Day: 29 April 2022

ଦାନା ବାନ୍ଧୁଛି ଲଘୁଚାପ

ସାରା ରାଜ୍ୟରେ ଏବେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଥିଲା ବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଆହୁରି ୨ ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ। ତେବେ କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି…

ରୁଷକୁ ଚ୍ୟାଲେଞ୍ଜ ଦେଲେ ୯୬ ବର୍ଷିୟା ମହିଳା, ହିଟଲର-ଷ୍ଟାଲିନ ମାରିପାରିଲେନି, ତୁମେ କ’ଣ ମାରିବ

‘ମୁଁ ହିଟଲରଙ୍କ ଆଗରୁ ବଂଚିଛି, ଷ୍ଟାଲିନ୍‌ ଠାରୁ ବଂଚିଛି, ଆଉ ପୁତିନ୍‌ ଆଗରୁ ବି ଜୀବିତ ରହିବି।’ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟଙ୍କର ସ୍ଥିତି ଦେଖିଥିବା ୯୬ ବର୍ଷିୟା ଏଣ୍ଟୋସିୟା ଗୁଲେଜ ଏହା କହିଛନ୍ତି। ୟୁକ୍ରେନ୍‌ ଉପରେ ରୁଷର ସୈନ୍ୟ ଆକ୍ରମଣ ଆରମ୍ଭ…

ଭାଜପାର ପ୍ଳାନ ୨୦୨୩, ଛତିଶଗଡ଼ରେ ନୂଆ ଚେହେରା, ଏମ୍ପିରେ ବଦଳିବେ ମନ୍ତ୍ରୀ

ଭାଜପା ପକ୍ଷରୁ ୨୦୨୩ରେ ହେବାକୁ ଥିବା ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଦଳର ବରିଷ୍ଠ ନେତାମାନେ ଗୁରୁବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ…

ଲାଉଡସ୍ପିକରରୁ ‘ଲାଉଡ’ ଗାୟବ

କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ନମାଜ ମାଧ୍ୟମରେ ମନ୍ଦିର-ମସଜିଦ୍‌ରେ ଲାଗିଥିବା ଲାଉଡସ୍ପିକର ନିକଟରେ ପହଂଚି ସାରିଛି। ଉତ୍ତରପ୍ରଦେଶରେ ଏହି ଲାଉଡସ୍ପିକର ବିବାଦ ଜୋର ଧରିଥିଲା ବେଳେ ଯୋଗୀ ସରକାର ଏନେଇ କଡା ଆଭିମୁଖ୍ୟ ପୋଷଣ କରୁଛନ୍ତି। ଅଦ୍ୟାବଧି ଉତ୍ତରପ୍ରଦେଶର ବିଭିନ୍ନ…