ଓଡ଼ିଶାର ପାରାଦୀପ ଉପକୂଳରୁ ପ୍ରାୟ ୨୪୦ ନଟିକାଲ୍ ମାଇଲ୍ ଦୂର ବଙ୍ଗୋପସାଗରରେ ମଝି ସମୁଦ୍ରରେ ବୁଡ଼ି ଯାଇଥିବା କାର୍ଗୋ ଜାହାଜକୁ ଉଦ୍ଧାର ପାଇଁ ଉଦ୍ୟମ । ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି । ବର୍ତ୍ତମାନ ସୁଦ୍ଧା ୨ ଜଣ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୨୨ ଜଣ ମେମ୍ବର ଏବେ ବି ନିଖୋଜ ରହିଛନ୍ତି। ଏହି ଜାହାଜରେ ୨୦ ଜଣ ଚୀନ୍, ୩ ଜଣ ମିଆଁମାର ଏବଂ ଜଣେ ବାଂଲାଦେଶୀ ନାଗରିକଙ୍କ ସମେତ ମୋଟ ୨୪ ଜଣ କ୍ରୁ ମେମ୍ବର ରହିଥିବା ଜଣାପଡ଼ିଛି। Post navigation Heavy Rain Alert in Odisha: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା Japan Earthquake: ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା; ୨୦ରୁ ଅଧିକ ଆହତ