Day: 6 April 2022

ବାତ୍ରାଙ୍କ ଉପରେ ତଦନ୍ତ ଆରମ୍ଭ କଲା ସିବିଆଇ

ବିଶ୍ୱ ହକି ସଂଘର ସଭାପତି ତଥା ଭାରତୀୟ ଅଲିମ୍ପିକ୍ସ ସଂଘର ମୁଖ୍ୟ ନରିନ୍ଦର ବାତ୍ରାଙ୍କ ବିରୋଧରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ହକି ଇଣ୍ଡିଆର ୩୫ଲକ୍ଷ ଟଙ୍କା ଆତ୍ମସାତ କରିଥିବାର ବାତ୍ରାଙ୍କ ଉପରେ ଅଭିଯୋଗ ଉଠିଥିଲା। କିଛି…

କୋରିଆ ଓପନ୍‌ : ସିନ୍ଧୁ ଓ ଶ୍ରୀକାନ୍ତଙ୍କ ବିଜୟ

ସ୍ଥାନୀୟ ପାଲମା ଷ୍ଟାଡିୟମରେ ଚାଲିଥିବା କୋରିଆ ଓପନ ସୁପର-୫୦୦ ସିରିଜ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତର ଦୁଇ ପ୍ରମୁଖ ଖେଳାଳି ପି.ଭି ସିନ୍ଧୁ ଏବଂ କିଡାମ୍ବୀ ଶ୍ରୀକାନ୍ତ ପି୍ର କ୍ୱାର୍ଟରରେ ପହଞ୍ଚିଛନ୍ତି। ମାଳବିକା ଓ ଲକ୍ଷ୍ୟ ପ୍ରଥମ ଦିନ ଜିତିଥିଲା ବେଳେ ବୁଧବାର…

ଭୋଜି ଖାଇବା ହେଲା କାଳ ! ଭୋଜି ଖାଇ ଫେରୁଥିବା ବେଳେ ଉପରୁ ଡାକିନେଲା ମୃତ୍ୟୁ

କାଳବୈଶାଖୀ ପରେ ରାସ୍ତାରେ ଗଛ ଭାଙ୍ଗି ପଡ଼ିଛି,ଭୋଜି ଖାଇ ଫେରୁଥିବା ବେଳେ ବୃଦ୍ଧାଙ୍କ ଉପରେ ପଡିଯାଇଥଲା ଗଛ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଅପରାହ୍ନ ସମୟରେ ଏପରି ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ତେଲକୋଇ ଥାନା ରାସସୁଆଁ ପଞ୍ଚାୟତ…

ଅଭିନେତା ରାମଚରଣ ୪୧ ଦିନ ବ୍ରହ୍ମଚର୍ଯ୍ୟା ପାଳନ କରିଛନ୍ତି ନିଜ ପୋଷା କୁକୁର ପାଇଁ

ଏଜେନ୍ସୀ : ନୂଆଦିଲ୍ଲୀ, ଆର୍‌.ଆର୍‌.ଆର୍‌ ଫିଲ୍ମ ର ଅଭିନେତା ରାମଚରଣ ପୁଣି ଚର୍ଚାରେ, ରାମଚରଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ସେ କହିଛନ୍ତି ଯେ ରାମଚରଣ କୁଆଡେ ୪୧ ଦିନ ଯାଏଁ ବ୍ରହ୍ମଚର୍ଯ୍ୟା ପାଳନ…

ନିଜ ହାତରେ ଭାଙ୍ଗିଥିଲି ଜଗା ଚୁଲି ,ମନ ହେଲା ଭାଙ୍ଗିଦେଲି କହିଲା ??

ନିର୍ଭୟ ମିଡ଼ିଆ : ଆମେ ଜାଣିଛେ ବିଶ୍ୱର ପ୍ରସିଦ୍ଧ ଆଉ ସବୁଠାରୁ ଅଧିକ,ଏବଂ ସବୁଠାରୁ ବଡ଼ ରୋଷଶାଳା ମହାପ୍ରଭୁ ଜଗତ ଠାକୁର ଶ୍ରୀ ଜଗନ୍ନାଥ ଙ୍କ ରୋଷଶାଳା,ଯେଉଁଠି ଷାଠିଏ ପଉଠିଠୁ ଆରମ୍ଭ କରି ଛପନ ଭୋଗ କହିଲେବି ସରିବନି। ସେ ସବୁ…

ଜେଲେନ୍‌ସ୍କି : ସମାଧାନ ନ କଲେ ଜାତିସଂଘ ଆଉ କାହିଁକି ରହିବ ବୋଲି ଜେଲେନସ୍କି ପ୍ରଶ୍ନ କରିଛନ୍ତି। ଆଜି ଜାତିସଂଘ ନିରାପତ୍ତା ପରିଷଦରେ ଉଦ୍‌ବୋଧନ ଦେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି ରୁଷ୍‌ ବର୍ବରତାକୁ କଡ଼ା ନିନ୍ଦା କରିଛନ୍ତି ।

ଆଜି ଜାତିସଂଘ ନିରାପତ୍ତା ପରିଷଦରେ ଉଦ୍‌ବୋଧନ ଦେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି ରୁଷ୍‌ ବର୍ବରତାକୁ କଡ଼ା ନିନ୍ଦା କରିଛନ୍ତି।ଜେଲେନସ୍କିଙ୍କ କହିବା ମୁତାବକ ରୁଷ୍‌ ଚାହୁଁଚି ୟୁକ୍ରେନ୍‌ ତାର ଗୁଲାମ ହୋଇ ରହୁ ସେଥିପାଇଁ ସେ ହିଂସ୍ର ଭଳି ଆକ୍ରମଣ କରୁଛି। ରୁଷ…

ଶ୍ରୀମନ୍ଦିରର ନୂଆ ପ୍ରଶାସକ ଭାବେ ବୀର ବିକ୍ରମ ଯାଦବଙ୍କୁ,ମୁଖ୍ୟ ପ୍ରଶାସକର ଦାୟିତ୍ବ ତ୍ୱରାନ୍ୱିତ କରାଗଲା

ପୁରୀ: ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ଅଫିସର ବୀର ବିକ୍ରମ ଯାଦବଙ୍କୁ,ମୁଖ୍ୟ ପ୍ରଶାସକର ଦାୟିତ୍ବ ତ୍ୱରାନ୍ୱିତ କରାଗଲା। ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶ୍ରୀ ଯାଦବ ସର୍ଵ ପ୍ରଥମେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର କୁ ଯାଇ ଜଗତର…

ମହିଳା ଫୁଟବଲ୍‌ : ଇଜିପ୍ଟକୁ ହରାଇଲା ଭାରତ

ସ୍ଥାନୀୟ ପ୍ରିନ୍ସ ମହମ୍ମଦ ଷ୍ଟାଡିୟମରେ ଭାରତ ଓ ଇଜିପ୍ଟ ମଧ୍ୟର ବନ୍ଧୁତ୍ୱପୂର୍ଣ୍ଣ ମହିଳା ଫୁଟବଲ ମ୍ୟାଚ୍‌ ବୁଧବାର ଖେଳାଯାଇଥିଲା। ବିଶ୍ୱ ରାଙ୍କିଙ୍ଗରେ ଭାରତ ଠାରୁ ଖୁବ୍‌ ପଛରେ ଥିବା ଇଜିପ୍ଟ ଦଳ ଦୃଢତାର ସହ ପ୍ରଦର୍ଶନ କରିଥିଲା। ପ୍ରିୟଙ୍କା ଦେବୀ ଦେଇଥିବା…

ସାମନ୍ଥାଙ୍କ ନୂଆ ଫିଲ୍ମ

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ସାମନ୍ଥା ରୁଥ୍‌ ପ୍ରଭୁ। ଆଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ରେ ଥିବା ତାଙ୍କର ଆଇଟମ୍‌ ସଙ୍ଗ ସଭିଁଙ୍କୁ ଦିୱାନା ବନାଇଥିଲା। ଅଭିନେତ୍ରୀଙ୍କ ଡ୍ୟାନ୍ସ ଏବଂ ଅନ୍ଦାଜ ଦର୍ଶକଙ୍କୁ ପସନ୍ଦ ଆସିଥିଲା। ତେବେ ଏହା ପୂର୍ବରୁ…

କୋଭିଡ ବିସ୍ଫୋରଣ : ଖାଦ୍ୟଦ୍ରବ୍ୟ ପହଞ୍ଚାଇବା ସାଙ୍ଘାଇରେ ବଡ଼ ଚ୍ୟାଲେଞ୍ଜ

ଚୀନର ଆର୍ଥିକ କେନ୍ଦ୍ର ଭାବେ ଜଣାଶୁଣା ସାଙ୍ଘାଇର ଅଧିବାସୀମାନେ କୋଭିଡ଼ ବିସ୍ଫୋରଣର କରୁଛନ୍ତି ସାମ୍ନା। ପ୍ରାୟ ଅଢେଇ କୋଟିରୁ ଅଧିକ ଲୋକ ଲକଡାଉନ୍‌ରେ ଅଛନ୍ତି। ସୁପରମାର୍କେଟ ଏବଂ ଅନ୍ୟାନ୍ୟ ଦୋକାନ ଗୁଡ଼ିକୁ ପ୍ରଶାସନ ବନ୍ଦ କରି ରଖିଥିବାରୁ ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ…