ତାଜା ଖବର ରାଜ୍ୟ Odisha Vigilance Nab RI: ଭିଜିଲାନ୍ସ ଜାଲରେ ଆରଆଇ August 12, 2026 Papirani ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ରେଭେନ୍ୟୁ ଇନ୍ସପେକ୍ଟର। ମ୍ୟୁଟେସନ କେସ୍ରେ ପଟ୍ଟା ଦେବା ପାଇଁ ନେଉଥିଲେ ଲାଞ୍ଚ । ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ତୁଡ଼ିଗଡ଼ିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀ ୫ ହଜାର ଟଙ୍କା…
ତାଜା ଖବର ରାଜ୍ୟ Odisha Vigilance Nabs RI: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମାଧବ ତହସିଲ୍ ଆରଆଇ July 31, 2026 Papirani ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମାଧବ ତହସିଲର ରାଜସ୍ୱ ନିରୀକ୍ଷକ (RI) କିଶୋର ସ୍ୱାଇଁ। ଏକ ଜମିପଟ୍ଟା ମ୍ୟୁଟେସନ କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ…
ତାଜା ଖବର ରାଜ୍ୟ Vigilance Traps OAV Principal: ଲାଞ୍ଚ ନେଇ ଧରାପଡ଼ିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ July 22, 2026 Papirani ଭିଜିଲାନ୍ସ ଜାଲରେ OAV ପ୍ରିନ୍ସିପାଲ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ପ୍ରିନ୍ସିପାଲ ସୀତାକାନ୍ତ ରଣାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସ୍କୁଲରେ ମେସ୍ ପରିଚାଳନା କରୁଥିବା…
ତାଜା ଖବର ରାଜ୍ୟ Odisha Vigilance Nabs RI: ଭିଜିଲାନ୍ସ ଜାଲରେ କୁଆଁରମୁଣ୍ଡା କୋଲସିହିରିଆ RI July 21, 2026 Papirani ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଆର୍ଆଇ । ୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କୁଆଁରମୁଣ୍ଡା କୋଲସିହିରିଆ ଆର୍ଆଇ ଅନୀତା ଜେନା । ଜଣେ ଆବେଦନକାରୀଙ୍କ ପୈତୃକ ଜମିର ଡିମାର୍କେସନ୍ ରିପୋର୍ଟ ପ୍ରଦାନ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ…
ତାଜା ଖବର ରାଜ୍ୟ Vigilance Nabs Gunupur RI: ଭିଜିଲାନ୍ସ ଜାଲରେ ସିରିଝୁଲି ଆରଆଇ July 15, 2026 Papirani ଭିଜିଲାନ୍ସ ଜାଲରେ ସିରିଝୁଲି ଆରଆଇ ସୁଶାନ୍ତ ମଲ୍ଲିକ । ଜମି ପଟ୍ଟା ପ୍ରଦାନ ମାମଲାରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲର ଜଣେ ରେଭେନ୍ୟୁ ଇନ୍ସପେକ୍ଟରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ଅନୁଯାୟୀ; ଅଭିଯୋଗକାରୀ ଏକ…
ତାଜା ଖବର ରାଜ୍ୟ Woman Sarpanch Nabbed for Taking Bribe: ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ July 5, 2026 Papirani ୨୦ ହଜାର ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ । ମାଛ ଚାଷ କାର୍ଯ୍ୟକଳାପ ପାଇଁ ଆବଶ୍ୟକୀୟ ଚୁକ୍ତିପତ୍ର ଦସ୍ତଖତ ଏବଂ SHG ସପକ୍ଷରେ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟରୁ ସବସିଡି ପ୍ରଦାନ କରିବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ…
ତାଜା ଖବର ରାଜ୍ୟ Vigilance Nabs Rayagada EE: ଅବସରର ସପ୍ତାହେ ପୂର୍ବରୁ ବନ୍ଧା ହେଲେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ June 24, 2026 Papirani ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ । କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପାଇଁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ । ରାୟଗଡ଼ା କ୍ୱାର୍ଟରରୁ…
ତାଜା ଖବର ରାଜ୍ୟ Odisha Vigilance Nabs Police ASI: ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI June 18, 2026 Papirani ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ମଞ୍ଚେଶ୍ୱର ଥାନା ASI ରାଜେଶ କୁଲୁ ଏବଂ ହୋମଗାର୍ଡ ଡ୍ରାଇଭର ଜ୍ୟୋତି ରଞ୍ଜନ ବେହେରା । ଏକ ମାମଲାରେ ଫସି ଜାମିନରେ…
ତାଜା ଖବର ରାଜ୍ୟ Vigilance Nabs Pharmacy Council Staff: ଭିଜିଲାନ୍ସ ଜାଲରେ ଓଡ଼ିଶା ଫାର୍ମାସୀ ପରିଷଦ ସିନିୟର ଆସିଷ୍ଟାଣ୍ଟ June 9, 2026 Papirani ଭିଜିଲାନ୍ସ ଜାଲରେ ଓଡ଼ିଶା ଫାର୍ମାସୀ ପରିଷଦ ସିନିୟର ଆସିଷ୍ଟାଣ୍ଟ । ଲାଞ୍ଚ ନେବାବେଳେ ସିନିୟର ଆସିଷ୍ଟାଣ୍ଟ ବିଶ୍ବମୋହନ ପଟ୍ଟାନୟକ ଓରଫ ରାଜା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ସହଯୋଗୀ ମହମ୍ମଦ ଇଜାଜ ଖାନ୍ଙ୍କ ସହ ମିଶି ଫାର୍ମାସି ରେଜିଷ୍ଟ୍ରେସନ ସାର୍ଟିଫିକେଟ ପ୍ରଦାନ…
ତାଜା ଖବର ରାଜ୍ୟ Odisha Vigilance Nabs Sub Treasury Officer: ଭିଜିଲାନ୍ସ ଜାଲରେ ସବ-ଟ୍ରେଜେରୀ ବରିଷ୍ଠ କିରାଣୀ March 30, 2026 Papirani ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସବ-ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀ ସରୋଜ କୁମାର ସାହୁ । ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ପେନସନ୍ କରାଇ ଦେବାକୁ ଲାଞ୍ଚ ନେଇଥିଲେ ସରୋଜ…