Day: 18 April 2022

ଡ୍ରାଇଭରଙ୍କ ଆତଙ୍କରାଜ : ୫ ଘଣ୍ଟା ରାଜଧାନୀକୁ କବ୍ଜା କଲେ

ଦେଶର ଅନ୍ନଦାତାଙ୍କୁ ରାଜଧାନୀ ଭିତରକୁ ପ୍ରବେଶ ପାଇଁ ମିଳିନଥିଲା ଅନୁମତି । ଭୁବନେଶ୍ୱରକୁ ଚାରିପଟୁ ସିଲ୍‌ କରିଦେଇଥିଲା ପୁଲିସ। ଯେଉଁ କିଛି କୃଷକ ସହର ଭିତରକୁ ପ୍ରବେଶ କରିଥିଲେ ସେମାନଙ୍କ ଉପରେ ହୋଇଥିଲା ଲାଠିଚାର୍ଜ। ଅନ୍ନଦାତାଙ୍କୁ ଅନୁମତି ନଥିଲା ବେଳେ ସୋମବାର…

ଘାରିଲା ଚିନ୍ତା : ଦିନକରେ ୯୦% ବଢ଼ିଲା କୋଭିଡ୍‌ ମାମଲା

ପୁଣି ଆରମ୍ଭ ହେବ କି ଲକ୍‌ଡାଉନ୍‌, ମାକ୍ସ ପରିଧାନ, ସ୍କୁଲ ଛୁଟି- ଏଭଳି ଆଶଙ୍କା ଏବେ ପଶିଛି ପ୍ରତିଟି ଦେଶବାସୀଙ୍କ ମନରେ। କରୋନା ମାମଲା ଦ୍ରୁତଗତିରେ କମିବା ପରେ ଦେଶରେ ସ୍ୱାଭାବିକ୍‌ ହୋଇଥିଲା ଜୀବନ। ଲୋକେ ଖୁସି ଥିଲେ। ହେଲେ ସୋମବାର…

ରାଜଧାନୀରେ ହାଜତ ମୃତ୍ୟ, ପିଟିପିଟି ମାରିଦେଲେ

ବରଗଡ , ଗୋଲନ୍ଥରା ଆଉ ଏବେ ଭୁବନେଶ୍ୱରର ବରଗଡ ଥାନାରେ ହାଜତ ମୃତ୍ୟର ଆସିଛି ସାଂଘାତିକ ଅଭିଯୋଗ। ଯୁବକଙ୍କୁ କମିଶନରେଟ୍‌ ପୁଲିସ ପିଟିପିଟି ମାରି ଦେଇଥିବା ନେଇ ମୃତକଙ୍କ ପତ୍ନୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ହେଲେ ମୃତକଙ୍କ ଦୁଇଟି ନାଁକୁ ନେଇ…

ବିଶ୍ୱବିଦ୍ୟାଳୟରେ ଖରା ଛୁଟି

ରାଜ୍ୟରେ ଗ୍ରୀଷ୍ମ ପ୍ରଭାବର ତାଣ୍ଡବକୁ ଆଖିରେ ରଖି ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡ଼ିକରେ ଗ୍ରୀଷ୍ମ ଛୁଟି। ଗ୍ରୀଷ୍ମ ପ୍ରଭାବ ବଢ଼ି ବଢ଼ି ଚାଲିଥିବାର ଦେଖି ରାଜ୍ୟର ଶିକ୍ଷା ବିଭାଗର ମୁଖ୍ୟ ସଚିବ ସାସ୍ୱତ ମିଶ୍ର କହିଛନ୍ତି ଯେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଗ୍ରୀଷ୍ମ ଛୁଟି…

ସ୍ଥଳସେନା ମୁଖ୍ୟ ପଦବୀ ପାଇବେ ଲେପ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ସ୍ଥଳ ସେନାର ମୁଖ୍ୟ ପଦବୀ ଭାବେ ନିଯୁକ୍ତି ପାଇଛନ୍ତି ଲେପ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ। ସୂଚନା ମୁତାବକ ଏପ୍ରିଲ ୩୦ରେ ସେନାମୁଖ୍ୟ ଜେନେରାଲ୍ ମୁକୁନ୍ଦ ନରଭାଣେଙ୍କର କାର୍ଯ୍ୟକାଳ ସମ୍ପୂର୍ଣ ହୋଇଥିବା ପରେ ଏବେ ନୂଆ ସ୍ଥଳ ସେନା…

ବାସୁଙ୍କ ସହ ହାତ ମିଳାଇଲେ ଅର୍ଜୁନ

ଅଭିନେତା ଅର୍ଜୁନ କପୁରଙ୍କୁ ଶେଷ ଥର ଫିଲ୍ମ ଭୁତ ପୁଲିସ୍‌ ରେ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ସେ ବହୁ ବଡ଼ ବଡ଼ ପ୍ରୋଜେକ୍ଟରେ ନଜର ଆସିବେ। ତେବେ ସେ ଜଣାଶୁଣା ଫିଲ୍ମ ନିର୍ମାତା ବାସୁ ଭଗନାନୀଙ୍କ ସହ ଏକ ଫିଲ୍ମ…

ହିନ୍ଦୁମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବାକୁ ଆହ୍ୱାନ ଦେଲେ ନରସିଂହାନନ୍ଦ

ଅଖିଳ ଭାରତୀୟ ସନ୍ଥ ପରିବାରର ହିମାଚଳ ଶାଖା ପ୍ରଭାରୀ ନରସିଂହନନ୍ଦ ସରସ୍ୱତୀ ହିନ୍ଦୁମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ସନାତମ ଧର୍ମ, ମାନବତା ଏବଂ ନିଜ ପରିବାର ସୁରକ୍ଷା ସକାଶେ ଅଧିକ ସନ୍ତାନ ଜନ୍ମ କରିବା ଦରକାର। ଦେଶରେ ମୁସଲମାନ ଅଧିବାସୀଙ୍କ…

ଦୁର୍ନୀତିର ଗନ୍ତାଘର ଡ୍ରେନେଜ ବିଭାଗ

ନଦୀ ଜଳକୁ ବିଭିନ୍ନ ନାଳ ମାଧ୍ୟମରେ ଚାଷଜମିକୁ ଜଳସେଚନ କରାଯାଇ ଚାଷ କାର୍ଯ୍ୟରେ ବ୍ୟବହାର କରାଯିବା ସହିତ ବନ୍ୟା ବାତ୍ୟା ସମୟରେ ବିଭିନ୍ନ ସ୍ଥାନରେ ଜମି ରହୁଥିବା ଜଳ ନିଷ୍କାସନ କରାଯିବା ନିମନ୍ତେ ସରକାର ଡ୍ରେନେଜ ବିଭାଗ ମାଧ୍ୟମରେ କୋଟି କୋଟି…

ଦୁର୍ଦ୍ଦିନରେ ମହୁଲ ଗୋଟାଳି ବିକ୍ରି ପାଇଁ ନାହିଁ ବଜାର

ବସନ୍ତ ଋତୁ, ସବୁଆଡେ ଫୁଲ ଫଳର ସମ୍ବାର। ଦି ପଇସା ରୋଜଗାର ଆଶା ନେଇ ମହୁଲ ଫୁଲ ସଂଗ୍ରହ କରୁଥିବା ଜଙ୍ଗଲ ଅଞ୍ଚଳରେ ରହୁଥିବା ଆଦିବାସୀ ମଧ୍ୟରେ ନିରାଶା ଭାବ ଦେଖା ଦେଇଛି। ତେବେ ଦୁର୍ଦ୍ଦିନରେ ମହୁଲ ଗୋଟାଳି। ବିକ୍ରି କରିବା…

ପୋଖରୀରେ ବୁଡ଼ି ଇସ୍ରୋ ବୈଜ୍ଞାନିକଙ୍କ ମୃତ୍ୟ

ବରଗଡ ଜିଲ୍ଲା ରୁ ଆସିଛି ଏକ ଦୁଃଖ ଦାୟକ ଘଟଣା। ବରଗଡ଼ ହରେଇଛି ଜଣେ ଯୁବ ବୈଜ୍ଞାନିକଙ୍କୁ। ବରଗଡ଼ ଝରିପାଲି ଗ୍ରାମର ନିହାର ରଞ୍ଜନ ପ୍ରଧାନ,ବୟସ ୨୭ ହେଉଛନ୍ତି ଜଣେ ଇସ୍ରୋ ଯୁବ ବୈଜ୍ଞାନିକ। ଗତ ଶନିବାର ଦିନ ସେ ତାଙ୍କ…