Day: 26 April 2022

ଭୁବନେଶ୍ୱର ଆକାଶରେ ମାତ୍ରାଧିକ ଅତି ବାଇଗଣୀ ରଶ୍ମି

ରାଜଧାନୀ ଭୁବନେଶ୍ୱର ଆକାଶରେ ହଠାତ୍‌ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମି ବା ଓଭିର ମାତ୍ରା ବୃଦ୍ଧି ପାଇଛି। ଏହି ମାତ୍ରା ଅତ୍ୟନ୍ତ ଭୟଙ୍କର ସୋପାନରେ ପହଞ୍ଚି ସାରିଛି ବୋଲି ପାଣିପାଗ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ସୋମବାର ଓ ମଙ୍ଗଳବାରର ତାପମାତ୍ରାକୁ ଅନୁଶୀଳନ…

ମେ’ ୨ ଯାଏଁ ୟୁଜି, ପିଜି ପାଠପଢା ବନ୍ଦ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସୋମବାର ଠାରୁ ବିଦ୍ୟାଳୟଗୁଡ଼ିକରେ ପାଠପଢା ବନ୍ଦ ରଖାଯାଇଥିଲା। ମଙ୍ଗଳବାର ଦିନ ଉଚ୍ଚଶିକ୍ଷା ବିଭାଗ ଗ୍ରୀଷ୍ମପ୍ରବାହକୁ ଦେଖି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ପାଠପଢା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଦିନ ଉଚ୍ଚଶିକ୍ଷଶ ବିଭାଗର…

ମେ ପ୍ରଥମ ସପ୍ତାହରେ ପିସିସିର ନୂଆ ସଭାପତି, ନରସିଂହଙ୍କ ଇସ୍ତଫା ନେଇ ଚର୍ଚ୍ଚା

୨୦୧୯ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟନାୟକ ଦୁଇ ଥର ଇସ୍ତଫା ଦେଇଛନ୍ତି। ଇସ୍ତଫା ଗ୍ରହଣ ହେଉନଥିବାରୁ ଏହା ମଧ୍ୟରେ ଦଳ ମୃତପ୍ରାୟ ହୋଇସାରିଛି। ଦଳକୁ ପୁନର୍ଜୀବିତ କରିବା ପାଇଁ ବିଧାୟକ ଦଳ…

ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗିରଫ ସାମ୍ବାଦିକ ଜେଲରୁ ବାହାରିଲେ

ଉତ୍ତରପ୍ରଦେଶ ଦ୍ୱାଦଶ ବୋର୍ଡ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ର ଲିକ୍‌ ମାମଲରେ ପ୍ରାୟ ମାସକ ତଳେ ଉତ୍ତରପ୍ରଦେଶର ବଲିଆ ଜିଲାରେ ଗିରଫ ହୋଇଥିବା ତିନି ଜଣ ସାମ୍ବାଦିକ ବାହାରିଛନ୍ତି ଜେଲରୁ । ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଏହି ତିନି ଜଣ ସାମ୍ବାଦିକ ସାମିଲ…

ଏବିଜି ଫ୍ଲଡ୍‌ ମାମଲାରେ ଇଡିର ରେଡ୍‌

ଏବିଜି ସିପିଆର୍ଡ ଲିମିଟେଡର ଫ୍ଲଡ୍‌ ମାମଲାର ତଦନ୍ତ ଅଧିନରେ ମଙ୍ଗଳବାର ଦେଶର ବିଭିନ୍ନ ଭାଗରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍‌ କରାଯାଇଛି। ଅଭିଯୋଗ ହୋଇଛି ଯେ, ୨୨.୮୪୨କୋଟି ବ୍ୟାଙ୍କ ଋଣ ଅର୍ଥ ନେଇ ହଡପ କରିଛି କମ୍ପାନୀ। ଏହାର…

କେଭିରେ ମାଗଣା ପଢିବେ କୋଭିଡ୍‌ ଅନାଥ

କେନ୍ଦ୍ର ବିଦ୍ୟାଳୟରେ ସାଂସଦଙ୍କ କୋଟା ଉଚ୍ଛେଦ ପରେ ଏବେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ। ଏହି ନୂଆ ବ୍ୟବସ୍ଥା ଅନୁସାରେ କେନ୍ଦ୍ରୀୟ ବିଦ୍ୟାଳୟରେ କୋଭିଡ୍‌ ଅନାଥଙ୍କୁ ମିଳିବ ମାଗଣାରେ ପାଠ ପଢା ସୁବିଧା। ପୂର୍ବରୁ କେନ୍ଦ୍ର…

କ୍ଷତିରେ ଚାଲୁଥିବା ଟୁଇଟରକୁ ୩.୩୭ ଲକ୍ଷ କୋଟିରେ କିଣି କାହିଁକି ଖୁସି ଅଛନ୍ତି ମସ୍କ

ବିଶ୍ୱର ଶ୍ରେଷ୍ଠ ଧନୀକ ତଥା ଟେସ୍‌ଲାର ସିଇଓ ଏଲନ ମସ୍କ ଏବେ ଟୁଇଟରର ନୂଆ ମାଲିକ ବନିଛନ୍ତି। ଟୁଇଟରକୁ ସେ ୪୪ ଅରବ ଡଲାର ଅର୍ଥାତ ୩.୩୭ ଲକ୍ଷ କୋଟି ଟଙ୍କାରେ କିଣିବା ପାଇଁ ଯେଉଁ ଅଫର ଦେଇଥିଲେ, ତାକୁ ଟୁଇଟର…

ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀ ମୃତ, ମା ଗୁରୁତର

ଗଞ୍ଜାମ ଜିଲା ରମ୍ଭା ଥାନା ଗଡଗୁମା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀଙ୍କ ମୃତ୍ୟୁ ହୋଇଥିଲା ବେଳେ ମା ଗୁରୁତର। ସୂଚନା ଅନୁଯାୟୀ କାଲି ରାତିରେ ମା, ଛୁଆ ଖାଦ୍ୟ ଖାଇଲା ପରେ ସମସ୍ତଙ୍କର…