Day: 27 March 2024

ସୁରକ୍ଷାକର୍ମୀ-ନକ୍ସଲ ଗୁଳିବିନିମୟ: ୬ ନକ୍ସଲ ନିହତ

ଛତିଶଗଡ: ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ଛତିଶଗଡରେ ସୁରକ୍ଷାକର୍ମୀ- ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଛତିଶଗଡର ବିଜାପୁର ଜିଲ୍ଲା ଚିକୁରବାଟି ପୁଷବାକା ନିକଟ ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ଡିଆରଜି, ସିଆରପିଏଫ୍ ୨୨୯ , କୋବ୍ରା ବାହିନୀର ମିଳିତ…