Tag: Vijay

Vijay Takes Oath as Tamil Nadu CM: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲାପତି ବିଜୟ। ଚେନ୍ନାଇର ନେହରୁ ଇଣ୍ଡୋର ଷ୍ଟାଡିୟମରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ନେଲେ ଶପଥ । ଉପସ୍ଥିତ ଅଛନ୍ତି…

Vijay to take Oath as Tamil Nadu CM: ଆସନ୍ତାକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଭିକେ ମୁଖ୍ୟ ବିଜୟ

ତାମିଲନାଡୁ ରାଜନୀତିରେ ଆରମ୍ଭ ହେବ ନୂଆ ଅଧ୍ୟାୟ । ଆସନ୍ତାକାଲି ଦିନ ୧୧ଟାରେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଭିକେ ମୁଖ୍ୟ ବିଜୟ । ବହୁମତ ପାଇଁ ଆବଶ୍ୟକ ୧୧୮ ବିଧାୟକଙ୍କ ସମର୍ଥନ ହାସଲ ପରେ ଆଜି ବିଜୟ…

Vijay gets Magic Number: ତାମିଲନାଡୁରେ ବିଜୟଙ୍କୁ ମିଳିଲା ମ୍ୟାଜିକ୍ ନମ୍ବର, ମୁଖ୍ୟମନ୍ତ୍ରୀ ହେବା ପଥ ସ୍ପଷ୍ଟ

ତାମିଲନାଡୁ ରାଜନୀତିରେ ନୂଆ ଟୁଇଷ୍ଟ । ନୂଆ ମୋଡ଼ ନେଲା ସରକାର ଗଠନକୁ ନେଇ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା । ଟିଭିକେ ମୁଖ୍ୟ ବିଜୟଙ୍କୁ ମିଳିଛି ବଡ଼ ବିଜୟ । କଂଗ୍ରେସ, ବାମଦଳ ଓ VCKର ସମର୍ଥନ ପାଇ ବିଜୟଙ୍କ TVK…

Vijay’s TVK No.1 in Tamil Nadu: ତାମିଲନାଡୁରେ ବିଜୟଙ୍କ TVK ନମ୍ବର ୧

ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ଅଭିନେତାରୁ ରାଜନେତା ହୋଇଥିବା ବିଜୟ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି । ତାଙ୍କ ଦଳ ଟିଭିକେ ବର୍ତ୍ତମାନ ୧୦୮ ଆସନରେ ଆଗୁଆ ଅଛି, ପ୍ରାରମ୍ଭିକ ଗଣନା ଟ୍ରେଣ୍ଡରେ…

ଅଭିନେତା ବିଜୟଙ୍କ ରାଲିରେ ଅଘଟଣ, ଦଳାଚକଟାରେ ୩୦ ରୁ ଅଧିକ ମୃତ୍ୟୁ ଆଶଙ୍କା

ତାମିଲନାଡୁର କରୁରରେ ଅଭିନେତା ଏବଂ ଟିଭିକେ ମୁଖ୍ୟ ବିଜୟଙ୍କ ନିର୍ବାଚନ ରାଲିରେ ଦଳାଚକଟା ଯୋଗୁଁ ୩୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ‘ତାମିଝାଗା ଭେଟ୍ରି କାଝଗମ୍’ (TVK) ମୁଖ୍ୟ…