୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଭାରତର ନିର୍ବାଚନ କମିସନ ଘୋଷଣା କାଲି କରିଥିଲେ। ରାଜ୍ୟର ଭୋଟ୍‌ ଗଣତି ତାରିଖରେ ପରିବର୍ତ୍ତନ କଲେ ECI। ସୂଚନା ଅନୁଯାୟୀ ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭାର ଭୋଟ୍‌ ଗଣତି ତାରିଖ ବଦଳିଛି।ଜୁନ୍ ୪ ତାରିଖ ପରିବର୍ତ୍ତେ ଜୁନ୍‌ ୨ ତାରିଖରେ ହେବ ଗଣତି। ସୂଚନା ଅନୁଯାୟୀ ୨ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଜୁନ୍‌ ୨ରେ ସରୁଥିବାରୁ ବଦଳିଛି ଏହି ଗଣତି ତାରିଖ।ଏହି ୨ ରାଜ୍ୟର ସଂସଦୀୟ କ୍ଷେତ୍ରର ଗଣତି ପୂର୍ବ ସୂଚୀ ଅନୁସାରେ ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *