ତାଜା ଖବର ରାଜ୍ୟ Polavaram Project: ପୋଲାଭରମ ପ୍ରକଳ୍ପରେ ଓଡ଼ିଶାର କ୍ଷତିଗ୍ରସ୍ତଙ୍କୁ ନେଇ କେନ୍ଦ୍ର ନୀରବ; ଅନ୍ଧାରରେ ହଜାର ହଜାର ଆଦିବାସୀଙ୍କ ଭାଗ୍ୟ August 12, 2026 Papirani ଆନ୍ଧ୍ରପ୍ରଦେଶର ବହୁ ପ୍ରତିକ୍ଷିତ ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଏହାକୁ ନେଇ ପୁଣି ଥରେ ଓଡ଼ିଶା ପ୍ରତି ଅବହେଳାର ଚିତ୍ର ସାମ୍ନାକୁ ଆସିଛି।ଆନ୍ଧ୍ରପ୍ରଦେଶର ପୋଲାଭରମ ବହୁମୁଖୀ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଏକ ବୃହତ…
ତାଜା ଖବର ରାଜ୍ୟ Major Drug Bust in Malkangiri: ମାଲକାନଗିରିରୁ ୧୦ କୋଟିର ଗଞ୍ଜେଇ ଜବତ, ଖସିଗଲେ ଚାଲାଣକାରୀ July 11, 2026 Nirvay ମାଲକାନଗିରି ଜିଲ୍ଲାରେ ପୁଣି ଏକ ବଡ଼ ଗଞ୍ଜେଇ ଚାଲାଣ ଧରାପଡ଼ିଛି । କାଲିମେଳା ପୋଲିସ ଚଢ଼ଉ କରି ପ୍ରାୟ ୧ ଟନ୍ ୧୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା…
ତାଜା ଖବର ରାଜ୍ୟ Maoist Weapons Cache Seized in malkangiri: ମାଲକାନଗିରିର ଜଙ୍ଗଲରୁ ଜବତ ହେଲା ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର June 28, 2026 Papirani ମାଲକାନଗିରିରେ ପୋଲିସକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ଗୁଣ୍ଠାବେଡ଼ା ଜଙ୍ଗଲରେ ମାଓବାଦୀ ଲୁଚାଇ ରଖାଯାଇଥିବା ବଡ଼ ଧରଣର ମାଓ ଡମ୍ପକୁ ସୁରକ୍ଷାବଳ ଖୋଜି ବାହାର କରିଛନ୍ତି। ସର୍ଚ୍ଚ ଅପରେସନ ବେଳେ ଅତ୍ୟାଧୁନିକ SLR, ଏକାଧିକ ବନ୍ଧୁକ,…
ତାଜା ଖବର ରାଜ୍ୟ Maoist Explosives Recovered in Malkangiri: ମାଲକାନଗିରିରେ ମାଟି ତଳୁ ମିଳିଲା ମାଓ ବିସ୍ଫୋରକ ଜବତ June 9, 2026 Papirani ମାଲକାନଗିରିରେ ମାଟି ତଳୁ ଜବତ ହେଲା ମାଓ ବିସ୍ଫୋରକ । ମାଥିଲି ଥାନା କେରିମେଟି ଜଙ୍ଗଲରୁ ମିଳିଲା ୩ ବନ୍ଧୁକ, ଗ୍ରାନାଇଟ୍, ଲ୍ୟାଣ୍ଡମାଇନ ସହ ୩୨ ପ୍ରକାର ମାଓ ସାମଗ୍ରୀ ।ବିଏସଏଫ ଓ ଡିଭିଏଫ୍ ଯବାନଙ୍କ ମିଳିତ ଅପରେସନ ବେଳେ ଏହି…
ତାଜା ଖବର ରାଜ୍ୟ Minors Rescued in Malkangiri: ସମର କୋର୍ସ ଓ ସୁଟିଂ ନାଁରେ ଶିଶୁ ଚାଲାଣ, ଉଦ୍ଧାର ହେଲେ ୧୫ ଶିଶୁ April 27, 2026 Papirani ମାଲକାନଗିରି ଥାନା ନିକଟରୁ ବସ୍ରୁ ୧୫ ଶିଶୁ ଉଦ୍ଧାର । ବିଜୟୱାଡ଼ା ଯିବା ବେଳେ ଚାଇଲ୍ଡ ଲାଇନ୍ ଦ୍ୱାରା ଉଦ୍ଧାର । ସମର କୋର୍ସ ଓ ସୁଟିଂ ନାଁରେ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଉଦ୍ଧାର ପରେ ସମସ୍ତଙ୍କୁ ଶିଶୁ…
ତାଜା ଖବର ରାଜ୍ୟ Bhubaneswar-Malkangiri Bus Fire: ଚିତ୍ରକୋଣ୍ଡା ବିଧାୟକ ଯାଉଥିବା ବସ୍ ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ March 21, 2026 Nirvay ନୀଳକଣ୍ଟେଶ୍ୱର ନାମକ ଘରୋଇ ଯାତ୍ରୀବାହୀ ବସ୍ ରେ ଅଗ୍ନିକାଣ୍ଡ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ବସଟି ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସମୟରେ ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ ନିକଟରେ ପ୍ରାୟ ରାତି ୩ଟା ସମୟରେ ହଠାତ୍ ବସ୍ଟିରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ…
ଦେଶ ରାଜ୍ୟ Maoist-Free India: ଆତ୍ମସମର୍ପଣ କରିବାକୁ ମନାକଲେ ମାଓ ନେତ୍ରୀ March 14, 2026 Nirvay ମାଲକାନଗିରିରେ ମାଓ ନେତ୍ରୀ ରାଣୀତା ପ୍ରେସ୍ ବିବୃତ୍ତି ଦେଇ ଆତ୍ମସମର୍ପଣ ନ କରି ଲଢ଼େଇ ଜାରି ରଖିବାକୁ ମାଓବାଦୀଙ୍କୁ କହିଛନ୍ତି । ସାଥୀ କମ୍ରେଡମାନଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବୁ ନାହିଁ ବୋଲି ମାଡ ଡିଭିଜନର ସଚିବ ରାଣୀତା କହିଛନ୍ତି ।…
ରାଜ୍ୟ Fuel Shortage Rumour in Malkangiri: ମାଲକାନଗିରିରେ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ March 7, 2026 Nirvay ମାଲକାନଗିରିରେ ପେଟ୍ରୋଲ-ଡିଜେଲ ସରିଯିବ ବୋଲି ଗୁଜବ ପରେ ପେଟ୍ରୋଲ ପମ୍ପରେ ଭିଡ ଲାଗିଛି । ଗତକାଲି ରାତି ଓ ଆଜି ସକାଳେ ମାଲକାନଗିରି ରବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ପ୍ରବଳ ଭିଡ ସହିତ ଲମ୍ବା ଲାଇନ୍ ଲାଗିଛି । ଇରାନ, ଇସ୍ରାଏଲ…
ତାଜା ଖବର ରାଜ୍ୟ Malyabanta Mahotsav-2026: ଫେବ୍ରୁଆରୀ ୧ ରୁ ଆରମ୍ଭ ହେବ ମାଲକାନଗିରି ଜିଲ୍ଲା ମହୋତ୍ସବ ‘ମାଲ୍ୟବନ୍ତ’ January 7, 2026 Nirvay ସଜେଇ ହେଉଛି ମାଲକାନଗିରି ଜିଲ୍ଲା । ଫେବ୍ରୁଆରୀ ୧ ତାରିଖରୁ ଆରମ୍ଭ ହବ ମାଲକାନଗିରି ଜିଲ୍ଲା ମହୋତ୍ସବ ‘ମାଲ୍ୟବନ୍ତ’ । ପାରମ୍ପରିକ ଆଦିବାସୀ ନାଚ ଗୀତରେ ଦୁଲକିବ ଉପାନ୍ତ ଅଞ୍ଚଳ । ଏଥିପାଇଁ ରଙ୍ଗବେରଙ୍ଗରେ ସଜେଇ ହୋଇଛି ମାଲକାନଗିରି । ମାଲକାନଗିରିର…
ତାଜା ଖବର ରାଜ୍ୟ Internet Services back in Malkangiri: ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା December 15, 2025 Papirani ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା । ହିଂସାର ୮ ଦିନ ପରେ ଇଣ୍ଟରନେଟ୍ ସେବା ସ୍ବାଭାବିକ ହୋଇଛି । ଗତ ସୋମବାର ସଂଧ୍ୟା ୬ଟାରୁ କଟକଣା ଲାଗୁ ହୋଇଥିଲା ।ପର୍ଯ୍ୟାୟ କ୍ରମେ କଟକଣା ୬ ଥର ବୃଦ୍ଧି ହୋଇଥିଲା ।…