Tag: police encounter

Police Encounter in Kendujhar: କେନ୍ଦୁଝରରେ ଅଭିଯୁକ୍ତ ଚୋରକୁ ଏନକାଉଣ୍ଟର

କେନ୍ଦୁଝରରେ ଅଭିଯୁକ୍ତ ଚୋରକୁ ଏନକାଉଣ୍ଟର। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିକଟସ୍ଥ ପାଟଲା ଜଙ୍ଗଲରେ ଚୋରି ମାମଲାରେ ଅଭିଯୁକ୍ତ ମହମ୍ମଦ ନଫିସକୁ ଏନ୍‌କାଉଣ୍ଟର କରିଛି ପୋଲିସ। ଏହି ଏନକାଉଣ୍ଟରରେ ନାସିଫର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି…

Police Encounter in Jharsuguda: ଝାରସୁଗୁଡ଼ା ରେଙ୍ଗାଲିରେ ପୋଲିସ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ

ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ଅଞ୍ଚଳରେ ଆଜି ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛି । ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ବିଭିନ୍ନ…

Berhampur Police Encounter: ବ୍ରହ୍ମପୁରରେ ଏନକାଉଣ୍ଟର୍ ସଂଖ୍ୟା ୩କୁ ବୃଦ୍ଧି; ପୁଲିସ୍ ଗୁଳିଲେ ଖଣ୍ଡା ଆକ୍ରମଣକାରୀ ଆହତ

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର। ପୂର୍ବରୁ ଦୁଇଟି ଏନକାଉଣ୍ଟର୍ ହୋଇଥିବା ବେଳେ ବିଳମ୍ବରେ ଆଉ ଏକ ଏନକାଉଣ୍ଟର ହୋଇଛି । ଗତକାଲି ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି ଅଭିଯୁକ୍ତ ଜଗା ଓରଫ ଜଗନ୍ନାଥ ସାହୁ । ଜଗାର ଦୁଇ ଗୋଡରେ ବାଜିଛି…

Berhampur Assault Case: ବ୍ରହ୍ମପୁରରେ ଆକ୍ରମଣ ଘଟଣା; ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କଲା ପୋଲିସ

ବ୍ରହ୍ମପୁରର ଗିରି ରୋଡରେ ଯୁବକ-ଯୁବତୀଙ୍କୁ ମାଡ଼ ଘଟଣାରେ ବ୍ରହ୍ମପୁର ପୋଲିସର ଏନକାଉଣ୍ଟର। ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁର ଏନକାଉଣ୍ଟର କଲା ପୋଲିସ। ଅଭିଯୁକ୍ତର ୨ ଆଣ୍ଠୁ ଓ ହାତରେ ଗୁଳି ବାଜିଥିବା ବେଳେ ଅଭିଯୁକ୍ତ ମୁକେଶ ସାହୁ MKCG ମେଡିକାଲରେ…

Bhadrak Encounter: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର କରାଯାଇଛି । ଚରମ୍ପା ମାଲ୍‌ ଗୋଦାମ ପାଖରେ ପୋଲିସର ଏନ୍‌କାଉଣ୍ଟର ହୋଇଛି । ନମ୍ବର ନଥିବା କଳା ପଲସର୍‌ରେ ଵୁଲୁଥିବା ବେଳେ ଏନ୍‌କାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ଟାଉନ୍…

ଭୁବନେଶ୍ୱରରେ ବ୍ରାଉନସୁଗାର ବେପାରୀକୁ ଏନ୍‌କାଉଣ୍ଟର୍

ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦ୍‌କୁ ଏନ୍‌କାଉଣ୍ଟର୍ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଏନ୍‌କାଉଣ୍ଟର୍‌ରେ ନିଶା ମାଫିଆ ଶେଖ୍ ଜାମସେଦ୍‌ର ଗୋଡ଼ରେ ଦୁଇଟି ଗୁଳି ବାଜିିଛି । ଗୁରୁତର ଅବସ୍ଥାରେ ଜାମସେଦ୍‌କୁ…

ରାଜଧାନୀରେ ଆନ୍ତରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଶନିବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ବରର ବଡଗଡ ଥାନା ଅଞ୍ଚଳରେ ଏଟିଏମ ଲୁଟ୍ ବେଳେ ଏନକାଉଣ୍ଟରରେ । ଏନକାଉଣ୍ଟରରେ ଏଟିଏମ୍ ଲୁଟ୍ କରୁଥିବା ବିହାରର ଦୀପକ କୁମାର ଗୁରୁତର। ଗୁଳି ମାଡ଼ କରି ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ପୋଲିସ…

ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାକୁ ପୁଲିସ୍‌ର ଏନକାଉଣ୍ଟର

ରାଜ୍ୟ ବାହାରର ଲୁଟେରାକୁ ରାଜଧାନୀରେ ଏନକାଉଣ୍ଟର କଲି ପୁଲିସ୍‌ । ରାଜ୍ୟ ବାହାର ଲୁଟେରା ଅର୍ଜୁନ ଅନାରେକୁ ଏନ୍‌କାଉଣ୍ଟର କରାଯାଇଛି। ମଧ୍ୟପ୍ରଦେଶରୁ ଆସି ଭୁବନେଶ୍ୱରରେ ଚଳାଇଥିଲା ଲୁଟପାଟ୍‌ । ଡକାୟତି ଉଦ୍ୟମ ବେଳେ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଥିବା ଜଣାପଡିଛି।…