Tag: EC

ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଣକ୍ୟାଡର ଅଫିସର ହୋଇଥିବାରୁ ତୁରନ୍ତ ବଦଳି ପାଇଁ…

ଅରୁଣାଚଳ ପ୍ରଦେଶ ଓ ସିକିମ ନିର୍ବାଚନ ଗଣତି ତାରିଖ ପରିବର୍ତ୍ତନ

୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଭାରତର ନିର୍ବାଚନ କମିସନ ଘୋଷଣା କାଲି କରିଥିଲେ। ରାଜ୍ୟର ଭୋଟ୍‌ ଗଣତି ତାରିଖରେ ପରିବର୍ତ୍ତନ କଲେ ECI। ସୂଚନା ଅନୁଯାୟୀ ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭାର ଭୋଟ୍‌ ଗଣତି ତାରିଖ ବଦଳିଛି।ଜୁନ୍…

ସରକାରୀ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ପ୍ରସଙ୍ଗକୁ ନେଇ ବିଜେପିର ବିରୋଧ

ଭୁବନେଶ୍ୱର: ଓଡ଼ିଶାର ସାଧାରଣ ଜନତାଙ୍କ ଶହ ଶହ କୋଟି ଟଙ୍କା ନବୀନ ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରିଛି । “ଆଚରଣ ବିଧି” ଅନୁସାରେ କୌଣସି ରାଜନୈତିକ ଦଳ ନିଜର ଦଳୀୟ ଚିହ୍ନକୁ ସରକାରୀ ବିଜ୍ଞାପନ ଓ କାର୍ଯ୍ୟକ୍ରମରେ ବ୍ୟବହାର…

ସରକାରୀ ଟଙ୍କାରେ ଦଳୀୟ ପ୍ରଚାର : ରାଜ୍ୟ ସରକାର ଓ ବିଜେଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ଆଜି ନିର୍ବାଚନ ଆୟୋଗ ଓଡିଶା ସରକାର ତଥା ଶାସକ ବିଜୁ ଜନତା ଦଳ (ବିଜେଡି) କୁ ସରକାରୀ ବିଜ୍ଞାପନରେ ଦଳର ‘ଶଙ୍ଖ’ ପ୍ରତୀକ ବ୍ୟବହାରକୁ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି। ମାର୍ଚ୍ଚ ୨ ତାରିଖ ସୁଦ୍ଧା ଆୟୋଗ ସେମାନଙ୍କ ପ୍ରତିକ୍ରିୟା ମାଗିଛନ୍ତି। ଓଡ଼ିଶାର…