Day: 27 April 2022

ସୁର-ନିରଞ୍ଜନ ମୁହାଁମୁହିଁ, ବ୍ୟବସାୟିକ ଫାଇଦା ପାଇଁ ନବୀନ ନିବାସ ଯାଆନ୍ତି କଂଗ୍ରେସ ନେତା-ଜଟଣୀ ବିଧାୟକ

କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ ତାଙ୍କ ଦଳର ସଭାପତି କିଏ ହେବ ତାହାର ନିଷ୍ପତ୍ତି ନବୀନ ପଟନାୟକ ନିଅନ୍ତି ବୋଲି କହିବା ଘଟଣାରେ ଦଳ ପକ୍ଷରୁ ତାଙ୍କୁ ନୋଟିସ୍‌ କରାଯାଇଥିଲା। ଏହି ନୋଟିସ୍‌ ପାଇବା ପରେ ବିଧାୟକ ବୁଧବାର ଦିନ…

“ଶେଷ ମିନିଟ୍‌ ପର୍ଯ୍ୟନ୍ତ ସେନା ଆଗରେ ନେହୁରା ହୋଇଥିଲେ ଇମ୍ରାନ୍‌”

ବର୍ହିଷ୍କୃତ ହୋଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କ୍ଷମତାରେ ରହିବାକୁ ଏତେ ଆଗ୍ରହୀ ଥିଲେ ଯେ, ଶେଷ ମିନିଟ୍‌ ପର୍ଯ୍ୟନ୍ତ ପାକ୍‌ ସେନା ନିକଟରେ ଗାଦି ବଞ୍ଚାଇବାର ନେହୁରା ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଶାସନରେ ଥିବା ପାକିସ୍ତାନ ମୁସଲିମ୍‌…

ଆସନ୍ତା ସପ୍ତାହରେ ୟୁରୋପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ମେ ୨ ରୁ ୪ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ ୟୁରୋପର ତିନି ଦେଶକୁ କରିବାକୁ ଯାଉଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର କୁହାଯାଇଛି ପ୍ରଧାନମନ୍ତ୍ରୀ ମେ ୨ ରୁ ୪ ଯାଏଁ ଜର୍ମାନୀ, ଡେନମାର୍କ…

ୟୁପି : ଲାଉଡସ୍ପିକର କଢା ଅଭିଯାନ ଜାରି

ଉତ୍ତରପ୍ରଦେଶ ପୁଲିସ୍‌ ପକ୍ଷରୁ ବିଭିନ୍ନ ଧାର୍ମିକ ସ୍ଥଳୀ ଗୁଡ଼ିକରୁ ତଥା ସମ୍ବେଦନଶୀଳ ଅଞ୍ଚଳରୁ ଲାଉଡସ୍ପିକର କଢା ଅଭିଯାନ ବୁଧବାର ମଧ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଦେଶ ପାଳନ ପୂର୍ବକ ଉତ୍ତରପ୍ରଦେଶ ପୁଲିସ୍‌ ପକ୍ଷରୁ ବିଭିନ୍ନ ଧାର୍ମିକ ନେତାମାନଙ୍କ ସହ…

କରୋନାକୁ ନେଇ ସତର୍କ ରହିବା ଜରୁରୀ, ତେଲ ଉପରେ ଭାଟ୍‌ କମ କରନ୍ତୁ ରାଜ୍ୟ ସରକାର : ମୋଦୀ

ଦେଶରେ କରୋନା ମାମଲାରେ ପୁଣିଥରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଆଉ ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି। ବୈଠକରେ କରୋନା ମହାମାରୀ, ୟୁକ୍ରେନ୍‌-ରୁଷ ଯୁଦ୍ଧ କାରଣରୁ ଦେଶର ଆର୍ଥିକ…

ଦୋକାନୀଙ୍କୁ ଗୁଳିମାଡ଼, ଅବସ୍ଥା ଗୁରୁତର

କେନ୍ଦୁଝର ଜିଲ୍ଲାରେ ଗତକାଲି ହରିଚନ୍ଦନପୁର ଥାନା ଖଡିବାହାଲି ଛକରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ମେଡିକାଲକୁ ନେଇଯାଇଥିଲେ। ହେଲେ ତାଙ୍କ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୋକାନୀ ଜଣଙ୍କ…