Tag: Odisha high court

HC Dismisses Plea Against 2 Deputy CM Appointments: ୨ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ମାମଲାକୁ ଖାରଜ କଲେ ହାଇକୋର୍ଟ

ଓଡ଼ିଶାରେ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାସହ ଏପରି ଅଯୌକ୍ତିକ ମକଦ୍ଦମା ନକରିବାକୁ ଆବେଦନକାରୀଙ୍କୁ କୋର୍ଟ କଡ଼ା ତାଗିଦ କରିଛନ୍ତି। ସୂଚନା ମୁତାବକ, ରାଜ୍ୟରେ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ…

Odisha High Court Issues Arrest Warrant: ବଢ଼ିଲା ଗଣଶିକ୍ଷା ସଚିବଙ୍କ ଅଡୁଆ

ହାଇକୋର୍ଟଙ୍କ ନିର୍ଦେଶ ପାଳନ ନକରି ଅଡୁଆରେ ଗଣଶିକ୍ଷା ସଚିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଅବମାନନା ମାମଲାରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି…

Teacher Transfer: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗ; ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ

ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ନେଇ ରାଜ୍ୟ ସରକାରଙ୍କୁ ଝଟକା। ସାଂସଦ ବିଧାୟକଙ୍କ ସୁପାରିଶ କ୍ଷମତାକୁ ଖାରଜ କଲେ ହାଇକୋର୍ଟ । ଏ ନେଇ ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ। ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କଲେ…

କୋହଳ ହେଲା ଆଇଆରବି ବାଟାଲିଅନ୍‌ରେ ସିପାହୀ ଓ କନଷ୍ଟେବଲ୍‌ ବୟସ ସୀମା

ଆଇଆରବି ବାଟାଲିଅନରେ ସିପାହୀ, କନଷ୍ଟେବଲ ନିଯୁକ୍ତି ମାମଲାରେ ବୟସ ସୀମାକୁ କୋହଳ କଲେ ହାଇକୋର୍ଟ ।ଆଇଆରବି ବାଟାଲିଅନ୍‌ରେ ସିପାହୀ ଓ କନଷ୍ଟେବଲ୍‌ ବୟସ ସୀମାକୁ ୩ ବର୍ଷ କୋହଳ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବୟସ ସୀମା କୋହଳ ନେଇ ସରକାରଙ୍କ…

ଭୁବନେଶ୍ୱରରେ ବୈକୁଣ୍ଠ ଧାମ ଆଶ୍ରମ ଭାଙ୍ଗିବା ଉପରେ ହାଇକୋର୍ଟଙ୍କ ରୋକ

ରାଜଧାନୀ ସହରର ଖଣ୍ଡଗିରି ଅଞ୍ଚଳରେ ଥିବା କାଶୀନାଥ ମିଶ୍ରଙ୍କ ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମକୁ ଭାଙ୍ଗିବା ଲାଗି ପୌର କର୍ତ୍ତୃପକ୍ଷଙ୍କ ଯୋଜନା ଉପରେ ଓଡ଼ିଶା ହାଇକୋର୍ଟ ଆଜି ମଧ୍ଯବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି। ସରକାରୀ ଜମିରେ ଏହି ପ୍ରାସାଦ ନିର୍ମାଣ କରାଯାଇଥିବା ଜଣାପଡ଼ିବା…

ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିବା ମେଜରଙ୍କ ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ଘଟଣାରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଯୁବତୀଙ୍କୁ ଗିରଫ କରାଯାଇଥିଲା । କାଲି ଶୁଣାଣି…

ଗ୍ୟାସ ସିଲିଣ୍ଡର ଫାଟି କ୍ଷୟକ୍ଷତି ହେଲେ ମିଳିବ କ୍ଷତିପୂରଣ: ଓଡ଼ିଶା ହାଇକୋର୍ଟ

ଗ୍ୟାସ ସିଲିଣ୍ଡର ଫାଟି କ୍ଷୟକ୍ଷତି ହେଲେ ମିଳିବ କ୍ଷତିପୂରଣ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯଦି କୌଣସି ଲୋକ ଗ୍ୟାସ୍ ଫାଟିବାରେ ଆହତ ହୋଇଛନ୍ତି ତାଙ୍କୁ ୨ଲକ୍ଷ ଓ ମୃତକଙ୍କୁ ମିଳିବ…