ତାଜା ଖବର ଦେଶ ରାଜ୍ୟ Low Pressure Area Forms Over BoB: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ବାତ୍ୟା ନେଇ ସମ୍ଭାବ୍ୟ ଆଶଙ୍କା କଲା ପାଣିପାଗ ବିଭାଗ November 13, 2026 Papirani ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବାବେଳେ ଆସନ୍ତାକାଲି ସୁଦ୍ଧା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ସିଷ୍ଟମ୍ ଆହୁରି ଘନୀଭୂତ ହୋଇ ନଭେମ୍ବର ୧୫…
ତାଜା ଖବର ରାଜ୍ୟ Depression Likely Over Bay Of Bengal: ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଓଡ଼ିଶା ପ୍ରତି ନାହିଁ ବଡ଼ ବିପଦ November 12, 2026 Papirani ଗତ ବୁଧବାର ଅର୍ଥାତ୍ ନଭେମ୍ବର ୧୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟଟି ଉତ୍ତର-ପଶ୍ଚିମ ଦିଗରେ…
ତାଜା ଖବର ପ୍ରିମିୟମ ଖବର Another Low Pressure System Looming: ବାତ୍ୟା ପଛକୁ ପୁଣି ଲଘୁଚାପ; ଆଣ୍ଡମାନ ସାଗରରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ October 28, 2026 Papirani ଦକ୍ଷିଣ ଆଣ୍ଡମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଗତକାଲି ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଏକ ଲଘୁଚାପର ରୂପ…
ତାଜା ଖବର ରାଜ୍ୟ Low Pressure to Turn Into Cyclone: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁସ୍ପଷ୍ଟ ଲଘୁଚାପ; ୨୬ରେ ବାତ୍ୟା ରୂପ ନେବା ସମ୍ଭାବନା October 24, 2026 Papirani ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ସୃଷ୍ଟି ହୋଇଛି ସୁସ୍ପଷ୍ଟ ଲଘୁଚାପ। ଏହା ଆଗାମୀ ସମୟରେ ଅଧିକ ଶକ୍ତିଶାଳୀ ହୋଇ ଅବପାତର ରୂପ ନେବ। ଆସନ୍ତାକାଲି ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବା ସହ ୨୬ ତାରିଖ ବେଳକୁ ଏକ ସାମୁଦ୍ରିକ…
ତାଜା ଖବର ରାଜ୍ୟ Low Pressure Rain Alert: ୧୩ରେ ବଙ୍ଗୋପସାଗରରେ ଲଘୁଚାପ October 11, 2026 Papirani ପୁଣିଥରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର…
ତାଜା ଖବର ରାଜ୍ୟ Heavy Rain Alert in Odisha: ବଙ୍ଗୋପସାଗରରେ ଗଭୀର ଅବପାତ: ଓଡ଼ିଶାର ୧୧ ଜିଲ୍ଲାକୁ ହାଇଆଲର୍ଟ September 21, 2026 Papirani ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ସିଧାସଳଖ ବାତ୍ୟାର ରୂପ ନେବ ନାହିଁ, ବରଂ ଏହା ଗଭୀର ଅବପାତରେ ପରିଣତ ହେବାକୁ ଯାଉଛି ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲା ବିଶେଷ…
ତାଜା ଖବର ରାଜ୍ୟ IMD Issues Low Pressure Warning for Odisha: ସେପ୍ଟେମ୍ବର ୧୯ରେ ଲଘୁଚାପ ସୃଷ୍ଟି ସମ୍ଭାବନା; ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି September 16, 2026 Papirani ଉତ୍ତର ଆଣ୍ଡାମାନ ସାଗରରେ ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ବାୟୁମଣ୍ଡଳୀୟ ସୃଷ୍ଟି ଆଗାମୀ ଦିନରେ ଅଧିକ ଘନୀଭୂତ ହୋଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ…
ତାଜା ଖବର ରାଜ୍ୟ Low-Pressure Area Forms Over BoB; Heavy Rain Alert Issued Across Odisha August 29, 2026 Nirvay A low-pressure area has formed over the coastal region adjoining the Bay of Bengal on Saturday. The system is likely to move west-northwestwards during the next 48 hours and pass…