ବ୍ରହ୍ମପୁରର ଗିରି ରୋଡରେ ଏକ ଯୁବକ ଦମ୍ପତିଙ୍କ ଉପରେ ସର୍ବସାଧାରଣରେ ହୋଇଥିବା ନିର୍ମମ ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରାଜ୍ ମଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗିରଫ କଲା ଟାଉନ୍ ପୋଲିସ୍ । ୨ଟି ସ୍କୁଟର୍‌ ସହିତ ଗୋଟିଏ ଲାଠି ଓ ଗୋଟିଏ ମୋବାଇଲ୍‌ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *