ବାତ୍ୟା ପାଇଁ ଆକଳନ ହୋଇନି : ପାଣିପାଗ ନିର୍ଦ୍ଦେଶିକା

ଭୁବନେଶ୍ୱର : ୨୨ ତାରିଖ ବେଳକୁ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ପ୍ରାଥମିକ ସ୍ତରରେ ଏହାର ଗତି ଉତ୍ତର ଓ ଉତ୍ତର…

ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି : ରାଜନାଥ ସିଂ

ସମ୍ବଲପୁର : ଓଡ଼ିଶାରେ କାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନୀ ହେବାକୁ ଥିବା ବେଳେ ଆଜି ଦେଖିବାକୁ ମିଳିଛି ଆଉଜଣେ କେନ୍ଦ୍ରୀୟ ନେତାଙ୍କୁ । ଆଜି ଓଡିଶା ଗ୍ରସ୍ତରେ ଆସି ସମ୍ବଲପୁର ରେଢ଼ାଖୋଲରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ…

କଥାରେ ସଂଯମତା ରକ୍ଷା କରନ୍ତୁ ପାଣ୍ଡିଆନ ବାବୁ : ଅପରାଜିତା

ଭୁବନେଶ୍ୱର : 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଔକାତ୍‌, ଦମ୍‌ ପରି ଶଦ୍ଦର ବ୍ୟବହାର ଓ ତାଙ୍କର ଯୋଗ୍ୟତା ଉପରେ ପ୍ରଶ୍ନ କରିବା ଠିକ୍‌ ନୁହେଁ। ପୂର୍ବତନ ଆଇଏଏସ୍ ଅଧିକାରୀ…

ବିଜେପିରେ ମିଶିଲେ ୧୦୦ରୁ ଅଧିକ ସଂଖ୍ୟାଲଘୁ ଭୋଟର

ପିପିଲିରେ ବଢୁଛି ବିଜେପିର ଶକ୍ତି। ବିଜେପିରେ ମିଶିଲେ ୧୦୦ରୁ ଅଧିକ ସଂଖ୍ୟାଲଘୁ ଭୋଟର। ଗତକାଲି ପୁରୀ ଜିଲ୍ଲା ପିପିଲି ବ୍ଲକ ହାଟସାହି ପଞ୍ଚାୟତର ନାଏବ ସରପଞ୍ଚ ଓ ୨ ନମ୍ବର ୱାର୍ଡର ୱାର୍ଡମେମ୍ବରଙ୍କ ସମେତ ଦାନଗୋହିରି ଗାଁର ୧୦୦ରୁ ଅଧିକ ମୁସଲିମ୍…

ପୁଣି ଓଡ଼ିଶା ଆସିବେ ରାହୁଲ ଓ ଖଡ୍‌ଗେ

ଭୁବନେଶ୍ୱର : ଓଡ଼ିଶାରେ ବିଜେଡି ବିଜେପିର ଦମଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସ ଟିକେ ପଛରେ ପଡି ଯାଇଛି । ସେଥିପାଇଁ ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆସିବେ…

ଆସନ୍ତା କାଲି ସକାଳ ୭ଟାରେ ଶ୍ରୀଜିଉଙ୍କୁ ଦର୍ଶନ କରି ରୋଡ ସୋ’ କରିବେ ମୋଦୀ

ଆଜି ଓଡ଼ିଶା ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା କାଲି ପୁରୀ ବଡ଼ଦାଣ୍ଡରେ ରୋଡ ସୋ’ କରିବେ ମୋଦୀ। ପୁରୀ ଗସ୍ତକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍ କରି ସବିଶେଷ ସୂଚନା ଦିଆଯାଇଛି। ପ୍ରେସମିଟରେ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ…

ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସା ଘଟଣା

ଗଞ୍ଜାମ ଖଲ୍ଲିକୋଟରେ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବା ପାଇଁ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସଆଇଟି ଶ୍ରୀକୃଷ୍ଣଶରଣପୁରରେ ପହଞ୍ଚିଛି । ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର…

ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ

ବିଜେଡ଼ିରୁ ଇସ୍ତଫା ଦେବାର ମାତ୍ର କେଇ ଘଣ୍ଟା ପରେ ପଦ୍ମ ଧରିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସମୀର ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ…

ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟ ନାଥ

ରାଜ୍ୟରେ ବିଜେପି ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଦଳର ବରିଷ୍ଠ ତଥା ହେଭିୱେଟ୍ ନେତାମାନେ ଏବେ ଓଡ଼ିଶା ମୁହାଁ ହୋଇଥିବା ବେଳେ ସଧାରଣ ନିର୍ବାଚନ ପାଇଁ ସାମିଲ୍ ହୋଇପାରନ୍ତି ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।…

ଆସନ୍ତା କାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୫ ଲୋକସଭା ସହ ୩୫ ବିଧାନସଭାରେ ପଡିବ ଭୋଟ

ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ପଡ଼ିବ ଭୋଟ୍। ୫ ଲୋକସଭା ଆସନ ପାଇଁ ମୈଦାନରେ ୪୦ ପ୍ରାର୍ଥୀ। ୩୫ ବିଧାନସଭା ଆସନ ପାଇଁ ଦୌଡ଼ରେ ଅଛନ୍ତି ୨୬୫ ପ୍ରାର୍ଥୀ। ବରଗଡ଼, ସୁନ୍ଦରଗଡ଼,…