Day: 3 April 2022

ସାମ୍ବାଦିକତା ନାମରେ କଳଙ୍କ, ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ ,

କୋରାପୁଟ ରାୟଗଡ ସହରର ସୁଧିର କୁମାର ଚୌଧୁରୀ, ତାଙ୍କ ପୁଅ ସନ୍ତୋଷ କୁମାର ଚୌଧୁରୀ ଜାଲ ସଂସ୍ଥା କରି ନିଯୁକ୍ତି ଦେବା ନାମରେ ପୋଷ୍ଟର, ବ୍ୟାନର ଛାପି ଶିକ୍ଷିତ ଯୁବକଙ୍କୁ ଠକି ଆସୁଥିଲେ। ସାମ୍ବାଦିକତା ଆଳରେ ଜାଲ ସଂସ୍ଥା ଖୋଲି ପିଲାଙ୍କୁ…

ବୟସର ଚିନ୍ତା ନାହିଁ ଖେଳ ପାଇଁ ସବୁ ବେଳେ ଫିଟ ,୪୦ ବର୍ଷ ବୟସରେ ଧୋନୀ କଲେ ଜବରଦସ୍ତ ଡ୍ରାଇଭ କଲେ ରନଆଉଟ୍

ବୟସର ଚିନ୍ତା ନାହିଁ ଖେଳ ପାଇଁ ସବୁ ବେଳେ ଫିଟ ଧୋନି,ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପଞ୍ଜାବ କିଙ୍ଗ୍ସ ରବିବାରର ଆଇପିଏଲ ଚେନ୍ନାଇ ସୁପର କିଙ୍ଗ୍ସ ମୁକାବିଲାରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ପାଇଁ ପଡିଆ ମଧ୍ୟକୁ ଓହ୍ଲାଇଥିବା…

ଆରଆରଆର ହିନ୍ଦୀ ଭର୍ସନରେ କିଏ ଦେଇଛନ୍ତି ଜୁନିଅର ଏନଟିଆର ଓ ରାମଚରଣଙ୍କ ଭଏସ୍?

ନିର୍ଦ୍ଦେଶକ ଏସଏସ ରାଜମୌଲୀଙ୍କ ଫିଲ୍ମ ଆରଆରଆର ରିଲିଜକୁ ଦର୍ଶକ ବହୁ ସମୟ ଅପେକ୍ଷା କରିବାକୁ ପଡିଥିଲା। ଏହା ମାର୍ଚ୍ଚ ୨୫ ତାରିଖରେ ରିଲିଜ୍ ହେବା ପରେ ବକ୍ସ ଅଫିସରେ ରେକର୍ଡ କରିଛି । ପ୍ରଥମ ଦିନରେ ଫିଲ୍ମଟି ୨୨୩ କୋଟି ଟଙ୍କା…

ଅଟୋ ଚଳାଉଛନ୍ତି : ରୋଡ୍‌ ରାଜା…ଥିଲେ ଜଣେ ଇଂରାଜୀ ଅଧ୍ୟାପକ

ଅଧ୍ୟାପକରୁ ଅଟୋ ଡ୍ରାଇଭର। କେବେ ଥିଲେ ଇଂରାଜୀରେ ଅଧ୍ୟାପକ, ଭାଗ୍ୟର ବିଡ଼ମ୍ବନା ମଣିଷ ଜୀବନର ମୂଲ୍ୟ ଶିଖାଇଦିଏ। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ବେଙ୍ଗଲୁର ସହର ,ନାମ-ପଟାବି ରମଣ ,ବୟସ -74 ଛୁଇଁଲାଣି ତଥାପି ସଂଘର୍ଷ ଜାରି। ଅଧ୍ୟାପକ ଥିବା ବେଳେ…

ଧୋନୀ କରିବେ ପୁଣି ଆଉ ଏକ ରେକର୍ଡ, ରୋହିତଙ୍କ ପରେ ଧୋନୀ ହେବେ ଦ୍ଵିତୀୟ ଭାରତୀୟ

୦୩।୦୪ : ଆଇପିଏଲ ୨୦୨୨ର ୧୧ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ତେବେ ଆଜିର ମ୍ୟାଚ୍ ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଟାର୍ଗେଟ୍‌ରେ ଆଉ ଏକ ରେକର୍ଡ ଅପେକ୍ଷା। ଧୋନୀ ଆଜି…

ସ୍ୱାମୀଙ୍କୁ ଛାଡପତ୍ର ପରେ ସ୍ତ୍ରୀ ମଧ୍ୟ ଦେବ ଭରଣପୋଷଣ ବାବଦକୁ ଟଙ୍କା । ସ୍ଥାନୀୟ କୋର୍ଟଙ୍କ ରାୟକୁ ବମ୍ବେ କୋର୍ଟଙ୍କ ସମର୍ଥନ

ନିର୍ଭୟ: ଆଜିର ସମାଜରେ ବିବାହ ପରେ ଛାଡ଼ ପତ୍ର କଥା କିଛି ନୂଆ ନୁହେଁ। ଆଉ ଏଥିପାଇଁ ସ୍ୱାମୀ ସ୍ତ୍ରୀକୁ ଭରଣପୋଷଣ ଅର୍ଥ ଦେଉଥିବା କଥା ବି ଜାଣିଥିବେ। କିନ୍ତୁ ନିକଟରେ ଔରଙ୍ଗାବାଦ ହାଇକୋର୍ଟ ଏପରି ଏକ ରାୟ ଶୁଣାଇଛନ୍ତି ଯାହା…

ହରିଣ ଶିଙ୍ଗରୁ ବାହାରୁଥିବା ତରଳ ପଦାର୍ଥରେ ଗାଧାନ୍ତି ପୁଟିନ,

ଋଷ-ୟୁକ୍ରେନ ଯୁଦ୍ଧର ସମାପ୍ତି ଘଟିବାର ନା ନେଉନି। ଗୋଟିଏ ପଟେ ୟୁକ୍ରେନ ରାଷ୍ଟ୍ରପତି ମୁଣ୍ଡ ନୁଆଁନଥିବା ବେଳେ ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି। ଏପଟେ ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ବୋଲି କହି ଆସୁଛନ୍ତି।…

ଇମ୍ରାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ, ପାକିସ୍ତାନ ସଂସଦ ଭଙ୍ଗ, ୯୦ ଦିନରେ ହେବ ନିର୍ବାଚନ

ପାକିସ୍ତାନରେ ଇମ୍ରାନ ଖାଁଙ୍କ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ନ୍ୟାସନାଲ ଆସେମ୍ବଲିର ଡେପୁଟି ସ୍ପିକର ଖାରଜ କରିଛନ୍ତି । ବିଦେଶୀ ଷଡଯନ୍ତ୍ରର ଅଭିଯୋଗ ଆଣି ଏହି ଅବିଶ୍ୱାସ ପ୍ରସ୍ତାବକୁ ଖାରଜ କରାଯାଇଛି । ଇମ୍ରାନ ଖାଁଙ୍କ ସଂସଦ ଭଙ୍ଗ ପ୍ରସ୍ତାବ ସୁପାରିସକୁ…

ଭାରତ ବାୟୋଟେକ୍‌କୁ ଝଟକା କୋଭାକ୍ସିନ୍‌ ଯୋଗାଣ ରୋକିଲା ହୁ’

ଏଜେନ୍ସୀ : ନୂଆଦିଲ୍ଲୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ’ ଭାରତ ବାୟୋଟେକ୍‌ର କରୋନା ଟିକା କୋଭାକ୍ସିନକୁ ଜାତିସଂଘର ଏଜେନ୍ସୀ ମାଧ୍ୟମରେ ହେଉଥିବା ଯୋଗାଣକୁ ବାତିଲ କରିଛି । କୁହାଯାଇଛି ଯେ, ଏହି ଟିକାରେ କିଛି ତ୍ରୁଟିବିଚ୍ୟୁତି ରହିଛି, ତୁରନ୍ତ ଏହାକୁ ଅପ୍‌ଡେଟ୍‌…

କେବେ ଏକାଠି ଆସିବେ ସମ୍ବିତ ଓ ଭୂମିକା

ସମ୍ବିତ ଓଲିଉଡର ଜଣେ ବ୍ୟସ୍ତ ନାୟକ।ସେ ପ୍ରେମ୍ ୱେଡ୍ସ ପ୍ରିୟା’ ସିନେମାରୁ ଓଲିଉଡରେ ହିରୋଭାବେ ଡେବ୍ୟୁ କରିଥିଲେ।ଏହାପରେ ସେ ନିୟମିତ ଭାବେ ସିନେମାରେ ଅଭିନୟ କରି ଆସୁଛନ୍ତି।ସେ ଝିଲିକ୍,ରୀୟା, ପୁନମ୍,ସସ୍ମିତା ଓ ତମନ୍ନାଙ୍କ ଭଳି ନାୟିକାଙ୍କ ସହ କାମ କରିଛନ୍ତି।ଏଣେ ଶିଶୁ…