Day: 3 January 2026

5-workers-killed-in-stone-quarry-blast-in-dhenkanal

Stone Quarry Blast In Dhenkanal: ଢେଙ୍କାନାଳ ଖଣି ବିସ୍ଫୋରଣରେ ୫ ମୃତ

ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଏକ ରୋଡ଼ ମେଟାଲ ମାଇନ୍ସରେ ବିସ୍ଫୋରଣ ଘଟି ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୋଟଙ୍ଗା ଥାନା ସୀମା ଅନ୍ତର୍ଗତ ନିମିଧିଆରେ ଏକ ବେଆଇନ ରୋଡ଼ ମେଟାଲ ଖଣିରେ ଏହି ଘଟଣା ଘଟିଛି । ପ୍ରାଥମିକ…

bjd slams bjp over Attack on women BDO

Woman BDO Attacked: ମହିଳା ବିଡିଓଙ୍କୁ ବିଜେପି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ: ବିଜେଡି

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବିଜେପି କର୍ମୀଙ୍କ ଦାଦାଗିରି ଏବଂ ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି । ବିଜେପି ସରକାର ରାଜ୍ୟରେ ଶାସନ ଭାର ଗ୍ରହଣ କରିବା ପରଠାରୁ ଆଇନଶୃଙ୍ଖଳା ବ୍ୟବସ୍ଥା ନିମ୍ନଗାମୀ ହେଉଛି ।…

Janaki Patnaik was the father of 2 rupees rice

Birth Centenary of Janaki Patnaik: ଜାନକୀ ପଟ୍ଟନାୟକ ଦୁଇ ଟଙ୍କିଆ ଚାଉଳର ଜନକ ଥିଲେ: କଂଗ୍ରେସ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ଓପିସିସିର ପୂର୍ବତନ ସଭାପତି ତଥା ପ୍ରତିଥଯଶା ସାହିତ୍ୟିକ ସ୍ଵର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଆଜି କଂଗ୍ରେସ ଭବନ…

Odisha CM attends birth centenary program of Janaki Ballabh Patnaik

Centenary of Janaki Ballabh Patnaik: ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ରାଜନୀତିରେ ଅନେକଙ୍କ ପାଇଁ ଜାନକୀବଲ୍ଲଭ ହେଉଛନ୍ତି ଜଣେ ପ୍ରେରଣାଦାୟୀ ଗୁରୁ। ତାଙ୍କ ଜୀବନୀରୁ ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ଶିକ୍ଷା ହେଉଛି, କୌଣସି ସମସ୍ୟାରେ ବିଚଳିତ ନହୋଇ ନିଜ କର୍ମମୟ ଜୀବନରେ ଆଗକୁ ବଢି ଚାଲିବା। ନିରନ୍ତର କର୍ମ ଓ ଧୈର୍ଯ୍ୟ…

7 Places In Odisha Among 10 Most Polluted cities in india Today

Air Quality Index: ଦେଶର ୧୦ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭, ତାଳଚେର ଏକ ନମ୍ବର

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଓଡ଼ିଶାବାସୀଙ୍କୁ ଆଜି ଚମକାଇ ଦେଇଛି । ଶୁକ୍ରବାର ଦିନ ପ୍ରକାଶିତ ଏହି ରିପୋର୍ଟରେ ଦେଶରେ ସର୍ବାଧିକ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ଟି ସହର ସ୍ଥାନ ପାଇଛି । ତେବେ ପ୍ରଦୂଷଣରେ ସବୁଠାରୁ ଆଗରେ…

Push Puni festival is being celebrated in a unique way

Pushpuni Festival: ଉତ୍ସାହର ସହିତ ପାଳନ ହେଉଛି ପୁଷ ପୁନି ପରବ

ଛେର୍ ଛେରା…କୃଷି ପରମ୍ପରାର ଆଉ ଏକ ଅନନ୍ୟ ପର୍ବ ହେଉଛି ପୁଷ୍ ପୁନି । ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲ୍ଲା ଏବଂ ଉତ୍ତର ଓଡ଼ିଶାର ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରିବା ଉଦ୍ଦ୍ୟେଶରେ ପୌଷ ପୂର୍ଣ୍ଣିମା ବା ପୁଷ…

odisha cm-directs-opsc-to-fill-up-151-posts-in-state-civil-service-exam

OPSC OCS Notification: ୧୫୧ଟି ଅଧିକ ପଦବୀ ପୂରଣ ପାଇଁ ଓପିଏସସିକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନିକଟରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା । ହେଲେ ଏଥିରେ ଓଏଏସ୍, ଓଆର୍‌ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଖବର…

14 Maoists killed in Chhattisgarh encounter

Chhattisgarh Maoist Encounter: ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର: ୧୪ ମାଓବାଦୀ ନିହତ

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ରାଜ୍ୟର ସୁକମା ଏବଂ ବିଜାପୁର ଜିଲ୍ଲାରେ ହୋଇଥିବା ଦୁଇଟି ପୃଥକ ଏନକାଉଣ୍ଟରରେ ମୋଟ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଏକେ-୪୭ ଏବଂ ଇନସାସ୍ ରାଇଫଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର…

Woman BDO ‘attacked’ inside office

BDO Attacked: କାର୍ଯ୍ୟାଳୟ ଭିତରେ ମହିଳା ବିଡିଓଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଏକ ଅଭାବାନୀୟ ଘଟଣା ଘଟିଛି । ମହିଳା ବିଡିଓଙ୍କ ଅଫିସରେ ପଶି ସଂଘବଦ୍ଧ ଆକ୍ରମଣ ଉଦ୍ୟମ କରିଥିବା ସୂଚନା ମିଳିଛି । ଠିକା କାମକୁ ନେଇ ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଦୁର୍ବୃତ୍ତ ମାନେ ଦୁର୍ବ୍ୟବହାର ସହ…

Green Sticker not mandatory for vehicles

Green Sticker For Vehicles: ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତା ନୁହେଁ

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର । ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତା ନୁହେଁ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବନି…