ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର। ବୃକ୍ଷରୋପଣ ସମ୍ପର୍କିତ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା ।ଜଣେ ଷ୍ଟାଫ୍ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବାରେ ସଫଳ ହୋଇଛି । Post navigation Kotia Border Dispute: କୋଟିଆ ପାଇଁ ସ୍ୱତନ୍ତ୍ର ବିକାଶ ବୋର୍ଡ ଏବଂ ପ୍ୟାକେଜ ଘୋଷଣା କରିବାକୁ ଦାବି କଲା କଂଗ୍ରେସ Cyclone Impact: CT/D.El.Ed. ତୃତୀୟ ପର୍ଯ୍ୟାୟ ସ୍ଲାଇଡ୍-ଅପ୍ ଆଡ୍ମିସନ୍ ଅବଧି ୨ ଦିନ ବୃଦ୍ଧି