Tag: kotia

Assembly Adjourned till November 23: ଓଡ଼ିଶା ବିଧାନସଭାରେ ଅଚଳାବସ୍ଥା ଜାରି; ନଭେମ୍ବର ୨୩ ଯାଏଁ ଗୃହ ମୁଲତବୀ

ଶୁକ୍ରବାର ଶୀତକାଳୀନ ଅଧିବେଶନର କ୍ରମାଗତ ତୃତୀୟ ଦିନରେ ଓଡ଼ିଶା ବିଧାନସଭାରେ ଅଚଳାବସ୍ଥା ଦେଖାଦେଇଛି। ବିରୋଧୀ ଦଳର ବିଧାୟକମାନଙ୍କ ଲଗାତାର ହଟ୍ଟଗୋଳ ଏବଂ ପ୍ରତିବାଦ ଯୋଗୁଁ ବାଚସ୍ପତି ସପ୍ତାହାନ୍ତ ଛୁଟି ପରେ ଆସନ୍ତା ସୋମବାର, ନଭେମ୍ବର ୨୩ ସକାଳ ୧୦ଟା ୩୦ ମିନିଟ୍…

Andhra Records 10% Voting in Kotia: କୋଟିଆରେ ଆନ୍ଧ୍ରର ମତଦାନ ହାର ୧୦%: ଜିଲ୍ଲାପାଳ

କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ କରାଯାଇଥିବା ମତଦାନକୁ ନେଇ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସ୍ପଷ୍ଟୀକରଣ ଦେଇଛନ୍ତି । ଆନ୍ଧ୍ର ପକ୍ଷରୁ ପ୍ରକାଶ କରାଯାଉଥିବା ମତଦାନ ହାରର ତଥ୍ୟ ସନ୍ଦେହଜନକ ଏବଂ ଏହା ପ୍ରକୃତ ସ୍ଥିତିକୁ ଦର୍ଶାଉନାହିଁ ବୋଲି ସେ…

Controversy in Kotia: କୋଟିଆ ବାସିନ୍ଦା ଦେଲେ ଆନ୍ଧ୍ର ପଞ୍ଚାୟତ ଭୋଟ୍: ପୁଲିସ୍-ଜନତା ମୁହାଁମୁହିଁ

ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ଏହାକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତର ସମ୍ବେଦନଶୀଳ କୋଟିଆ ଅଞ୍ଚଳରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ସମୟରେ କୋଟିଆରେ ଥିବା କିଛି ଆନ୍ଧ୍ର ଭୋଟର ମତଦାନ…

Andhra Pradesh Backs Down in Kotia: କୋଟିଆରେ ଆନ୍ଧ୍ର ପ୍ରଦେଶର ପଛଘୁଞ୍ଚା: ନାରେଡ଼ିଭାଲସା ବଦଳରେ ସାରିକାରେ ହେବ ମତଦାନ କେନ୍ଦ୍ର

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଭିତରେ କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାର ଶେଷରେ ପଛଘୁଞ୍ଚା ଦେଇଛନ୍ତି। କୋଟିଆର ନାରେଡ଼ିଭାଲସାରେ ଆଉ ମତଦାନ କେନ୍ଦ୍ର କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ନେରେଡ଼ିଏଲ୍‌ସାରେ ପୋଲିଂ ବୁଥ୍ ପ୍ରତିଷ୍ଠା ନେଇ ଯୋଜନା କରାଯିବା ପରେ…

K.V. Singh Deo Discusses Kotia Issue with Congress Team: କୋଟିଆ ପ୍ରସଙ୍ଗରେ କଂଗ୍ରେସ ଟିମ୍‌ର ତଥ୍ୟ ଶୁଣିଲେ କେ.ଭି. ସିଂହଦେଓ

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ କୋଟିଆ ଗସ୍ତରେ ଯାଇଥିଲେ । ଗସ୍ତ ସାରି ଦକ୍ଷିଣାଞ୍ଚଳ ଡିଆଇଜି ଅଖିଳେଶ ସିଂ, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସ୍‌ପି ରୋହିତ ବର୍ମାଙ୍କୁ କୋରାପୁଟ ସର୍କିଟ…

Kotia Will Remain with Odisha: କୋଟିଆକୁ କୌଣସି ପରିସ୍ଥିତିରେ ଆନ୍ଧ୍ରକୁ ଦିଆଯିବନାହିଁ: ରାଜସ୍ବ ମନ୍ତ୍ରୀ

କୋଟିଆ ଓଡ଼ିଶାର ଥିଲା, ଅଛି ଏବଂ ରହିବ । କୌଣସି ପରିସ୍ଥିତିରେ କୋଟିଆକୁ ଆନ୍ଧ୍ରପ୍ରଦେଶକୁ ଦିଆଯିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଲୋକସେବା ଭବନରେ କୋଟିଆ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ବୈଠକ ପରେ ମନ୍ତ୍ରୀ ଏହା…

Congress Targets Govt Over Kotia Row: କୋଟିଆରେ ପିସିସି ସଭାପତି ଭକ୍ତ ଦାସ: ଓଡ଼ିଶା ସରକାରଙ୍କ ଅବହେଳାକୁ ନେଇ କଡ଼ା ସମାଲୋଚନା

ଓଡ଼ିଶାର ସୀମାନ୍ତ ଅଞ୍ଚଳ କୋଟିଆରେ କ୍ରମାଗତ ଅବହେଳା ଏବଂ ପ୍ରଶାସନିକ ବାଦବିବାଦ କାରଣରୁ ଆଜି ଏଭଳି ଏକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପିସିସି ସଭାପତି ଶକ୍ତି ଚରଣ ଦାସ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ସିଧାସଳଖ ରାଜ୍ୟର…

Odisha-Andhra Police Face-Off Over Kotia

Kotia Border Face-Off: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ, ଉତ୍ତେଜନା ପରେ ଫେରିଗଲା ଆନ୍ଧ୍ର ପୋଲିସ

କୋଟିଆକୁ ନେଇ ପୁଣି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । କୋଟିଆ ଅଞ୍ଚଳରେ ଆନ୍ଧ୍ର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଓଡ଼ିଶା ପୋଲିସ ସେମାନଙ୍କୁ ଅଟକାଇଥିବା ସୂଚନା ମିଳିଛି । ଏହାକୁ ନେଇ ଉଭୟ ରାଜ୍ୟର ପୋଲିସ ମଧ୍ୟରେ…

Revenue Minister Reviews Kotia Dispute: କୋଟିଆ ପ୍ରସଙ୍ଗ: ଆଇନଗତ ପଦକ୍ଷେପ ଉପରେ ରାଜସ୍ବ ମନ୍ତ୍ରୀଙ୍କ ଗୁରୁତ୍ୱ

କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପଞ୍ଚାୟତ ପ୍ରସଙ୍ଗରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଆଭାସୀ ମାଧ୍ୟମରେ ବିସ୍ତୃତ ସମୀକ୍ଷା କରିଛନ୍ତି । ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ପ୍ରସଙ୍ଗରେ ରାଜ୍ୟର ସ୍ଵାର୍ଥ ରକ୍ଷା ଉଦ୍ଦେଶ୍ଯରେ ଆଇନଗତ…

Kotia Dispute: କୋଟିଆ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ସୀମାନ୍ତ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ଘୋଷଣା କରାଯିବା ପରେ ଓଡ଼ିଶା ରାଜନୀତି ଗରମାଗରମ ହୋଇପଡ଼ିଛି। ଓଡ଼ିଶାର ଏହି ଅବିଚ୍ଛେଦ୍ୟ ଅଙ୍ଗରେ ପଡ଼ୋଶୀ ରାଜ୍ୟର ଅନୁପ୍ରବେଶକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ବିରୋଧୀ ଦଳ ନେତା ନବୀନ…