Day: 2 January 2026

Odisha Civil Services Exam-2025: ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତିରେ ନାହିଁ ଓଏଏସ୍, ଓଏଫ୍‌ଏସ୍‌‌, ଓଆର୍‌ଏସ୍ ପାଇଁ ପଦ

ଓପିଏସ୍‌ସି ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୭ଟି ସେବାର ୩୧୪ଟି ପଦବୀ ପୂରଣ ପାଇଁ ପରୀକ୍ଷା କରିବାକୁ ନିଷ୍ପତ୍ତି। ଆଶ୍ଚର୍ଯ୍ୟର ବିଷୟ ଏଥର ଗୋଟିଏ ବି ଓଏଏସ୍, ଓଏଫ୍‌ଏସ୍‌‌, ଓଆର୍‌ଏସ୍ ପାଇଁ ପଦ ନାହିଁ।…

Centre issues notice to X over obscene content

Centre Cracks Down On X: ଅଶ୍ଲୀଳ କଣ୍ଟେଣ୍ଟ ପାଇଁ ‘X’ କୁ କେନ୍ଦ୍ର ସରକାରଙ୍କ ନୋଟିସ୍

ଅଶ୍ଲୀଳ କଣ୍ଟେଣ୍ଟକୁ ନେଇ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ନୋଟିସ୍ ଜାରି କରିଛନ୍ତି । Grok AI ରୁ ଅଶ୍ଳୀଳ କଣ୍ଟେଣ୍ଟ ହଟାଇବାକୁ ସରକାର ଏକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । IT ଆକ୍ଟ ୨୦୦୦ ଓ ୨୦୨୧ ଉଲ୍ଲଂଘନ…

Congress Pays Tribute to Tribal Protesters of Kalinganagar Firing

Kalinganagar Firing: କଳିଙ୍ଗନଗର ଦିବଂଗତ ସଂଗ୍ରାମୀ ଆଦିବାସୀଙ୍କୁ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

କଳିଙ୍ଗ ନଗର ଲୋମହର୍ଷଣକାରୀ ଆଦିବାସୀ ଗଣହତ୍ୟାର ଆଜି ୨୦ବର୍ଷ ପୂର୍ତ୍ତି । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କଳିଙ୍ଗନଗର ଆଦିବାସୀ ଗଣହତ୍ୟାରେ ଶହୀଦ ହୋଇଥିବା ୧୨ ଜଣ ସଂଗ୍ରାମୀ ଆଦିବାସୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Odisha CM reviews Odisha Vigilance Department

Odisha Vigilance: ଭିଜିଲାନ୍‌ସ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି । ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଭିଜିଲାନ୍‌ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋର୍ ମାନଙ୍କୁ ଧରିବାରେ…

Share Trading Scam: ସେୟାର୍ ଟେଡ୍ରିଂ ନାଁରେ ୪୦ କୋଟି ଠକେଇ ଅଭିଯୋଗ; ଜଣେ ଗିରଫ

ସେୟାର୍ ଟେଡ୍ରିଂ ନାଁରେ ୪୦ କୋଟି ଠକେଇ ଅଭିଯୋଗରେ ଜଣେ ଗିରଫ । ପଶ୍ଚିମବଙ୍ଗ ବାଙ୍କୁଡାର ଅମିତ୍ ମଣ୍ଡଳ ନାମକ ବ୍ୟକ୍ତିଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ । ପଶ୍ଚିମବଙ୍ଗରୁ ଗିରଫ ପରେ ଟ୍ରାଂଜିଟ୍ ରିମାଣ୍ଡରେ ଅଣାଗଲା ଓଡ଼ିଶା । ତାକୁ ଟ୍ରାଞ୍ଜିଟ୍…

Vigilance Arrest Lanjigarh Range Forester: ୫୫ ଲକ୍ଷ ଠକେଇ ଆତ୍ମସାତ ଅଭିଯୋଗ: ଫରେଷ୍ଟର ଗିରଫ

ଭିଜିଲାନ୍ସ ଜାଲରେ ଲାଞ୍ଜିଗଡ଼ ରେଞ୍ଜ ଫରେଷ୍ଟର । ୨୦୨୪-୨୫ରେ ୫୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଲାଞ୍ଜିଗଡ଼ ଫରେଷ୍ଟରଙ୍କୁ ଗିରଫ କଲା ଭିଜିଲାନ୍ସ । ବୃକ୍ଷରୋପଣ ନାଁରେ ନକଲି ମଷ୍ଟର ରୋଲର ଓ ଜବ୍ କାର୍ଡ ଦେଖାଇ ଅର୍ଥ ଆତ୍ମସାତ ଅଭିଯୋଗରେ…

Puri Accident: ପୁରୀ ବଳଗଣ୍ଡି ଛକରେ ଗାଡି ଧକ୍କାରେ ନାବାଳକର ମୃତ୍ୟୁ ଘଟଣା; ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଜାରି ରହିଛି। ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୪…

Khandagiri Mela 2026: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା; ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି

ଖଣ୍ଡଗିରିରେ ମାଘ ମେଳା ଆୟୋଜନ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାଧୁସନ୍ଥଙ୍କ ରହଣିଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ଗୁରୁତ୍ୱ ପୂର୍ଣ୍ଣ…

Green Sticker not mandatory for vehicles

Green PUCC Stickers: ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିଲେ ପାଇବେ ଗ୍ରୀନ୍ ଷ୍ଟିକର୍।୧୦ ତାରିଖ ପୂର୍ବରୁ କରିଥିଲେ RTOରୁ ଆଣିପାରିବେ । ୧୦ତାରିଖ ପରେ କଲେ PUCC ଟେଷ୍ଟିଂ ସେଣ୍ଟରରେ ମିଳିବ । ଏ ନେଇ…

Reels in Lok Seva Bhawan: ଲୋକସେବା ଭବନରେ ରିଲ୍ସ; ଗାଇଡ୍‌ଲାଇନ ଆଣିବ ଗୃହ ବିଭାଗ

ରାଜ୍ୟର ପ୍ରମୁଖ ପ୍ରଶାସନିକ ମୁଖ୍ୟାଳୟ ଲୋକ ସେବା ଭବନ ଭିତରେ ମାଳ ମାଳ ସୋସିଆଲ ମିଡିଆ ରିଲ୍ ସୁଟିଂ ହେଉଥିବା ରିପୋର୍ଟ ଉପରେ ଓଡ଼ିଶା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ…