Day: 10 January 2026

Somnath Swabhiman Parv, Symbol of India's Civilisational Courage

Somnath Swabhiman Parv: ଭାରତୀୟ ସଭ୍ୟତାର ଅଦମ୍ୟ ସାହସକୁ ପ୍ରଦର୍ଶନ କରୁଛି ‘ସୋମନାଥ ସ୍ୱାଭିମାନ ପର୍ବ’: ମନମୋହନ ସାମଲ

ଭାରତର ଆସ୍ଥା, ବିଶ୍ୱାସ ଓ ସଭ୍ୟତାର ପ୍ରତୀକ ହେଉଛି ଗୁଜୁରାଟର ସୋମନାଥ ମନ୍ଦିର । ଏହି ପର୍ବ ଭାରତୀୟ ସଭ୍ୟତାର ଅଦମ୍ୟ ସାହସ ଓ ନିରନ୍ତରତାକୁ ପ୍ରଦର୍ଶନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋମନାଥ ପୀଠରୁ ଏହି ପର୍ବର…

odisha-cm-inaugurates-and-lays-foundation-for-rs-948-crore-development-projects-in-sambalpur

Mohan Majhi In Sambalpur: ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତରେ ଯାଇ ସେଠାରେ ଜିଲ୍ଲା ପାଇଁ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସୂଚନାଯୋଗ୍ୟ ଯେ ସେଥିରୁ…

Odisha Youth Congress Activists Stages PUCC Protest

Youth Congress Stages PUCC Protest: ପରିବହନ ମନ୍ତ୍ରୀଙ୍କ ବାସଭବନକୁ ସାଇକେଲ ଯାତ୍ରାରେ ପ୍ରତିବାଦ କଲା ରାଜ୍ୟ ଯୁବ କଂଗ୍ରେସ

ଗାଡ଼ି ଚାଳକଙ୍କ ଉପରେ ମନଇଛା ଫାଇନ ଏବଂ ତ୍ରୁଟିପୂର୍ଣ୍ଣ ପ୍ରଦ୍ୟୁଷଣ ପ୍ରମାଣପତ୍ର ନିତି ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା…

Rourkela plane crash: Family member of deceased will get job

Plane Force Landing In Rourkela: ରାଉରକେଲାରେ ବିମାନ କ୍ରାସ୍‌ ଲ୍ୟାଣ୍ଡିଂ ନୁହେଁ କରିଥିଲା ଫୋର୍ସ ଲ୍ୟାଣ୍ଡିଂ

ରାଉରକେଲାରେ ଏକ ଛୋଟ ଯାତ୍ରୀବାହୀ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ ଏହା କ୍ରାସ୍‌ ଲ୍ୟାଣ୍ଡିଂ ନୁହେଁ, ଫୋର୍ସ ଲ୍ୟାଣ୍ଡିଂ ଥିଲା । ବିମାନଟି ଭୁବନେଶ୍ୱରରୁ ରାଉରକେଲା ଆସୁଥିଲା ଏବଂ ପ୍ରାୟ ୫୦…

Odisha CM Launches 25 e-Buses In Sambalpur,

E-Buses In Sambalpur: ସମ୍ବଲପୁରରେ ୨୫ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁରବାସୀଙ୍କ ଗମନା ଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୫ଟି ନୂଆ ଇ-ବସ୍‌ର ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା…

Rourkela Plane Crash-AAIB Report Cites Fuel Leak, Engine Failure

Small Aircraft Crash In Rourkela: ରାଉଲକେଲାରେ ବିମାନ ଦୁର୍ଘଟଣା; ୬ ଆହତ

ଇଣ୍ଡିଆୱାନ୍ ଏୟାର ଦ୍ୱାରା ପରିଚାଳିତ ଏକ ଛୋଟ ଚାର୍ଟର୍ଡ ବିମାନ ଆଜି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ ରାଉରକେଲା ରଘୁନାଥପାଲିରେ ଜରୁରୀକାଳୀନ ଅବତରଣ କରିଥିଲା । ତେବେ ଅବତରଣ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଦୁଇ ପୁରୁଷ, ଦୁଇ…

CPET Exam 2026 to Begin from May 5

Teachers To Visit Absentee Student’s Home: ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଆସିଲେ, ଘରକୁ ଯିବେ ଶିକ୍ଷକ

ଡ୍ରପଆଉଟ୍ ଦୂର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଆସିଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ । ସପ୍ତାହେ ପିଲା ସ୍କୁଲରେ ଅନୁପସ୍ଥିତ ରହିଲେ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ…

Odisha Cabinet approves expansion of World Skill Center; 3 new campuses in 3 cities soon

Odisha Cabinet Decision: ୩ ସହରରେ ହେବ ବିଶ୍ୱ ଦକ୍ଷତା କ୍ୟାମ୍ପସ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।…

New Regional Party In Odisha: ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ହେବ ଗଠନ: ମୋକିମ୍

ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ସୂଚନା ଦେଇଛନ୍ତି ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ୍‌ । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ ବୋଲି କହିଛନ୍ତି ମୋକିମ୍ । ସେ କହିଛନ୍ତି ନୂଆ ଦଳ ନେଇ…

Ama Bus Fire In Bhubaneswar: ରାସ୍ତା ମଝିରେ ଜଳିଗଲା ଆମ ବସ୍

ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ୍‌। ଆଜି ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କଳିଙ୍ଗ ଷ୍ଟୁଡିଓ ଛକରେ ହଠାତ୍‌ ବସରୁ ଧୂଆଁ ବାହାରିବାରୁ ଲାଗିଲା। ଏହାଦେଖି ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ…