Day: 7 April 2022

ମେଟ୍ରୋକୁ ଅପେକ୍ଷା କରିଥିବା ବେଳେ ଗର୍ଭବତୀ ମହିଳା

ନୂଆଦିଲ୍ଲୀ: ଏକ କେନ୍ଦ୍ରୀୟ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇସ୍ଏଫ୍) ମହିଳା କନଷ୍ଟେବଳ ଗୁରୁବାର ଦିନ ନୂଆଦିଲ୍ଲୀର ଆନନ୍ଦ ବିହାର ମେଟ୍ରୋ ଷ୍ଟେସନର ପ୍ଲାଟଫର୍ମରେ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଶିଶୁକୁ ପ୍ରସବ କରିବାରେ ସାହାଯ୍ୟ କରିଛନ୍ତି। ମେଟ୍ରୋ ଷ୍ଟେସନର ପ୍ଲାଟଫର୍ମରେ ମେଟ୍ରୋକୁ…

ମୁଖ୍ୟମନ୍ତ୍ରୀ ଭରିବେ ୮୮ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ବିଲ୍! ମଧ୍ୟପ୍ରଦେଶରେ ଲାଗୁ ହେଲା ବିଦ୍ୟୁତ ରିହାତି ଯୋଜନା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ‘ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ଗରିବର ମନ କଥା ବୁଝିଛନ୍ତି ସେ ଆଜି ବିଦ୍ୟୁତ ବିଲ୍ ରିହାତି ଯୋଜନା-୨୦୨୨’ର ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୮୮ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ…

ପାରାଦୀପ ରେ ବିଜେଡିରେ କ୍ରସ୍‌ ଭୋଟିଂ, ବାପି ସର୍ଖେଲଙ୍କର ଉପାଧ୍ୟକ୍ଷ ପଦ

ନିର୍ଭୟ ମିଡିଆ : ଆଜି ରାଜ୍ୟରେ ପୌର ପରିଷଦ ଉପାଧ୍ୟକ୍ଷ ପଦରେ ବାଜି ମାରିଛନ୍ତି ବାପି ସର୍ଖେଲ। ପୌର ପରିଷଦ ଉପାଧ୍ୟକ୍ଷ ଗୋଷ୍ଠୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ପାରାଦୀପରେ ବାପି ସର୍ଖେଲଙ୍କ ଗୋଷ୍ଠୀର ଜଣେ ସ୍ୱାଧୀନ ପ୍ରାର୍ଥୀ ଏହି…

ରୁଷ-ୟୁକ୍ରେନ୍‌ ଯୁଦ୍ଧ; ଯେଉଁ ବୟସରେ କାଲମ ଧରିବା କଥା ସେ ବୟସରେ ହାତରେ ବନ୍ଧୁକ

ଏଜେନ୍ସୀ : ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍‌ ଯୁଦ୍ଧ ବର୍ତ୍ତମାନ ର ପରିସ୍ଥିତି ବିଶ୍ୱକୁ ଚିନ୍ତାର କାରଣ ହେଇଚାଲିଛି ଏହା ଭିତରେ ଯୁଦ୍ଧ କୁ ହୋଇଗଲାଣି ୪୦ ଦିନରୁ ଉର୍ଦ୍ଧ। କିନ୍ତୁ ଏହି ଦୁଇ ଦେଶର ଯୁଦ୍ଧ କମିବା ବଦଳରେ ଦିନ କୁ…

ଆନ୍ଧ୍ର କ୍ୟାବିନେଟରୁ ୨୪ ମନ୍ତ୍ରୀ ଦେଲେ ଇସ୍ତଫା,

ନିର୍ଭୟ ବ୍ୟୁରୋ :ବିଗତ ବୁଧବାରସ ନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭେଟି ମନ୍ତ୍ରୀମଣ୍ଡଳ ଅଦଳ ବଦଳ ପାଇଁ ସୂଚନା ଦେଇଥିଲେ। ବିଶେଷ ସୂତ୍ରରୁ ଜଣାପଡିଛି ଯେ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଜଗନମୋହନ ରେଡ୍ଡି…

ବାଦ ପଡିଲେନି ସାମ୍ବାଦିକ , ଶେଷରେ ଗୋଡ଼ରେ ପଡିଲା ବେଡ଼ି

ବାଲେଶ୍ୱର ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣ ବି ଭାବିବେ ଯେ ଏଠି ଚାଲିଛି କଣ। ବାଲେଶ୍ୱର ଜିଲ୍ଲାରେ ଏମନ୍ତି ଏକ ଘଟଣା ଘଟିଛି ଜଣେ ସାମ୍ବାଦିକଙ୍କ ସହିତ। ସେ ହେଉଛନ୍ତି ସାମ୍ବାଦିକଙ୍କ ନାଁ ଲୋକନାଥ ଦଳେଇ।…

ଆନ୍ଧ୍ର-ଓଡ଼ିଶା ସୀମାରେ ନକ୍ସଲଙ୍କ ଦାଦାଗିରି, ପୋଲିସ ଇନଫର୍ମର୍‌ ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା

ଆନ୍ଧ୍ର-ଓଡ଼ିଶା ସୀମାରେ ନକ୍ସଲଙ୍କ ଦାଦାଗିରି, ପୋଲିସ ଇନଫର୍ମର୍‌ ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା ଏଜେନ୍ସୀ : ଚିତ୍ରକୋଣ୍ଡା ,ଆଜି ପୁଣିସାମ୍ନା କୁ ଆସିଲା ମାଓବାଦୀ ଙ୍କ ଆତଙ୍କ, ଓଡ଼ିଶା ସୀମା ଠାରୁ ପ୍ରାୟ ୬ କିଲୋମିଟର ଦୂରତାରେ ଚାଲିଛି ମାଓ…

ଓଡିଶା ସାଂସଦ କଲେ ପିଏମ୍‌ ମୋଦି ଙ୍କ ସହିତ ବ୍ରେକଫାଷ୍ଟ ,ପିଏମ୍‌ ଦେଲେ ଗୁରୁମନ୍ତ୍ର।

ପିଏମ୍‌ ଦେଲେ ଓଡିଶା ସାଂସଦଙ୍କୁ ଗୁରୁମନ୍ତ୍ର ଓଡିଶା ସାଂସଦଙ୍କୁ। ଆଜି ୪ଟି ରାଜ୍ୟ ଓଡ଼ିଶା,ଦିଲ୍ଲୀ, ହରିୟାଣା, ଉତ୍ତରାଖଣ୍ଡର ରାଜ୍ୟର ବିଜେପି ସାଂସଦ ଓ ମନ୍ତ୍ରୀଙ୍କୁ ନିଜ ବାସଭବନକୁ ବ୍ରେକ୍‌ଫାଷ୍ଟ ପାଇଁ ନିମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରର ଯୋଜନା ସବୁ…

ଜୁନିୟର ମହିଳା ହକି ବିଶ୍ୱକପ୍‌, ଆଜି ଭାରତର କ୍ୱାର୍ଟର ଲଢେଇ

ଦକ୍ଷିଣ ଆଫ୍ରିକାର ପୋଟେଚଷ୍ଟ୍ରମ ଠାରେ ଚାଲିଥିବା ଜୁନିୟର ମହିଳା ହକି ବିଶ୍ୱକପ୍‌ରେ ଭାରତ ନକଆଉଟର ବଡ଼ ମ୍ୟାଚ୍‌ ଶୁକ୍ରବାର ଖେଳିବାକୁ ଯାଉଛି। ସେମିଫାଇନାଲରେ ସ୍ଥାନ ପକ୍କା କରିବାର ଆଶା ରଖି ଦକ୍ଷିଣ କୋରିଆ ବିପକ୍ଷରେ ଭାରତୀୟ ଦଳ ଖେଳିବ କ୍ୱାର୍ଟର ଫାଇନାଲ…

ଜନଅସନ୍ତୋଷ ଭିତରେ ନୂଆ ଆର୍ଥିକ ଟିମ୍‌ ନିଯୁକ୍ତ କଲେ ଗୋଟାବାୟା

ଗଭୀର ଆର୍ଥିକ ସଂକଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଦରଦାମ୍‌ ବୃଦ୍ଧି ପେଟ୍ରୋଲ ଓ ଡିଜେଲ ଯଥେଷ୍ଟ ପରିମାଣରେ ନମିଳିବା ସାଙ୍ଗକୁ ଘଣ୍ଟା ଘଣ୍ଟା ବିଜୁଳି କାଟ୍‌କୁ ନେଇ ପ୍ରବଳ ଜନଅସନ୍ତୋଷ ଦେଶରେ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କାର ରାଷ୍ଟ୍ରପତି…