ପଶ୍ଚିମବଙ୍ଗରେ ଅଭିଷେକଙ୍କ ପରେ ମମତାଙ୍କ ଆଉ ଜଣେ ସହଯୋଗୀ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ହୁଗୁଳିରେ କଲ୍ୟାଣ ବାନାର୍ଜୀଙ୍କୁ ଲୋକଙ୍କ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଏହି ସଂଘାତିକ ଆକ୍ରମଣର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ କଲ୍ୟାଣ ବାନାର୍ଜୀ ନିଜ ମୁଣ୍ଡ ଧରି ରାସ୍ତା ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ଏବଂ ତାଙ୍କୁ ଦେଖି ଲୋକମାନେ ‘ଚୋର-ଚୋର’ ସ୍ଲୋଗାନ ଦେଇଥିବା ଦେଖାଦେଇଛି । Post navigation सत्ता का अहंकार और राजनीति का सबक Pension Problem Resolved Soon in Odisha: ରାଜ୍ୟରେ ୧୫ ଦିନ ଭିତରେ ସମଧାନ ହେବ ଭତ୍ତା ସମସ୍ୟା: ମନମୋହନ ସାମଲ