Day: 19 April 2022

କାବୁଲରେ ସିରିଜ୍‌ ବିସ୍ଫୋରଣ: ୨୦ ମୃତ

ଆଫଗାନିସ୍ଥାନ ରାଜଧାନୀ କାବୁଲର ଏକ ବୟେଜ୍‌ ସ୍କୁଲରେ ଆଜି ସିରିଜ୍‌ ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୨୦ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ରହିଛନ୍ତି। ଏହି ଘଟଣାରେ ଅନେକ ଆହତ ହୋଇଥିବାରୁ ମୃତକଙ୍କ ସଂଖ୍ୟା…

ଆମୱେ ଇଣ୍ଡିଆ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଜବତ

ଦେଶର ଲୋକପ୍ରିୟ ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ ଏବଂ ଗୃହ ଉପକରଣ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ ଆମୱେ ଇଣ୍ଡିଆ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ଇଡି କମ୍ପାନୀର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଆମୱେ…

ଜାହାଙ୍ଗୀରପୁରୀ ହିଂସା ୫ ଅଭିଯୁକ୍ତଙ୍କ ଉପରେ ଏନଏସଏ ଲାଗୁ, ଆଉ ୬ ଗିରଫ

ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୃହ ମନ୍ତ୍ରଣାଳୟ ହିଂସାରେ ସାମିଲ ୫ ଅଭିଯୁକ୍ତଙ୍କ ଉପରେ ଏନଏସଏ ଲଗାଇଛି। ଏହି ୫ ଜଣ ଅଭିଯୁକ୍ତ ହେଲେ- ଅଂସାର, ସଲିମ, ସୋନୁ…

କଳିଙ୍ଗ ଷ୍ଟାଡିୟମ ହକି ଗ୍ରାଉଣ୍ଡରେ ନୂଆ ଟର୍ଫ

ଆସନ୍ତା ବର୍ଷ ପ୍ରାରମ୍ଭରେ ପୁରୁଷ ହକି ବିଶ୍ୱକପ୍‌ ଓଡ଼ିଶାରେ ଅନୁଷ୍ଠିତ ହେବାକୁଯାଉଛି। ଭୁବନେଶ୍ୱର ଓ ରାଉରକେଲାରେ ଏହାର ଆୟୋଜନ ହେବ। ପ୍ରତିଯୋଗିତାର ଲୋଗ ଉନ୍ମୋଚନ ମୁଖ୍ୟମନ୍ତ୍ରୀ ଗତ ୧୪ତାରିଖରେ କରିସାରିଥିଲା ବେଳେ ଏବେ କଳିଙ୍ଗ ଷ୍ଟାଡିୟମ ହକି ପଡ଼ିଆରେ ନୂଆ ଟର୍ଫ…

ମହିଳା ଟି-୨୦ ଓଡ଼ିଶାର ଦ୍ୱିତୀୟ ବିଜୟ

ଜାତୀୟ ସିନିୟର ମହିଳା ଟି-୨୦ ଲିଗ୍‌ ପ୍ରତିଯୋଗିତାରେ ଓଡ଼ିଶା ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି। ଦୁଇ ଦିନ ତଳେ ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ହରାଇଥିବା ଓଡ଼ିଶା ମଙ୍ଗଳବାର ବିହାର ବିପକ୍ଷରେ ୭ଉଇକେଟର ବିଜୟ ଦର୍ଜ କରିଛି। ମାତ୍ର ୬୭ରନ୍‌ ଓଡ଼ିଶା…

କୋଭିଡ ଇଫେକ୍ଟ ମୁମ୍ବାଇକୁ ଆସିଲା ଦିଲ୍ଲୀ-ପଞ୍ଜାବ ମ୍ୟାଚ୍‌

ବୁଧବାର ଦିନ ପୁନେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ସଂଘର ଷ୍ଟାଡିୟମରେ ଆଇପିଏଲ ୨୦୨୨ ଅନ୍ତର୍ଗତ ପଞ୍ଜାବ କିଙ୍ଗସ୍‌ ଓ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାଚ୍‌ ହେବାକୁ ପୂର୍ବରୁ କାର୍ଯ୍ୟସୂଚୀ ହୋଇଥିଲା। ହେଲେ ଦିଲ୍ଲୀ ଦଳରେ ବହୁଜଣ କୋଭିଡ଼ ସଂକ୍ରମିତ ବାହାରିବା ପରେ ଏହି…

୨୬ ବର୍ଷ ପରେ ମନ୍ଦାକିନୀଙ୍କ ଲେଉଟାଣି

ନିଜର ପ୍ରଥମ ଫିଲ୍ମ ,ରାମ ତେରୀ ଗଙ୍ଗା ମୈଲୀ ,ରୁ ଲୋକପ୍ରିୟତା ହାସଲ କରିଥିବା ବିଗତ ଦିନର ଅଭିନେତ୍ରୀ ମନ୍ଦାକିନୀ ଦୀର୍ଘ ଦିନ ହେବ ଲାଇମ୍‌ ଲାଇଟ୍‌ରୁ ଦୂରେଇ ଯାଇଛନ୍ତି। ତେବେ ବହୁ ଦିନ ପରେ ମନ୍ଦାକିନୀ ଏଣ୍ଟରଟେନ୍‌ମେଣ୍ଟ ଜଗତକୁ ପ୍ରତ୍ୟାବର୍ତ୍ତନ…

ପୁଣି ଅନୁଭବଙ୍କ ଫିଲ୍ମରେ ରାଜକୁମାର

ରାଜକୁମାର ରାଓ ବେଶ୍‌ କିଛି ଦିନ ହେବ ଅନୁଭବ ସିହ୍ନାଙ୍କ ଫିଲ୍ମ ଭିଡ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ଏହି ଫିଲ୍ମର ସୁଟିଂ ଶେଷ ମଧ୍ୟ ହୋଇଯାଇଛି। ଏଥିରେ ତାଙ୍କ ସହ ଅଭିନେତ୍ରୀ ଭୂମି ପାଡନେକର ନଜର ଆସୁଛନ୍ତି। ଏହାର ନିର୍ଦେଶନା…

ଜନ ଗଣ ମନ ରେ ବିଜୟ

ସାଉଥ୍‌ ଷ୍ଟାର ବିଜୟ ଦେବରକୋଣ୍ଡା ପୁରୀ ଜଗନ୍ନାଥଙ୍କ ଫିଲ୍ମ ଜନ ଗଣ ମନ ରେ ନଜର ଆସିବେ। ଆକ୍ସନ୍‌ରେ ଭରପୁର ଏହି ଫଲ୍ମରେ ମନୋରଞ୍ଜନର ଭରପୁର ଡୋଜ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମରେ ଦେବରକୋଣ୍ଡାଙ୍କର ଭିନ୍ନ ଅବତାର ଦେଖିବାକୁ ମିଳିବ। ଏହା…

ରଣବୀର କପୁରଙ୍କୁ ବିବାହ କରିବା ପରେ ,କାଲିନା ବିମାନ ବନ୍ଦରରେ ଆଲିଆ

ନୂଆଦିଲ୍ଲୀ: ଏପ୍ରିଲ ୧୪ ରେ ରଣବୀର କପୁରଙ୍କ ସହିତ ବିବାହ ପରେ ଆଲିଆ ଭଟ୍ଟଙ୍କୁ ମୁମ୍ବାଇର କାଲିନା ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ରଣବୀର କପୁରଙ୍କ ସହିତ ବିବାହ ପରେ ଏହା ଆଲିଆଙ୍କର ପ୍ରଥମ ମୁହଁ ଦେଖା କହିଲେ ତୃଟି ହେବନି।…