ଓଡ଼ିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଓଡ଼ିଶାରେ ବିଜେପି ବରିଷ୍ଠ ନେତା ତଥା ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଆଜି ବାଲେଶ୍ୱର ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବାଲେଶ୍ୱର NOCCI ହଲରେ ସକାଳ ସାଢ଼େ ୧୦ଟାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି ଓମ୍ ବିର୍ଲା।…

ପ୍ରଚାର ବେଳେ ଭୁବନେଶ୍ୱର-ଆଠଗଡ଼-ବରଗଡ଼ରେ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିବାର ସୂଚନା । ଭୁବନେଶ୍ୱର ୟୁନିଟ୍ ୬ର ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ଏହି ଆକ୍ରମଣ ହୋଇଥିବାର ଅଭିଯୋଗ…

ପୂର୍ବତନ କଂଗ୍ରେସ ବିଧାୟକ ଡମ୍ବରୁଧର ଉଲାକାଙ୍କ ଦେହାନ୍ତ

ପୂର୍ବତନ କଂଗ୍ରେସ ବିଧାୟକ ଡମ୍ବରୁଧର ଉଲାକାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବାରସୂଚନା । ସେ କଂଗ୍ରେସ ଟିକେଟରେ ରାୟଗଡ଼ା ଜିଲ୍ଲା…

ଆଜି ଓଡ଼ିଶାରେ ଦେଖିବାକୁ ମିଳିବ ତିନି ଦଳର ପାୱାର ସୋ’

ଆଜି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । କଟକରେ ରୋଡ ସୋ କରିବେ ଅମିତ୍ ଶାହା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ଗଞ୍ଜାମ ଜିଲ୍ଲାର ସୋରଡା ଯିବେ । ସେଠାରେ ବିଜୟ ମଧ୍ୟାନ ୧ଟାରେ…

ବିଜେଡି ଦଳର ହାତ ବାରିସ ସାଜିଛନ୍ତି ପୋଲିସ ଅଧିକାରୀ: ଗୋଲକ ମହାପାତ୍ର

ଭୁବନେଶ୍ୱର :ବିଜୁ ଜନତା ଦଳର ପ୍ରବକ୍ତା ପୂର୍ବା ଅପରୂପାଙ୍କଠୁ ପୁଳାପୁଳା ନଗଦ ଟଙ୍କା ଜବତ ହେବା ସତ୍ତ୍ୱେ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିନି । ଏପରିକି ଶାସକ ବିଜେଡି ଚାପରେ ଅନ୍ୟ ଲୋକଙ୍କଠୁ ଟଙ୍କା ଜବତ ହୋଇ ଦର୍ଶାଇ…

ମୁଖ୍ୟମନ୍ତ୍ରୀଙ୍କ ମାଇକ ଧରିବାକୁ କେବଳ ଜଣକୁ ସୁଯୋଗ ମିଳୁଛି କାହିଁକି : ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର : ବିଜେପି ନେତା ତଥା ଆସମ ମୁଖ୍ୟମନ୍ତ୍ରୀ ଓଡିଶା ଗ୍ରସ୍ତ ରେ ଆସି ବିଜେଡିକୁ କଡା ସମାଲୋଚନା କରିଛନ୍ତି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିକୁ ବଳ ଦେବାକୁ ବିଜେଡିକୁ ଟାର୍ଗେଟ କରିଛନ୍ତି । ଭୁବନେଶ୍ୱରରେ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ଦେଖି ଡରିଲାଣି ବିଜେଡି!

ନିର୍ବାଚନ ହାରିବା ଭୟରେ ବିଜେଡି ପ୍ରତ୍ୟେକ ଦିନ ମିଛ ପ୍ରଚାର କରିବାରେ ଲାଗିଛି । ମିଥ୍ୟା ପ୍ରଚାରର ସାହାରା ନେଉଥିବା ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଶ୍ନ ଉଠାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ଘଟଣା…

ରାଜଧାନୀରେ ଯାଜପୁରର ଜଣେ ଠିକାଦାରଙ୍କ ଗାଡ଼ିରୁ ଜବତ ହେଲା ୫କୋଟିରୁ ଅଧିକ ଟଙ୍କା

ଭୁବନେଶ୍ବର: ନିର୍ବାଚନ ସମୟରେ ଆୟକର ବିଭାଗ ଓ ପୁଲିସ ଅଧିକ ସକ୍ରିୟ ରହିଛନ୍ତି। ନିର୍ବାଚନ ପାଇଁ ସବୁଠି ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରରୁ ଜବତ ହୋଇଛି ୫ କୋଟିରୁ ଅଧିକ ଟଙ୍କା। ଆୟଗର ବିଭାଗ ଗାଡ଼ି ଯାଞ୍ଚ ବେଳେ…

ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଛନ୍ତି, ମାତ୍ର ହିଂସା ଏବେ ଚରମ ସୀମାରେ: ସୁଜାତା ପାଣିଗ୍ରାହୀ

ବ୍ରହ୍ମପୁର : ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଗତକାଲି ରାତିରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହାତାହାତି ହେବା ସହ ତୁମୁଳକାଣ୍ଡ ଘଟିଥିଲା। ବିଜେପି ଲୋକସଭା…

ଦିଲ୍ଲୀ ସ୍କୁଲ ପରେ ହସ୍ପିଟାଲକୁ ବୋମା ଧମକ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବାରମ୍ବାର ବୋମା ଧମକ ଆସୁଛି। ୨୦୦ ଟି ସ୍କୁଲ ଉପରେ ବୋମା ବିସ୍ଫୋରଣର ସମାଧାନ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ ଏବଂ ବର୍ତ୍ତମାନ ପୁଣି ଥରେ ହସ୍ପିଟାଲଗୁଡିକ ଇମେଲ ଧମକ ପାଇଛନ୍ତି। ଏଥର ଦିଲ୍ଲୀର ସ୍କୁଲ ପରେ…