୨ ନିଶା ମାଫିଆ ଭାଇଙ୍କ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସିଜ୍ June 27, 2022 ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ୨ ନିଶା ମାଫିଆ ଭାଇଙ୍କ ସମ୍ପତ୍ତି ସିଜ୍ । ନିଶା ସାମଗ୍ରୀ କାରବାର କରୁଥିବା ଗଞ୍ଜାମ ଜିଲ୍ଲା ବୁଗୁଡାର ବନମାଳି ପ୍ରଧାନ ଓ ଅରୁଣ ପ୍ରଧାନର ସମ୍ପତ୍ତି ବ୍ୟାଜ୍ୟାପ୍ତ କରାଯାଇଛି । ନିଶା ସାମଗ୍ରୀ…
ଟାୟାର ଭିତରେ ପୁଳା ପୁଳା ଗଞ୍ଜେଇ, ୩ ଗିରଫ June 27, 2022 ନିର୍ଭୟ ମିଡ଼ିଆ : କଟକ : ଗାଡି ଚକରେ ଗଞ୍ଜେଇ ଚାଲାଣ । ଅଭିନବ ଢ଼ଙ୍ଗରେ ପୁଲିସ ଆଖିରେ ଧୂଳି ଦେଇ ଚାଲାଣକାରୀ ଗଞ୍ଜେଇ ବେପାର କରୁଥିଲେ । କଟକ ଓଏମପି ଛକରେ ଏକ ଗାଡ଼ି ଟାୟାର ଭିତରୁ ଜବତ ହୋଇଛି…
ରଥଯାତ୍ରା ସମୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା June 27, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପାଖେଇ ଆସୁଛି ରଥ ଯାତ୍ରା । ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଏଥର ରଥଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ରଥଯାତ୍ରା ପାଇଁ ଦେଶବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ପୁରୀକୁ ଛୁଟିବ ।…
ଗାଡି ଧକ୍କାରେ ଆଉ ଯିବନି ହାତୀଙ୍କ ଜୀବନ; ରାସ୍ତା ପାର୍ ବେଳେ ବାଜିବ ସାଇରନ୍ June 27, 2022 ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ଗାଡି ଧକ୍କାରେ ଆଉ ହେବନି ହାତୀଙ୍କ ଜୀବନହାନୀ । ବିନା ଦ୍ୱିଧାରେ ଜାତୀୟ ରାଜପଥ ପାର୍ ହେବେ ହାତୀପଲ । ହାତୀପଲଙ୍କ ସୁରକ୍ଷା ପାଇଁ ୫୫ ନମ୍ବର ଜାତୀୟ ରାଜପଥରେ ଲାଗୁ ହୋଇଛି ନୂଆ…
୨ରୁ ୩ ଦିନ ଭିତରେ ମହାରାଷ୍ଟ୍ର ସରକାରର ଖେଳ ଖତମ : କେନ୍ଦ୍ରମନ୍ତ୍ରୀ ରାଓସାହେବ June 27, 2022 ଏଜେନ୍ସୀ : ମୁମ୍ବାଇ : ଶିବସେନାର ବିଧାୟକମାନଙ୍କ ବିଦ୍ରୋହ ଯୋଗୁ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ମଧ୍ୟରେ ବଡ଼ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନବେ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି(ଏମଭିଏ)ର…
ରାଜଧାନୀରେ ଅଘଟଣ, ବାଇକ୍ ସହ ଜଳିଗଲେ ଯୁବକ June 27, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାତି ଅଧରେ ରାଜଧାନୀ ରାସ୍ତା ଉପରେ ବାଇକ୍ ସହ ଜଳିଗଲେ ଯୁବକ । ରବିବାର ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜ ମହାରାଜା ଫିଲ୍ମ ହଲ୍ ନିକଟରେ ଦୁଇ ଦୁଇଟି ଅଘଟଣ ଘଟିଛି ।…
ଦାବି ପୂରଣ ନହେଲେ ଜୁଲାଇ ୧ରୁ ଗଡ଼ିବନି ବସ୍! June 27, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଜୁଲାଇ ପହିଲାରୁ ହେବାକୁ ଥିବା ବସ୍ ଧର୍ମଘଟ ହେବ ନା ନାହିଁ, ସେନେଇ ଆଜି ନିଷ୍ପତ୍ତି ନିଆଯିବ । ରବିବାର ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା…
ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା June 26, 2022 ଏଜେନ୍ସୀ : ପାଟନା : ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ବିହାରର ରାଜଧାନୀ ପାଟନାରେ ଭ୍ରଷ୍ଟାଚାରର ଏକ ବଡ଼ ମାମଲାର ପର୍ଦ୍ଦାଫାସ ହୋଇଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡ୍ରଗ୍ସ ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ…
୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ବଡ଼ ଆକ୍ସନ: ଗିରଫ ହେଲେ ପୂର୍ବତନ ଡିଜିପି June 26, 2022 ଏଜେନ୍ସୀ : ଗୁଜରାଟ : ୨୦୦୨ ଗୁଜରାଟ ଦଙ୍ଗା ମାମଲାକୁ ନେଇ ପୁଣି ଥରେ ହଟଚମଟ ସୃଷ୍ଟି ହୋଇଛି । ଗୁଜରାଟର ତକ୍ରାଳୀନ ଡିଜି ପୋଲିସ୍ ଆର୍ ବି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି । ଗୁଜରାଟ ଦଙ୍ଗା ମାମଲାରେ ଷଡ଼ଯନ୍ତ୍ର, ତଦନ୍ତକୁ…
ତ୍ରିପୁରା ଉପନିର୍ବାଚନ ଭାଜପାର ବାଜିମାତ, ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ଶାହ June 26, 2022 ଏଜେନ୍ସୀ : ଅଗରତାଲା : ତ୍ରିପୁରା ବିଧାନସଭା ଉପନିର୍ବାଚନରେ ଭାଜପାର ବାଜିମାତ । ୪ଟି ଆସନରୁ ୩ଟି ହାତେଇଲା ଭାଜପା । ତ୍ରିପୁରା ମୁଖ୍ୟମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ମାଣିକ ଶାହ ଟାଉନ୍ ବରୋଦାବାଲା ଆସନରୁ ୬,୧୦୪ ଭୋଟ୍ରେ ନିର୍ବାଚନ ଜିତିଛନ୍ତି…