Tag: loksabha election

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତାରିଖ ଘୋଷଣା ହେବା ପରେ ଆଜି ନାମାଙ୍କନ ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ରେ ହେବାକୁ…

ଅରୁଣାଚଳ ପ୍ରଦେଶ ଓ ସିକିମ ନିର୍ବାଚନ ଗଣତି ତାରିଖ ପରିବର୍ତ୍ତନ

୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଭାରତର ନିର୍ବାଚନ କମିସନ ଘୋଷଣା କାଲି କରିଥିଲେ। ରାଜ୍ୟର ଭୋଟ୍‌ ଗଣତି ତାରିଖରେ ପରିବର୍ତ୍ତନ କଲେ ECI। ସୂଚନା ଅନୁଯାୟୀ ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭାର ଭୋଟ୍‌ ଗଣତି ତାରିଖ ବଦଳିଛି।ଜୁନ୍…

ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ

ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ । ୧୩ ମଇରୁ ଓଡ଼ିଶାରେ ଭୋଟ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ।ଜୁନ୍‌ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି…

ଜାଣନ୍ତୁ ବିଜେପିର ପ୍ରଥମ ଲୋକସଭା ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କିଏ

ଭୁବନେଶ୍ଵର: ଏହି ସପ୍ତାହରେ ଆଗୁଆ ୧୦୦ ଲୋକସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏହି ତାଲିକାରେ ଓଡ଼ିଶାର ୫ଟି ପ୍ରମୁଖ ବା ଚର୍ଚ୍ଚିତ ଲୋକସଭା ନିର୍ବାଚନ ମଣ୍ଡଳୀ କଟକ, ଭୁବନେଶ୍ୱର, ସମ୍ବଲପୁର, ପୁରୀ ଓ ସୁନ୍ଦରଗଡ଼ରୁ ବିଜେପିର ପ୍ରାର୍ଥୀ ଘୋଷଣା…

ଓଡ଼ିଶାରେ ବିଜେପି ଏକା ଲଢ଼ିବ; ୮୦ ସିଟ୍ ଜିତିବ: ତୋମର

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଆଜି ଏମିତି କିଛି କହି ଚର୍ଚ୍ଚାରେ ଆସିଛନ୍ତି ଏହି ନେତା। ବିଜେପିର ଓଡ଼ିଶା ସହ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର କହିଛନ୍ତି ଯେ ମାହୋଲ ବିଜେପି ସପକ୍ଷରେ ଅଛି, ଆମେ ଏକାକୀ ଲଢ଼ିବୁ ଏବଂ ଓଡ଼ିଶାରେ…

ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଆଗକୁ ସଧାରଣ ନିର୍ବାଚନ ଥିବାରୁ ଦିନକୁ ଦିନ ରାଜନୈତିକ ଉଷ୍ମତା ବଢିଚାଲିଛି । ତେବେ ସମସ୍ତଙ୍କ ନଜର ଏବେ ନିର୍ବାଚନ କମିସନଙ୍କ ଉପରେ ରହିଛି, ଯେ କେବେ ନିର୍ବାଚନ ତାରିଖ ଘୋଷଣ ହେବ ? ନ୍ୟୁଜ-୧୮ର ଏକ ରିପୋର୍ଟ ଅନୁସାରେ…

ମାର୍ଚ୍ଚ ୯ ପରେ ହୋଇପାରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା !

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ପାଇଁ କାଉନ ଡାଉନ ଆରମ୍ଭ । ଯେ କୌଣସି ମୁହୂର୍ତ୍ତରେ ବାଜିପାରେ ନିର୍ବାଚନୀ ବିଗୁଲ । ସୂଚନା ଅନୁଯାୟୀ ବିଧାନସଭା ନିର୍ବାଚନ ପାଇଁ ବି ହେବ ତାରିଖ ଘୋଷଣା। ନିର୍ବାଚନ କମିଶନଙ୍କ ପକ୍ଷରୁ ହୋଇପାରେ ତାରିଖ…

ଦେଶରେ ମୋଦି ଲହର, ଓଡ଼ିଶାରେ ବଢ଼ିବ ବିଜେପି: ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ସର୍ଭେ

ନୂଆଦିଲ୍ଲୀ: ବିଜେପିର ଲହର ସାରା ଦେଶରେ ରହିଛି। ମୋଦୀ ମୋଦୀ ନାରା ଚାରିଆଡେ ଶୁଣିବାକୁ ମିଳିଛି। ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ଅନୁସାରେ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବଢ଼ିପାରେ ବିଜେପିର ଦବଦବା । ରାଜ୍ୟରେ ୨୧ଟି ଲୋକସଭା ସିଟରୁ ୧୦ଟି…

ଲୋକସଭା ନିର୍ବାଚନ ତାରିଖକୁ ନେଇ ଚର୍ଚ୍ଚାରେ ଏହି ଭାଇରାଲ ଲେଟର

ଭୁବନେଶ୍ୱର: ଭାଇରାଲ୍ ହେବାରେ ଲାଗିଛି ଲୋକସଭା ନିର୍ବାଚନ ତାରିଖ।କିଛି ଦିନ ହେବ ଭାଇରାଲ ଲେଟରରେ ଆକଳନ କରାଯାଇଥିଲା ଯେ ଏପ୍ରିଲ ୧୬ ରେ ହୋଇଥାନ୍ତା ଲୋକସଭା ନିର୍ବାଚନ। କିନ୍ତୁ ଆଜି ଚିଫ ଇଲେକ୍ଟିରାଲ ଅଫିସ ତରଫରୁ ନିର୍ବାଚନର ପ୍ରକୃତ କାର୍ଯ୍ୟସୂଚୀ ଉପରେ…