Tag: loksabha election

Lok Sabha Elections 2024: ଖାରଜ ହେଲା ସମ୍ବଲପୁର ଲୋକସଭା ନିର୍ବାଚନୀ ମାମଲା

ଖାରଜ ହେଲା ସମ୍ବଲପୁର ଲୋକସଭା ନିର୍ବାଚନୀ ମାମଲା । ନିର୍ବାଚନୀ ମାମଲାକୁ ଖାରଜ କଲେ ହାଇକୋର୍ଟ।ଆବେଦନକାରୀ ସ୍ବାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ମାମଲା ଖାରଜ ହୋଇଛି । ଲୋକସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ହୋଇଥିଲା ଆବେଦନ । ସାଂସଦ…

ଅରୁଣାଚଳରେ ବିଜେପିର ବଡ ବିଜୟ

ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଆସୁଥିବା ଧାରା ଅନୁଯାୟୀ ଉଭୟ ରାଜ୍ୟରେ ଶାସକ ଦଳ ସଂଖ୍ୟ‌ାଗରିଷ୍ଠତା ହାସଲ କରୁଛନ୍ତି। ଅରୁଣାଚଳ ପ୍ରଦେଶରେ ବିଜେପି ଏବଂ ଏନଡିଏ ୬୦ଟି ସିଟ୍ ମଧ୍ୟରୁ ୪୪ଟିରେ…

ରାଜ୍ୟ କାର୍ଯ୍ୟାଳୟରେ ଜେପି ନଡ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ଶୀର୍ଷ ନେତୃତ୍ବଙ୍କୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ବୈଠକ କରିଛନ୍ତି। ମିଟିଂରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ…

ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୮.୯୫% ମତ ସାବ୍ୟସ୍ତ ହୋଇଛି

ଆଜି ରାଜ୍ୟରେ ଦିନ ୩ ଟା ସୁଦ୍ଧା ମୋଟ ୪୮.୯୫% ମତଦାନ ହୋଇଥିବା ବେଳେ ଆଗରେ ଅଛି ବରଗଡ଼। ବରଗଡ଼ ସଂସଦୀୟ କ୍ଷେତ୍ରରେ ୫୩.୮୮% ମତଦାନ ହୋଇଥିବା ବେଳେ ଆସ୍କାରେ ୪୬.୨୩%, କନ୍ଧମାଳ୪୮.୯୩%, ବଲାଙ୍ଗୀରରେ ୪୬.୯୬% ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ…

ଦିନ ୯ଟା ସୁଦ୍ଧା ରାଜ୍ୟରେ ୬.୯୯ % ମତଦାନ

ଆଜି ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଓଡିଶାର ୫ ସଂସଦୀୟ କ୍ଷେତ୍ର ସହ ଆଜି ୩୫ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ଆଜି ସକାଳ ୯ ଟା ସୁଦ୍ଧା ଲୋକସଭା ପାଇଁ ୬.୮% ମତଦାନ ହୋଇଥିବା ବେଳେ…

ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା

ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ରାଜଧାନୀ ଦିଲ୍ଲୀରେ ହେବ ମତଦାନ। ନିର୍ବାଚନ ଆୟୋଗଙ୍କ ତରଫରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ଘରେ ବସି ଭୋଟ ଦେବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୭୫.୬୮% ମତଦାନ ହୋଇଛି

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୭୫.୬୮% ମତଦାନ ହୋଇଛି।ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮% ମତଦାନ ହୋଇଥିବା ବେଳେ ସବୁଠୁ ଅଧିକ ନବରଙ୍ଗପୁରରେ ହୋଇଛି।ସେହିପରି ସବୁଠୁ କମ୍ ବ୍ରହ୍ମପୁରରେ ମତଦାନ ହୋଇଛି।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ସ୍ବାଭିମାନ ଅଞ୍ଚଳର…

ବିଜେଡିକୁ ହରେଇବା ପାଇଁ ଖଣ୍ଡପଡ଼ାରେ ଅନୁଭବଙ୍କ ମହାମେଣ୍ଟ

ଖଣ୍ଡପଡ଼ା ରାଜନୀତିରେ ନୂଆ ସମୀକରଣ। ବିଜେଡି ବିରୋଧରେ ମେଳି ବାନ୍ଧୁଛନ୍ତି ବିଦ୍ରୋହୀ। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭେଟିଲେ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡା। ବିଜେଡି ଟିକେଟ୍ ଆଶାୟୀ ଥିଲେ ଉଭୟ ଅନୁଭବ ଓ ଗୟାଧର। ତେବେ ଦଳ ସାବିତ୍ରୀ ପ୍ରଧାନଙ୍କ ନାମ…

ଏଥର ଓଡ଼ିଶା ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’ ହେବ ମୁଖ୍ୟ ପ୍ରସଙ୍ଗ 

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଓଡ଼ିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାୟ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଷ୍ଟାର ପ୍ରଚାରକ ଲିଷ୍ଟ ଘୋଷଣା କରି ସାରିଛନ୍ତି।…

ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଡିଜିପିଙ୍କ ସମୀକ୍ଷା

ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ ପାଇଁ ଡିଜିପି ବ୍ରହ୍ମପୁର ପରିଦର୍ଶନ କରି ହିଂସା ମୁକ୍ତ ଏବଂ ନିରାପଦ ଆଚରଣ ପାଇଁ ସାଉଥ୍ ରେଞ୍ଜରେ ଆଇନ ଏବଂ ଅର୍ଡର ପରିସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ କିପରି ଭାବରେ ସୁରୁଖୁୁର ରେ ଶୃଙ୍ଖଳା…