New Railway Division and Changes: ଜୁନ୍ ୧ ରୁ କାର୍ଯ୍ୟକ୍ଷମ ହେବ ନୂତନ ଦକ୍ଷିଣ ତଟ ରେଳ ଜୋନ୍; ରାୟଗଡ଼ା ପାଇଁ ନୂତନ ଡିଭିଜନ

ଦକ୍ଷିଣ ତଟ ରେଳବାଇର ଗଠନକୁ ନେଇ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧ ଜୁନ୍ ୨୦୨୭ ରୁ “ଦକ୍ଷିଣ ତଟ ରେଳବାଇ” (South Coast Railway) ନାମକ ଏକ ନୂଆ ଜୋନ୍ କାର୍ଯ୍ୟକ୍ଷମ…

Kalabaisakhi Alert In Odisha; ୧୦ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀର ପ୍ରଭାବ

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ୧୦ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଆକଳନ । ଛତିଶଗଡ଼ରୁ ମଣିପୁର ପର୍ଯ୍ୟନ୍ତ ଏକ ଟ୍ରଫ୍‌ଲାଇନ୍‌ ଆଭ୍ୟନ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଦେଇ ଗତି କରୁଛି। ଏହାର…

Tiruppattur Election: ତିରୁପତ୍ତୁର ବିଧାନସଭା ନିର୍ବାଚନ; ଗୋଟିଏ ଭୋଟ୍‌ରେ ଜିତିଲେ ଟିଭିକେ ପ୍ରାର୍ଥୀ

ତାମିଲନାଡୁ ବିଧାନସଭା ନିର୍ବାଚନରେ ଟିଭିକେର ବିଶାଳ ବିଜୟ ହୋଇଛି। ଏହାରି ମଧ୍ୟରେ ତିରୁପତ୍ତୁର ବିଧାନସଭା ଆସନରେ ଜଣେ ପ୍ରାର୍ଥୀଙ୍କ ବିଜୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ୩୦ ରାଉଣ୍ଡ ପର୍ଯ୍ୟନ୍ତ ଆଗୁଆ ରହି ଡିଏମକେ ମନ୍ତ୍ରୀ କେଆର ପେରିଆକାରୁପ୍ପନ ଶେଷ ରାଉଣ୍ଡରେ…

Odisha CM on 3-Day Gujarat Visit: ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ଗୁଜୁରାଟ ଗସ୍ତ

ଓଡିଶାରେ ନିବେଶ ପାଇଁ ହାଇଦ୍ରାବାଦ ଏବଂ କୋଲକତାରେ ସଫଳ ରୋଡ୍ ସୋ ପରେ, ଓଡ଼ିଶା ବର୍ତ୍ତମାନ ତାହାର ନିବେଶ ଆକର୍ଷଣ ଅଭିଯାନକୁ ଗୁଜରାଟକୁ ବିସ୍ତାର କରିବାକୁ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେ ୫ ରୁ ୭…

BJP Celebrates Win: ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ହୋଇଛି । ଆଜିର ଏହି ଐତିହାସିକ ନିର୍ବାଚନରେ ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀର ଜନସାଧାରଣ ଯେଉଁ ଜନମତ ଦେଇଛନ୍ତି, ତାହା ଗଣତନ୍ତ୍ରର ବିଜୟ । ଆମ…

Bhabanipur Election Result: ଭବାନୀପୁରରେ ମମତା ବାନାର୍ଜୀଙ୍କ ପରାଜୟ: ୧୫ ହଜାରରୁ ଅଧିକ ଭୋଟରେ ହାରିଲେ ଦିଦି

ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରାଜିତ ହୋଇଛନ୍ତି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ତାଙ୍କୁ ୧୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ହରାଇ ବଡ଼ ବିଜୟ ହାସଲ କରିଛନ୍ତି । ଭବାନୀପୁରକୁ ମମତା ବାନାର୍ଜୀଙ୍କ ଗଡ଼ କୁହାଯାଏ । ନିର୍ବାଚନ…

भूपेंद्र यादव: संगठन के शिल्पकार, जीत के रणनीतिकार

भूपेंद्र यादव ने एक बार फिर साबित किया है कि चुनाव सिर्फ चेहरे से नहीं, बल्कि मजबूत संगठन और सटीक रणनीति से जीते जाते हैं। पश्चिम बंगाल में भाजपा की…

बंगाल में भगवा तूफ़ान: भाजपा 200 सीटों के करीब

पश्चिम बंग में इस बार का जनादेश ऐतिहासिक और चौंकाने वाला है। भारतीय जनता पार्टी लगभग 200 सीटों पर बढ़त बनाए हुए है, जबकि तृणमूल कांग्रेस करीब 87 सीटों पर…

Jajpur Road Accident: ଯାଜପୁର ଦୁର୍ଘଟଣାରେ ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା

ସୋମବାର ଦିନ ଯାଜପୁର ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ଏହି ଦୁଃଖଦ ଘଟଣାକୁ ନେଇ…