Tag: Supreme court

UGC’s New Equity Rules: ନୂଆ ନିୟମ ଉପରେ ‘ସୁପ୍ରିମ୍’ ଛାଟ; ହିନ୍ଦୁ ସମାଜକୁ ଭାଙ୍ଗିବା ପାଇଁ ୟୁଜିସି ଚକ୍ରାନ୍ତ ପଣ୍ଡ

୭୫ବର୍ଷ ଧରି ଜାତିବିହୀନ ସମାଜ ଗଠନ କରିବା ଦିଗରେ ଆମେ ଯାହା କରିଛେ, କ’ଣ ଆମେ ଏବେ ଏହାର ଓଲଟା ଦିଗକୁ ଯାଇଛେ ? ଜାତି ଆଧାରିତ ଭେଦଭାବକୁ ଭିନ୍ନ ଭାବେ ପରିଭାଷିତ କରିବାର ଆବଶ୍ୟକତା କାହିଁ କି ପଡ଼ିଲା ?…

UGC’s New Equity Rules: ୟୁଜିସିର ନୂଆ ନିୟମ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ଉଚ୍ଚ ଶିକ୍ଷାନୁଷ୍ଠାନରେ ସମାନତାକୁ ପ୍ରୋତ୍ସାହନ ଦେଉଥିବା ୟୁଜିସିର ନୂଆ ନିୟମାବଳି ୨୦୨୬ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ ସୁପ୍ରିମକୋର୍ଟ କଲେଜଗୁଡିକରେ ଦେଶବ୍ୟାପୀ ଅସନ୍ତୋଷ ସୃଷ୍ଟି କରିଥିବା ୟୁଜିସି ନିୟମାବଳୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଏବଂ କେନ୍ଦ୍ରକୁ…

Supreme Court on Stray Dogs: ଶିକ୍ଷାନୁଷ୍ଠାନ, ହସ୍ପିଟାଲ ପରିସରରୁ ବୁଲା କୁକୁର ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୁପ୍ରିମକୋର୍ଟ ଆଜି ବୁଲା କୁକୁର ସମ୍ପର୍କିତ ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ପରିସରରୁ ସମସ୍ତ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ କଡା…

Next CJI: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ । ସୁପ୍ରିମକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ବିଆର୍ ଗଭାଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି । ବର୍ତ୍ତମାନର…

ତାମିଲନାଡୁ କରୁର ଦଳାଚକଟା ଘଟଣା: ତଦନ୍ତ କରିବ CBI

ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାପରେ ଅଭିନେତା ତଥା ନେତା ବିଜୟଙ୍କ ଅଡ଼ୁଆ ବଢିଛି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ…

ପ୍ରଧାନ ବିଚାରପତି ବି.ଆର. ଗଭାଇଙ୍କୁ ଜୋତା ମାଡ଼ ଉଦ୍ୟମ

ସୁପ୍ରିମକୋର୍ଟ ପରିସରରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଆଡ଼କୁ ଜୋତା ମାଡ଼ ଉଦ୍ୟମ ହୋଇଛି । ମୁଖ୍ୟ ବିଚାରପତିଙ୍କୁ ଜୋତା ଫିଙ୍ଗିଛନ୍ତି ଜଣେ ଓକିଲ ରାକେଶ କିଶୋର । CJI ଗଭାଇଙ୍କ ଏକ…

ଓ୍ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି; କିଛି ଧାରା ଉପରେ ଲାଗିଲା ରୋକ୍

ଓ୍ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି। କିଛି ଧାରା ଉପରେ ରୋକ୍ ଲଗାଇଲେ ସର୍ବୋଚ୍ଚ କୋର୍ଟ । ୫ ବର୍ଷ ଜରୁରୀ ଥିବା ପ୍ରାବଧାନ ଉପରେ ଲାଗିଲା କଟକଣା । ସେହିପରି ଓ୍ୱାକଫ୍ ଆଇନର ଅନୁଚ୍ଛେଦ ୩୭୪ ଉପରେ ରୋକ୍…

ବାୟୁପ୍ରଦୂଷଣକୁ ନେଇ ଦେଶବ୍ୟାପୀ ବାଣ ବନ୍ଦ ହେବା ଜରୁରୀ କହିଛନ୍ତି ସୁପ୍ରିମକୋର୍ଟ

ବାଣଜନିତ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଦେଶବ୍ୟାପୀ ବାଣ ବନ୍ଦ କରାଯିବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କେବଳ ଦିଲ୍ଲୀ ପାଇଁ ସ୍ୱତନ୍ତ୍ର ଆଇନ ହୋଇପାରିବନି । ବାଣ ବନ୍ଦ କରିବାର ଅଛି ତ…

ଟିଚର ଇଲିଜିବିଲିଟି ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ବୋଲି ରାୟ ଦେଲେ ସୁପ୍ରିମକୋର୍ଟ

ଟିଚର ଇଲିଜିବିଲିଟି ଟେଷ୍ଟ (TET) ରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି । ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଚାକିରିରେ ଅଛନ୍ତି ସେମାନଙ୍କୁ ୨ ବର୍ଷରେ TET ପାସ୍‌ କରିବାକୁ ପଡ଼ିବ । ଯେଉଁ ଶିକ୍ଷକଙ୍କ…

ବୁଲା କୁକୁର ପ୍ରସଙ୍ଗ: ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲାଗିଲା ରୋକ୍

ବୁଲାକୁକୁରଙ୍କ ସ୍ଥାନାନ୍ତର ନେଇ ଆସିଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । କୁକୁରଙ୍କୁ ବନ୍ଧ୍ୟାକରଣ ପରେ ବାହାରେ ଛଡାଯାଉ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଆକ୍ରାମଣାତ୍ମକ କୁକୁରଙ୍କୁ ଛଡାନଯାଉ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ତାଙ୍କ ନିଷ୍ପତ୍ତିରେ ଅଗଷ୍ଟ…