟିଭିରେ ଲୁଟ୍ ଦୃଶ୍ୟ କଏଦ୍ ହୋଇଛି। ଭୁବନେଶ୍ୱର ପାହାଳସ୍ଥିତ ମେଟ୍ରୋ ସାଟେଲାଇଟ ସିଟିର ଫେଜ ୩ ଆପାର୍ଟମେଣ୍ଟରୁ ସିରିଜ୍…

ମହିଳା ଆଥଲେଟ୍‌ଙ୍କ ସନ୍ଦେହଜନକ ମୃତ୍ୟୁ

ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ । ଭୁବନେଶ୍ୱର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ଯୁବତୀଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା…

୧୧ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଆଲର୍ଟ ଦେଇଛି ପାଣିପାଗ ବିଭାଗ । ଆଜି ପାଇଁ ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ,…

ଗନ୍ଧମାର୍ଦ୍ଧନ ପାହାଡରେ ଗୁଳିବିନିମୟ

ବରଗଡ: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ବରଗଡ ଜିଲ୍ଲା ପାଇକମାଳ ଥାନା ଅର୍ନ୍ତଗତ ଗନ୍ଧମାର୍ଦ୍ଧନ ପାହାଡରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘମାସନ ବେଳେ ଘଟଣାସ୍ଥଳରୁ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା…

ନିର୍ବାଚନ କମିଶନର ହସ୍ତକ୍ଷେପ ପରେ ୫ଟି ଅଧ୍ୟକ୍ଷ ପଦରୁ ଏବଂ ମୁଖ୍ୟମନ୍ତ୍ରୀ କାର୍ଯାଳୟରୁ ହଟିଲେ ପାଣ୍ଡିଆନ : ଅନିଲ ବିଶ୍ୱାଳ

ଭୁବନେଶ୍ୱର: ମାନ୍ୟବର ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଥାକଥିତ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । ୫-ଟି ଅଧ୍ୟକ୍ଷ ନାମରେ ଏକ ସରକାରୀ ଅଧୀକାରି କ୍ଷମତାକୁ ମାଡି ବସିଥିବା ଭିକେ ପାଣ୍ଡିଆନଙ୍କର ଏହି ଦଖଲକୁ…

କଂଗ୍ରେସ ଭବନରେ ହାଇଡ୍ରାମା

କଂଗ୍ରେସ ଭବନରେ ହାଇଡ୍ରାମା। ସାମ୍ନାକୁ ଆସିଛି ବଡ ଖବର। ସୂଚନା ଅନୁଯାୟୀ ଜଟଣୀ ନିର୍ବାଚନ ମଣ୍ଡଳୀର ସନ୍ତୋଷ ଜେନା ଆଜି ମିଶିବାକୁ ଆସିଥିଲେ। ଏହା ପରେ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ମିଶାଇବାକୁ ଆଣୁଥିଲେ।ତେବେ କଂଗ୍ରେସ ଭବନ ନିକଟରେ…

ନିର୍ବାଚନ ଲଢ଼ିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ

ଭୁବନେଶ୍ୱର: ନିର୍ବାଚନ ଲଢ଼ିବେ ବରିଷ୍ଠ ନେତାଦିଲ୍ଲୀପ ରାୟ। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବସ୍ତ୍ୟ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ନିବାର୍ଚନ ଲଢ଼ିବେ । କୋର୍ଟର ରହିତାଦେଶ ପରେ ଦିଲ୍ଲୀପଙ୍କୁ ମିଳିଲା ଆଶ୍ଵସ୍ତି । ୧୯୯୯ ମସିହାରେ…

ସରକାରୀ କର୍ମଚାରୀଙ୍କୁ ECI ନାଁ ରେ ଧମକ ଦେଉଛି ରାଜ୍ୟ ବିଜେପି: ସସ୍ମିତ ପାତ୍ର

ଭୁବନେଶ୍ବର: ECIଙ୍କୁ ଚିଠି ଲେଖି ଫେରାଦ ହୋଇଛି ବିଜେଡ଼ି । ବିଜେପି ନେତା ଓ ପ୍ରାର୍ଥୀ ECIଙ୍କ ନାଁ ନେଇ ଧମକ ଚମକ ଦେଉଛନ୍ତି । ସରକାରୀ କର୍ମଚାରୀଙ୍କୁ ECI ଜରିଆରେ ବଦଳାଇବାକୁ ଧମକାଉଛନ୍ତି। ୨୦୨୪ ନିର୍ବାଚନରେ ସହଯୋଗ ନକଲେ ବଦଳି…