ବ୍ରହ୍ମପୁରର ଗିରି ରୋଡରେ ଯୁବକ-ଯୁବତୀଙ୍କୁ ମାଡ଼ ଘଟଣାରେ ବ୍ରହ୍ମପୁର ପୋଲିସର ଏନକାଉଣ୍ଟର। ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁର ଏନକାଉଣ୍ଟର କଲା ପୋଲିସ। ଅଭିଯୁକ୍ତର ୨ ଆଣ୍ଠୁ ଓ ହାତରେ ଗୁଳି ବାଜିଥିବା ବେଳେ ଅଭିଯୁକ୍ତ ମୁକେଶ ସାହୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି। Post navigation Berhampur Assault Case: ବ୍ରହ୍ମପୁର ବର୍ବରତା ଘଟଣା; ୨ ଗିରଫ Congress to Join Tamil Nadu Cabinet: ୫୯ ବର୍ଷ ପରେ ତାମିଲନାଡୁ କ୍ୟାବିନେଟକୁ ଫେରିଲା କଂଗ୍ରେସ