Day: 15 April 2022

ପରବାୟ ନାହିଁ, ଚାଲିଛି ଜୋରସୋରରେ ଖୋଳାଖୋଳି

ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଖନନ ଓ ନିର୍ମାଣକୁ ନେଇ ବିବାଦ ଜୋର ଧରିଛି । ମାମଲା ଏବେ ହାଇକୋର୍ଟରେ । ୨୧ ତାରିଖରେ ଏହାର ଶୁଣାଣି ହେବାକୁ ଯାଉଛି । ଖନନ ପାଇଁ ଅନୁମତି ଅଛି କି ନାହିଁ, କେଉଁ ଆଧାରରେ ଖନନ…

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ହୃଦଘାତ

ପୁତିନଙ୍କ କ୍ଷ୍ୟୁବ୍ଧ ହେଲା ରୁଷ ପ୍ରତିରକ୍ଷା ମନ୍ତ୍ରୀଙ୍କର ମୃତ୍ୟର କାରଣ। ସୂଚନା ମୁତାବକ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ହୃଦଘାତରେ ମୃତ୍ୟବରଣ କରିଛନ୍ତି। ତେବେ ବ୍ରିଟିଶ ଖବର କାଗଜ ଡେଲି ମେଲ ରୁ ଏହି ଖବର ପ୍ରକାଶ ପାଇଛି ବୋଲି ଜଣାପଡିଛି। ଗତ…

ପୁତିନ ନିଭାଇଲେ ବନ୍ଧୁର ବନ୍ଧୁତ୍ୱ

ରୁଷ ୟୁକ୍ରେନ ମହାଯୁଦ୍ଧ ଚାଲିଥିବାବେଳେ ଭାରତକୁ ଦେଇଥିବା ପ୍ରତିଶୃତି ରଖି ଭାରତକୁ ପଠାଇଲେ ଏସ-୪୦୦ ମିସାଇଲ। ଭ୍ଲାଦମିରି ପୁତିନଙ୍କ କହିବା ହିସାବରେ ବନ୍ଧୁ ହେବ ତ ସବୁଦିନ ପାଇଁ। କଥା ଦେଇ କଥା ନରଖିବା ବନ୍ଧୁତ୍ୱର କର୍ତ୍ତବ୍ୟ ନୁହେଁ। ବନ୍ଧୁକୁ ନିରାଶ…

କାଶ୍ମୀର ଫାଇଲସ୍‌ର ପରେ ବିବେକ ଅଗ୍ନିହୋତ୍ରୀ ଦିଲ୍ଲୀ ଫାଇଲସ୍‌

ମୁମ୍ବାଇ: ସୂଚନାମୁତାବକ କିଛି ଦିନ ତଳେ ଆମେ ସମସ୍ତେ ଜାଣିଛେ ଯେ ବକ୍ସ ଅଫିସ୍‌ରେ ‘କାଶ୍ମୀର ଫାଇଲସ୍‌’କୁ ଜବରଦସ୍ତ ସଫଳତା ମିଳିଥିଲା। ଏହାର ନିର୍ଦ୍ଦେଶକ ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହୋଇଛନ୍ତି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ କାଶ୍ମୀର ଫାଇଲସ୍‌…

ପାଇଖାନା ଗାତରୁ ବଜ୍ରକାପ୍ତା ଉଦ୍ଧାର

ବଲାଙ୍ଗିର: ପାଇଖାନା ଗାତରେ ଗଳି ପଡ଼ିଲା ବଜ୍ରକାପ୍ତା, ଉଦ୍ଧାର କଲା ବନ ବିଭାଗ। ସୂଚନା ମୁତାବକ ଆଜି ବଲାଙ୍ଗିରି ସହରର ଆରଟିଓ ଛକ ନିକଟରେ ଏକ ବଜ୍ରକାପ୍ତା କୁ ଉଦ୍ଧାର କରିଛି ବନବିଭାଗ। ଖବର ମିଳିଛି କାମାକ୍ଷା ନଗର ଆରଟିଓ ଛକ…

ରାମନବମୀ ହିଂସାରେ ସଂଗଠନର ହାତ ନିଷିଦ୍ଧ ହୋଇପାରେ ପିଏଫଆଇ

ରାମନବମୀ ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ଆଉ ଏହି ହିଂସା ପଛରେ ଇସ୍‌ଲାମିକ୍‌ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ହାତ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେଣୁ ଖୁବ୍‌ଶୀଘ୍ର ସରକାର ପିଏଫଆଇକୁ ଦେଶରେ…

ପଇସା ଦେଇନ, ଭରସା ପାଉନି ହଟହଟା ହୋଇ ଫେରିଗଲେ ଆନ୍ଧ୍ର ଅଧିକାରୀ

କୋଟିଆରେ ଆନ୍ଧ୍ର ନିୟମିତ ନିଜର ଆଧିପତ୍ୟ ଜାହିର କରିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଅପରାଗତା କାରଣରୁ ଆନ୍ଧ୍ରପ୍ରଦେଶ ନିଜ ମାନଚିତ୍ରରେ କୋଟିଆକୁ ସ୍ଥାନ ଦେଇଛି ଏବଂ ନିୟମିତ ଆନ୍ଧ୍ର ଅଧିକାରୀ ଓ ନେତାମାନେ କୋଟିଆରେ ପ୍ରବେଶ କରି ନିଜ ଉପସ୍ଥିତିକୁ ଜାହିର…

ମୋବାଇଲ ଗେମ୍‌ ପାଇଁ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାରିଦେଲେ ସାଙ୍ଗ

ମୋବାଇଲ ଗେମ୍‌ କାଳ ସାଜିଛି। ପୂର୍ବରୁ ଏହି କାରଣରୁ ଅନେକ ଜୀବନ ଯାଉଥିବା ଦେଖିବାକୁ ମିଳିଥିଲା ବେଳେ ଏବେ ୨ ସାଙ୍ଗ ମୋବାଇଲ ଗେମ୍‌ ପାଇଁ ଆଉ ଜଣେ ସାଙ୍ଗକୁ ପଥର ଛେଚି ନଦୀକୁ ଫିଙ୍ଗି କରିଛନ୍ତି ହତ୍ୟା। ମୃତ ଛାତ୍ର…

ହକି ପାଇଁ କୋକେନ୍‌ ଆହୁରି ଆଗକୁ କ’ଣ?

ଭୁବନେଶ୍ୱରରୁ କୋକେନ୍‌ ଜବତ ହେବା ଘଟଣା ପୁଲିସକୁ ଏବଂ ସାଧାରଣ ଲୋକଙ୍କୁ ବିଚଳିତ କରିଛି। ପ୍ରଥମ ଥର ପାଇଁ ରାଜଧାନୀରୁ ଜବତ ହେଲା କୋକେନ୍‌। ଏସଂକ୍ରାନ୍ତରେ ଦୁଇଜଣ ଗିରଫ ହୋଇଛନ୍ତି । କିନ୍ତୁ ସେମାନଙ୍କୁ ଠାରୁ ଯେଉଁ ପ୍ରାରମ୍ଭିକ ସୂଚନା ମିଳିଛି,…

ବିଧାନସଭା ନିର୍ବାଚନ ପୂର୍ବରୁ ଲଢେଇ ଜୋର, ଟିଆରଏସ୍‌ର ‘ଧାନ’ ବନାମ ଭାଜପାର ‘ହଳଦୀ’

ତେଲେଙ୍ଗାନାରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। କ୍ଷମତାରେ ଥିବା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ସହ ମିଶି ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଥିବା ଭାଜପା ମଧ୍ୟ ଏବେ ନିଜ ପ୍ରଚାର ଅଭିଯାନକୁ ଜୋର କରିଦେଇଛି। ଭାଜପାର ପ୍ରସ୍ତୁତିରେ ଏବେ…