Tag: Odisha government

Fire-Safety Inspection Drive: ଓଡ଼ିଶାରେ ମାସବ୍ୟାପୀ ଅଗ୍ନିଶମ ସୁରକ୍ଷା ଯାଞ୍ଚ ଅଭିଯାନ ଆରମ୍ଭ

ରାଜ୍ୟର ପ୍ରମୁଖ ସାର୍ବଜନୀନ ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଓଡ଼ିଶା ସରକାର ମଙ୍ଗଳବାରଠାରୁ ଏକ ମାସବ୍ୟାପୀ ବିଶେଷ ଯାଞ୍ଚ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।…

Scrub Typhus Cases in Odisha: ସ୍କ୍ରବ ଟାଇଫସ ଚିହ୍ନଟ ସ୍ଥାନକୁ ଯିବେ ଡାକ୍ତରୀ ଟିମ୍: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ରାଜ୍ୟରେ ସ୍କ୍ରବ ଟାଇଫସ୍‌ ଚିହ୍ନଟକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯେଉଁ ଅଞ୍ଚଳରେ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହେଉଛନ୍ତି, ସେଠାକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପଠାଯିବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।…

Odisha DGP Appointment Case: ଓଡ଼ିଶା ଡିଜିପି ଚୟନ ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ପରବର୍ତ୍ତୀ ଶୁଣାଣି

ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚିଯାଇଛି। ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ଶୁଣାଣି ସମୟରେ ଜେଲ୍‌ DG ସୁଶାନ୍ତ ନାଥ…

Odisha Police SI Recruitment Scam: ପୁଲିସ ଏସ୍‌ଆଇ ନିଯୁକ୍ତି ସ୍କାମ୍; ରାଜ୍ୟ ସରକାର ଚାହୁଁଛନ୍ତି, କେନ୍ଦ୍ର ଚାହୁଁନି !

ଆସନ୍ତାକାଲି ସୁପ୍ରିମକୋର୍ଟରେ ନୂଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ମନୋନୟନ ସଂକ୍ରାନ୍ତ ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗର ଏକ ଚିଠି ଅନେକ ସନ୍ଦେହ ଏବଂ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ଓପିଆର୍‌ବି…

Baristha Nagarik Tirtha Yatra Yojana 2026-27: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ପାଇଁ ମାର୍ଗଦର୍ଶିକା ଜାରି

ରାଜ୍ୟର ବୟସ୍କ ବ୍ୟକ୍ତିମାନଙ୍କୁ ସରକାରୀ ସହାୟତାରେ ଦେଶର ବିଭିନ୍ନ ଧାର୍ମିକ ସ୍ଥଳୀ ପରିଦର୍ଶନ କରିବାର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ମଙ୍ଗଳବାର ଦିନ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ପାଇଁ ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଯେଉଁଥିରେ ଜୁଲାଇ…

Kendu Leaf Pluckers Bonus: କେନ୍ଦୁପତ୍ର ମୂଲ୍ୟରେ କେରି ପିଛା ୧୦ ପଇସା ଓ ଫାଳ ପିଛା ୨୦ ପଇସା ବୃଦ୍ଧି କଲେ ରାଜ୍ୟ ସରକାର

କେନ୍ଦୁପତ୍ର ତୋଳାଳି, ବନ୍ଧାଳୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ୍ ଷ୍ଟାଫଙ୍କ କଲ୍ୟାଣ ପାଇଁ ସେମାନଙ୍କ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କରିଛନ୍ତି।…

TextBook Error Controversy: ପୁସ୍ତକ ତ୍ରୁଟିକୁ ନେଇ ଉଚ୍ଚସ୍ତରୀୟ ବୈଠକ; ଏଫ୍‌ଆଇଆର୍‌ ଦାୟର ପାଇଁ ନିର୍ଦ୍ଦେଶ

ପୁସ୍ତକ ତ୍ରୁଟିକୁ ନେଇ ଉଚ୍ଚସ୍ତରୀୟ ବୈଠକ । ରାଜ୍ୟ ସରକାରୀ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ନେଇ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।ଗଣଶିକ୍ଷା ସଚିବଙ୍କ ଚ୍ୟାମ୍ବରରେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ, ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଏବଂ ଅନ୍ୟ ଅଧିକାରୀମାନେ…

Migrant Labour Tragedies: ସାବାଡ଼ ହେବେ ପ୍ରବାସୀ ଶ୍ରମିକ ଦଲାଲ; ପ୍ରତ୍ୟେକ ବ୍ଲକରେ ହେବ ଦାଦନ ସର୍ଭେ

ଓଡ଼ିଶାରେ ଦାଦନ ଶ୍ରମିକଙ୍କ ଚାଲାଣ ରୋକିବା ଏବଂ ବିନା ପଞ୍ଜୀକରଣରେ ଶ୍ରମିକ ପଠାଉଥିବା ଦଲାଲଙ୍କୁ କାବୁ କରିବାକୁ ଓଡ଼ିଶା ସରକାର କଠୋର ପଦକ୍ଷେପ ନେଇଛନ୍ତି। ସରକାରଙ୍କ ପାଖରେ ରହିବ ବାହାର ରାଜ୍ୟକୁ ଯାଇଥିବା ସମସ୍ତ ଶ୍ରମିକଙ୍କ ତଥ୍ୟ । ଦାଦନ ପ୍ରଥାକୁ…

State Film Awards: ୨୦୨୩ ଏବଂ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା 

ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବର୍ଷ ୨୦୨୩ ଏବଂ ୨୦୨୪ ପାଇଁ ଯଥାକ୍ରମେ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ…

Govt Plans Rental Housing In Cities: ଭଡ଼ାଘର ଯୋଗାଇଦେବେ ରାଜ୍ୟ ସରକାର: କୃଷ୍ଣଚନ୍ଦ୍ର ମହାପାତ୍ର

ଘର ଭଡ଼ା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସୁରକ୍ଷା ଆଣିବାକୁ ରାଜ୍ୟ ସରକାର ଆଣୁଛନ୍ତି ନୂଆ ଆଇନ। ଓଡ଼ିଶା ସରକାର ସହରାଞ୍ଚଳ, ବିଶେଷକରି ରାଜ୍ୟ ରାଜଧାନୀକୁ ସ୍ଥାନାନ୍ତରିତ ହେଉଥିବା ଲୋକଙ୍କୁ ସୁଲଭ ଭଡା ବାସସ୍ଥାନ ଯୋଗାଇବା ପାଇଁ ଏକ ନୂତନ ଭଡା ଗୃହ…