**EDS: HANDOUT IMAGE** Bhubaneswar: Prime Minister Narendra Modi during an election roadshow for the Lok Sabha polls, in Bhubaneswar, Friday, May 10, 2024. (PTI Photo) (PTI05_10_2024_000379B)

ଆଜି ଓଡ଼ିଶା ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା କାଲି ପୁରୀ ବଡ଼ଦାଣ୍ଡରେ ରୋଡ ସୋ’ କରିବେ ମୋଦୀ। ପୁରୀ ଗସ୍ତକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍ କରି ସବିଶେଷ ସୂଚନା ଦିଆଯାଇଛି। ପ୍ରେସମିଟରେ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସୂଚନା।ଶ୍ରୀଜିଉଙ୍କୁ ଦର୍ଶନ କରି ପୁରୀରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ’,କାଲି ସକାଳ ୭ଟା ବେଳେ ଶ୍ରୀଜିଉଙ୍କ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରୋଡ୍ ସୋ କରିବେ’। ଏଥି ପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ ହେଉଛି।

By Nirvay

Leave a Reply

Your email address will not be published. Required fields are marked *