କେନ୍ଦୁଝରରେ ଅଭିଯୁକ୍ତ ଚୋରକୁ ଏନକାଉଣ୍ଟର। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିକଟସ୍ଥ ପାଟଲା ଜଙ୍ଗଲରେ ଚୋରି ମାମଲାରେ ଅଭିଯୁକ୍ତ ମହମ୍ମଦ ନଫିସକୁ ଏନ୍‌କାଉଣ୍ଟର କରିଛି ପୋଲିସ। ଏହି ଏନକାଉଣ୍ଟରରେ ନାସିଫର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧରରଣୀଧର ମେଡିକାଲରେ କଲେଜରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *