Day: 2 April 2022

ଜୁନିୟର ମହିଳା ହକି ବିଶ୍ୱକପ୍‌ ୫-୧ରେ ପ୍ରଥମ ମ୍ୟାଚ୍‌ ଜିତିଲା ଭାରତ

ଦକ୍ଷିଣ ଆଫି୍ରକାର ପୋଟେଚଷ୍ଟ୍ରମ ଠାରେ ଚାଲିଥିବା ଜୁନିୟର ମହିଳା ହକି ବିଶ୍ୱକପ୍‌ରେ ଭାରତର ଆରମ୍ଭ ବିଜୟ ସହ ହୋଇଛି। ଶୁକ୍ରବାରରୁ ପ୍ରତିଯୋଗିତା ପ୍ରାରମ୍ଭ ହୋଇଥିଲା ବେଳେ ଭାରତ ଶନିବାର ଖେଳିଥିଲା ନିଜ ପ୍ରଥମ ମ୍ୟାଚ୍‌। ଆଉ ୱେଲ୍ସ ବିପକ୍ଷରେ ପୁଲ୍‌ର ପ୍ରଥମ…

ରୋମାଞ୍ଚକର ମୁକାବିଲା : ସଡନ୍‌ଡେଥ୍‌ରେ ଜିତିଲା ଭାରତ

ବିଜୟ ଆଡ଼କୁ ମୁହାଁଉଥିବା ମ୍ୟାଚ୍‌କୁ କିପରି ରୋମାଞ୍ଚକର କରାଯାଏ ଓ ସୁଟ୍‌ଆଉଟ୍‌ ଏବଂ ତା’ପରେ ସଡନ୍‌ଡେଥ୍‌କୁ ଯାଇ ମ୍ୟାଚ୍‌ରେ ବିଜୟଲାଭ କରାଯାଏ ତାହାକୁ ଭାରତୀୟ ହକି ଦଳ ଶନିବାର କଳିଙ୍ଗ ଷ୍ଟାଡିୟମ୍‌ରେ କରି ଦେଖାଇଛି। ନିର୍ଦ୍ଧାରିତ ସମୟ ସରିବା ପାଇଁ ଆଉ…

‘୫ କୋଇଲା ଖଣି ନିଲାମ ପ୍ରକ୍ରିୟା ଶେଷ ଓଡ଼ିଶାର ଦୁଇ ଖଣି ନେଲା ଜିନ୍ଦଲ

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚାରୋଟି ରାଜ୍ୟର ୫ଟି କୋଇଲା ଖଣିର ବାଣିଜି୍ୟକ ନିଲାମ କରାଯାଇଛି। ଏଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି- ଉକ୍ରଳ ବି୧ ଏବଂ ବି୨ ରହିଛି। ଏହି ଦୁଇଟି ଖଣିକୁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍ ନିଲାମ…

ଆହାର’କୁ ପୁରିଲା ୭ ବର୍ଷ ୧୨ କୋଟି ଟପିଲା ମିଲ୍

୨ଠ୧୫ ଏପ୍ରିଲ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆହାର ଯୋଜନାର ଶୁଭାରମ୍ଭ କରିଥିଲେ। ଇତିମଧ୍ୟରେ ରାଜ୍ୟରେ ୫ଟଙ୍କିଆ ଆହାର ଖାଉଥିବା ଲୋକଙ୍କ ସଂଖ୍ୟା ୧୨ କୋଟି ଟପିଛି। ଆହାର କେନ୍ଦ୍ର ୭ବର୍ଷ ପୂରଣ କରିଥିବାବେଳେ ଏହି ସମୟରେ ବିଭିନ୍ନ ଆହାର କେନ୍ଦ୍ରରେ ୧୨…

ରିମାଇଣ୍ଡର ଶେଷ ଦିନରେ ଶର୍ମିଷ୍ଠା ଓ ନିରଞ୍ଜନ ଦେଖାଇଲେ କ୍ରାଇମ୍‌ ସ୍ପଟ୍‌

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି କ୍ରାଇମ୍‌ବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ‘ସମ୍ପୂର୍ଣ୍ଣ’ ଅଫିସରେ ଶନିବାର ଦିନ ଛାନଭିନ କରିଛି କ୍ରାଇମବ୍ରାଞ୍ଚର ଟିମ୍‌ ଓ ଏୟାରଫିଲ୍ଡ ଥାନା ପୁଲିସ।…

ଶ୍ରୀଲଙ୍କାରେ ଜରୁରୀ ସ୍ଥିତି

ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ବର୍ତ୍ତମାନ ସର୍ବାଧିକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ପରିସ୍ଥିତି ଏପରି ହୋଇଛି ଯେ, ସେଠାକାର ଲୋକେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ରାଷ୍ଟ୍ରପତି ଗୋତାବାୟା ରାଜପାକ୍ଷେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛନ୍ତି। ଦେଶର ଆର୍ଥିକ…

ଭାରତ-ନେପାଳ ମଧ୍ୟରେ ପ୍ରଥମ ପାସେଞ୍ଜର ଟ୍ରେନର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏଠାରେ ତାଙ୍କର ନେପାଳ ସମକକ୍ଷ ଶେର ବାହାଦୂର ଦେଉବାଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଯୋଗାଯୋଗକୁ ଅଧିକ ଦୃଢୀଭୂତ କରିବା ସକାଶେ ତଥା ଭାରତ ଏବଂ ନେପାଳର ସଂପର୍କକୁ ଶିଖରକୁ ନେବା ସକାଶେ ମୋଦୀ…

ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଧାୟକ ଗୋଷ୍ଠୀଙ୍କୁ ମାତ ଦେଲେ ଅସନ୍ତୁଷ୍ଟ

ବିଜୁ ଜନତା ଦଳର ଏଜେଣ୍ଟ ସାଜିଛି ପୁଲିସ। ପ୍ରତି ଜିଲ୍ଲାରେ ନିର୍ବାଚନ ପରିଚାଳନା ଦାୟିତ୍ୱ ଦଳ ପୁଲିସ ପ୍ରଶାସନକୁ ଦେଉଥିବାର ଯେଉଁ ଅଭିଯୋଗ ବିରୋଧି ନିୟମିତ ଆଣୁଥିଲେ ତାହାର ଜଳଜଳ ପ୍ରମାଣ ଦେଖିବାକୁ ମିଳିଛି ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ। ବିଧାୟକ…

ଅନୁପଙ୍କୁ ଆଜୀବନ

ଛତିଶଗଡ଼ର ରାୟଗଡ଼ ସ୍ଥିତ ଚକ୍ରଧର ନଗର ଅଞ୍ଚଳରେ ୨୦୧୬ ମସିହା ମେ’ ମାସରେ ସଂଗଠିତ ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ବବ୍‌ଲି ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି ଶନିବାର। ରାୟଗଡ଼ ସେସନ୍ସ କୋର୍ଟ ମାମଲାର ବିଚାର…

ଠକେଇର ପଡିଗଲେ ରାଜକୁମାର ରାଓ,ପ୍ୟାନକାର୍ଡରେ ନେଇଗଲେ ଲୋନ

ବଲିଉଡ ବହୁ ଚର୍ଚିତ ରାଜକୁମାର ରାଓ ନିଜର ଚମତ୍କାର ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଛନ୍ତି। ନିକଟରେ ଅଭିନେତା ନିଜ ଟୁଇଟରେ ଏମିତି ସୂଚନା ଦେଇଛନ୍ତି, ଯାହା ଜାଣି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ନିଜେ ଠକେଇର ଶିକାର ହୋଇଥିବା ଜଣାଇଛନ୍ତି…