ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଆଜି ଏମିତି କିଛି କହି ଚର୍ଚ୍ଚାରେ ଆସିଛନ୍ତି ଏହି ନେତା। ବିଜେପିର ଓଡ଼ିଶା ସହ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର କହିଛନ୍ତି ଯେ ମାହୋଲ ବିଜେପି ସପକ୍ଷରେ ଅଛି, ଆମେ ଏକାକୀ ଲଢ଼ିବୁ ଏବଂ ଓଡ଼ିଶାରେ ଶାସନ କରିବୁ ।

ସେ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୬ରୁ ୧୮ ଲୋକସଭା ସିଟ୍ ଓ  ବିଧାନସଭାରେ ୮୦ ଆସନ ଜିତିବ ।

ବିଜୟପାଲ୍‌ ସିଂ ତୋମାର କୌଣସି ମେଣ୍ଟର ସମ୍ଭାବନାକୁ ଦୃଢ ଶବ୍ଦରେ ଖଣ୍ଡନ କରିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *