ଏପ୍ରିଲ ମେ ରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ୨୦୨୭ ଜନଗଣନା ପରେ ଏପ୍ରିଲରେ ବିଜ୍ଞପ୍ତି ବାହାରିବ ବୋଲି ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ । ସେ କହିଛନ୍ତି SIR କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ । ପଞ୍ଚାୟତ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ବ୍ୟବସ୍ଥା ଚୂଡ଼ାନ୍ତ କରିବା ପାଇଁ (RDC) ଏ-ବଂ ଜିଲ୍ଲା କଲେକ୍ଟରଙ୍କ ସହିତ ବୈଠକ ହୋଇସାରିଛି। ଅଗ୍ରଗତି ସମୀକ୍ଷା କରିବା ପାଇଁ ଜୁଲାଇ ୨୧ ରେ ଏ-କ ନିୟମିତ ବୈଠକ ସ୍ଥିର କରାଯାଇଛି। ଏଥର ଡୋର୍ ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ । Post navigation Rajasthan Ratha Jatra: ରାଜସ୍ଥାନରେ ଅଦିନିଆ ରଥଯାତ୍ରା ଉପରେ ରୋକ Ratha Jatra Review: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା