Day: 28 April 2022

ହିଟ୍‌ୱେଭକୁ ଦୃଷ୍ଟିରେ ରଖି ୩୦ ପରେ ବଢିପାରେ ସ୍କୁଲ ଛୁଟି

ରାଜ୍ୟରେ ଅସହ୍ୟ ତାତି ଦିନକୁ ଦିନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଆହୁରି ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଦେଶର ୫ ରାଜ୍ୟକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଦିନ ବେଳା ସୂର୍ଯ୍ୟଙ୍କ ତାପ ଅଧିକ ବୃଦ୍ଧି ପାଉଥିବାରୁ…

ଶ୍ରୀମନ୍ଦିର ସୁରକ୍ଷା ରାଜନୀତି ସରିଲେ ଗୃହ କମିଟି ଗସ୍ତ କରିବ:ବାଚସ୍ପତି

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଅନେକ ବ୍ୟକ୍ତି ଅନେକ କଥା କହୁଛନ୍ତି। ସେମାନଙ୍କ ମଧ୍ୟରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ଆନ୍ଦୋଳନକୁ ଆସୁଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ଯାଇଛନ୍ତି। ସବୁ ଘଟଣା ଉପରେ ବିଧାନସଭା ଗୃହ କମିଟିର ନଜର…

କୋକା କୋଲାକୁ କିଣିପାରନ୍ତି ମସ୍କ

ବିଶ୍ୱର ଶ୍ରେଷ୍ଠ ଧନୀକ ତଥା ନିକଟରେ ଟୁଇଟରକୁ କିଣିଥିବା ଏଲନ ମସ୍କଙ୍କ ନଜର ଏବେ ମୃଦୁ ପାନୀୟ କମ୍ପାନୀ କୋକା କୋଲା ଉପରେ। ଗୁରୁବାର ସକାଳେ ସେ ଏକ ଟୁଇଟ୍‌ କରି କୋକା କୋଲାକୁ କିଣିବାର ଦେଇଛନ୍ତି ସଂକେତ। ସକାଳେ ଏକ…

ଭୁବନେଶ୍ୱରରେ ଖୋଲିଲା ଆଇ ଫରେଷ୍ଟର ଆଞ୍ଚଳିକ କାର୍ଯ୍ୟାଳୟ, ଓଡ଼ିଶା ଉପରେ ଅଧିକ ରହୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଚନ୍ଦ୍ର ଭୂଷଣ

ଓଡ଼ିଶା ଉପରେ ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ପଡ଼ୁଛି, ବନ୍ୟା, ବାତ୍ୟା, ତାପମାତ୍ରା ବୃଦ୍ଧି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ପଡ଼ୁଛି । ଏହା ଉପରେ ଅଧିକରୁ ଅଧିକ ଗବେଷଣା ସହ ଲୋକଙ୍କୁ ଏ ଦିଗରେ ସଚେତନ କରାଇବା, ଏଭଳି…