ରାଜନୀତି ରାଜ୍ୟ ଅର୍ଥନୀତି ଶ୍ୱେତପତ୍ର – ‘ଉପା ସରକାର’ ବନାମ ‘ମୋଦି ସରକାର’ February 10, 2024 Nirvay ଭୁବନେଶ୍ୱର: ଆଜି ଭାରତ ପଂଚମ ନିକୃଷ୍ଟ ଅର୍ଥନୀତିର କଳଙ୍କରୁ ମୁକ୍ତି ପାଇ ସର୍ବୋତମ ପଂଚମ ଅର୍ଥନୀତିର ମର୍ଯ୍ୟାଦାପ୍ରାପ୍ତ ହୋଇଛି । ନିଜ ବଜେଟ୍ ଅଭିଭାଷଣ ପ୍ରତିଶ୍ରୁତି ମୁତାବକ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଗତ ୮ତାରିଖ ଦିନ ଉଭୟ ଉପା ସରକାର…