Tag: #odisha vigilance

Odisha Vigilance Intercepts Two Auditors: ଭିଜିଲାନ୍ସ ଜାଲରେ ୨ ଅଡିଟ୍ ଅଧିକାରୀ; ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ବାରିପଦାରେ ଓଡ଼ିଶା ଭିଜିଲାନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଦୁଇ ଜଣ ଅଡିଟରଙ୍କ ନିକଟରୁ ସନ୍ଦେହଜନକ ଭାବେ ରଖାଯାଇଥିବା ନଗଦ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ କରାଯାଇଛି।…

Ex-PACS Secretary Arrested: ୧୪.୨୨ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଲୁଟ; PACSର ପୂର୍ବତନ ସମ୍ପାଦକ ଚିନ୍ତାମଣି ମଲ୍ଲିକ ଗିରଫ

ସରକାରୀ ଓ ସମବାୟ ପାଣ୍ଠିର ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ଯୁବା ପ୍ରାଥମିକ କୃଷି ସମବାୟ ସମିତି (PACS)ର ପୂର୍ବତନ ସମ୍ପାଦକ ଚିନ୍ତାମଣି ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ୨୦୧୬-୧୭, ୨୦୨୦-୨୧, ୨୦୨୧-୨୨…

Odisha Vigilance Arrests Kendrapada AEE: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ

ଲାଞ୍ଚ ନେବା ଅଭିଯୋଗରେ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କୁ ଗିରଫ କରାଯାଇଛି।ଲାଞ୍ଚ ଟଙ୍କା ନେଇ ଗାଡ଼ିରେ ଯାଉଥିବା ସମୟରେ ମାର୍ଶାଘାଇ ନିକଟରୁ କଟକ ଓ କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍ ମିଳିତ ଭାବେ ତାଙ୍କୁ ଧରିଥିଲେ। ଚଢ଼ାଉ…

Vigilance Trap Kujang BPM: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବିପିଏମ୍

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ୍ ପ୍ରୋଜେକ୍ଟ ମ୍ୟାନେଜର (ବିପିଏମ୍) । ନିଜ କାର୍ଯ୍ୟାଳୟର ଜଣେ ଆଶାକର୍ମୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବିପିଏମ୍ ମନୋଜ…

Odisha Vigilance Nabs RI: ୩ ବର୍ଷ ପରେ ପୁଣି ଭିଜିଲାନ୍ସ ଜାଲରେ RI ସୁରଜ ବାଲା

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ। ଖୋରାପାଲ୍ଲୀ RI ସୁରଜ ବାଲା ପୁଣି ଥରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆଜିଠାରୁ ୩ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୩ ମସିହାରେ ସୁରଜ ବାଲା ଯେତେବେଳେ ମୋଟୁ RI ଭାବେ କାର୍ଯ୍ୟରତ ଥିଲେ, ସେତେବେଳେ ମଧ୍ୟ…

Odisha Vigilance Nab RI: ଭିଜିଲାନ୍ସ ଜାଲରେ ଆରଆଇ

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ରେଭେନ୍ୟୁ ଇନ୍ସପେକ୍ଟର। ମ୍ୟୁଟେସନ କେସ୍‌ରେ ପଟ୍ଟା ଦେବା ପାଇଁ ନେଉଥିଲେ ଲାଞ୍ଚ । ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ତୁଡ଼ିଗଡ଼ିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀ ୫ ହଜାର ଟଙ୍କା…

Pattanaik Tank Renovation Fraud: ପଟ୍ଟନାୟକ ପୋଖରୀ ପୁନରୁଦ୍ଧାରରେ ଲକ୍ଷାଧିକ ଟଙ୍କା ହରିଲୁଟ୍; ଦୁଇ ସରକାରୀ ଇଞ୍ଜିନିୟର ଓ ଠିକାଦାର ଗିରଫ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ପ୍ରସିଦ୍ଧ “ପଟ୍ଟନାୟକ ପୋଖରୀ”ର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବ୍ୟାପକ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୫୫.୬୯ ଲକ୍ଷ ଠକେଇ ମାମଲାରେ ଦୁଇଜଣ ସରକାରୀ ଇଞ୍ଜିନିୟରଙ୍କ ସମେତ…

Vigilance Nabs Traffic Inspector: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଟ୍ରାଫିକ ଇନ୍ସପେକ୍ଟର 

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଟିଓ ଅଫିସର ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର । ଜଣେ ଟ୍ରକ ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଜଣେ ଟ୍ରକ ମାଲିକଙ୍କ ଦୁଇଟି ‘ହାଇଭା’ (HYVA) ଟ୍ରକକୁ ବିନା କୌଣସି…

Odisha Vigilance Nabs RI: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମାଧବ ତହସିଲ୍ ଆରଆଇ

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମାଧବ ତହସିଲର ରାଜସ୍ୱ ନିରୀକ୍ଷକ (RI) କିଶୋର ସ୍ୱାଇଁ। ଏକ ଜମିପଟ୍ଟା ମ୍ୟୁଟେସନ କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ…