ତାଜା ଖବର ରାଜନୀତି ରାଜ୍ୟ PM Awas Yojana: ଗରୀବଙ୍କ ସ୍ୱପ୍ନ ପୂରଣ କରୁଛି ବିଜେପି ସରକାର; ରାଜ୍ୟରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରକୁ ମିଳିବ ପକ୍କା ଘର: ଅନିଲ ବିଶ୍ୱାଳ November 16, 2026 Papirani
ତାଜା ଖବର ରାଜ୍ୟ VP at orientation programme for Odisha MLAs: ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ନିମନ୍ତେ ଦ୍ୱିତୀୟ ଦିଗ୍ଦର୍ଶନ କାର୍ଯ୍ୟକ୍ରମ; ଯୋଗଦେଲେ ଉପରାଷ୍ଟ୍ରପତି November 16, 2026 Papirani
ତାଜା ଖବର ରାଜନୀତି ରାଜ୍ୟ PM Awas Yojana: ଗରୀବଙ୍କ ସ୍ୱପ୍ନ ପୂରଣ କରୁଛି ବିଜେପି ସରକାର; ରାଜ୍ୟରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରକୁ ମିଳିବ ପକ୍କା ଘର: ଅନିଲ ବିଶ୍ୱାଳ November 16, 2026 Papirani
ତାଜା ଖବର ରାଜ୍ୟ VP at orientation programme for Odisha MLAs: ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ନିମନ୍ତେ ଦ୍ୱିତୀୟ ଦିଗ୍ଦର୍ଶନ କାର୍ଯ୍ୟକ୍ରମ; ଯୋଗଦେଲେ ଉପରାଷ୍ଟ୍ରପତି November 16, 2026 Papirani
ତାଜା ଖବର ଦେଶ सुप्रीम कोर्ट ने बिलकिस बानो सामूहिक दुष्कर्म और हत्या मामले के दो दोषियों को जमानत दी November 16, 2026 Nirvay
ତାଜା ଖବର ଦେଶ कुलगाम हमले में शामिल लश्कर कमांडर लतीफ भट और एक अन्य आतंकवादी ढेर November 16, 2026 Nirvay
ତାଜା ଖବର ରାଜ୍ୟ Cyclone Threat in Odisha: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଅପରାହ୍ନ ୪ଟାରେ SRC କାର୍ଯ୍ୟାଳୟରେ ବସିବ ବୈଠକ November 16, 2026 Papirani
ଖେଳ ତାଜା ଖବର ଦେଶ Shreyas Iyer ICU: ଆଇସିୟୁରେ ଭର୍ତ୍ତି ହେଲେ ଭାରତୀୟ ଟିମର ଉପ ଅଧିନାୟକ ଶ୍ରେୟସ ଆୟର October 27, 2025 Papirani ଆଇସିୟୁରେ ଭର୍ତ୍ତି ହେଲେ ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ଶ୍ରେୟସ ଆୟର । ସିଡନୀ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଫିଲ୍ଡିଂ ବେଳେ ଆହତ ହୋଇଥିଲେ ଆୟର । ଶ୍ରେୟସଙ୍କର ରିବ୍ କେଜ୍…
ତାଜା ଖବର ଦେଶ Next CJI: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ October 27, 2025 Papirani ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ । ସୁପ୍ରିମକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ବିଆର୍ ଗଭାଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି । ବର୍ତ୍ତମାନର…
ତାଜା ଖବର ରାଜ୍ୟ Cyclone Montha: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମୋନ୍ଥା October 27, 2025 Papirani ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋନ୍ଥା’ । କାକିନାଡ଼ା ଠାରୁ ୬୮୦ କିମି ଦୂରରେ ଅବସ୍ଥିତ ‘ମୋନ୍ଥା’। ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି ‘ମୋନ୍ଥା’। ଆସନ୍ତା ୧୨ ଘଣ୍ଟା ମଧ୍ଯରେ ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରିବ। ଅଧିକ ଘନୀଭୂତ…
ଖେଳ ଦେଶ ବିଶ୍ୱ ରାଜ୍ୟ Preetismita Bhoi sets World Record: ୟୁଥ୍ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ରେକର୍ଡ କଲେ ପ୍ରୀତିସ୍ମିତା ଭୋଇ October 27, 2025 Nirvay ଓଡିଶାର ଯୁବ ୱେଟଲିଫ୍ଟର ପ୍ରୀତିସ୍ମିତା ଭୋଇ ନୂତନ ଏସିଆନ ଓ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ବାହାରିନରେ ଚାଲିଥିବା ତୃତୀୟ ଯୁବ ଏସୀୟ କ୍ରୀଡ଼ା (ୟୁଥ୍ ଏସିଆନ୍ ଗେମ୍ସ) ରେ ଢେଙ୍କାନାଳ ଜିଲ୍ଲାର ପ୍ରତିଭାଶାଳୀ ଝିଅ ପ୍ରିତିସ୍ମିତା ୪୪ କିଲୋଗ୍ରାମ…
ତାଜା ଖବର ରାଜ୍ୟ Tangi IIC Suspend: କଟକ ଟାଙ୍ଗୀ IIC ନିଲମ୍ବିତ October 26, 2025 Papirani କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ । କଟକ ଟାଙ୍ଗୀ ଥାନା IIC ଶିବପ୍ରସାଦ ଭଦ୍ରଙ୍କୁ ନିଲମ୍ବନ କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ । ବେଆଇନ୍ ଭାବେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି…
ତାଜା ଖବର ରାଜ୍ୟ Cyclone Montha Alert : ସମ୍ଭାବ୍ୟ ବାତ୍ୟା ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ October 26, 2025 Papirani ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । SRCଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ । SRC, OSDMA, ଅନ୍ୟ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ବତନ୍ତ୍ର ରିଲିଫ କମିଶନର…
ତାଜା ଖବର ଦେଶ Maoist: ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍ ମାଓବାଦୀ October 26, 2025 Papirani ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍ ମାଓବାଦୀ । କାଙ୍କେର ଜିଲ୍ଲାରେ ୨୧ କ୍ୟାଡର୍ ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ସେମାନେ ହିଂସାର ପଥ ପରିତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ସେମାନେ ପ୍ରଶାସନକୁ ୧୮ଟି ଅସ୍ତ୍ରଶସ୍ତ୍ର…
ତାଜା ଖବର ରାଜ୍ୟ Cyclone Montha: ଚିଲିକାରେ ଡଙ୍ଗା ଚଳାଚଳ ନିଷିଦ୍ଧ October 26, 2025 Papirani ବାତ୍ୟା ପାଇଁ ଚିଲିକାରେ ଡଙ୍ଗା ଚଳାଚଳ ନିଷିଦ୍ଧ ହୋଇଛି। ସାମ୍ଭାବ୍ୟ ବାତ୍ୟା ମୋନ୍ଥା’ କୁ ଦୃଷ୍ଟି ରେ ରଖି ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚିଲିକା ଭିତରକୁ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି। ଯାତ୍ରୀବାହୀ ଡଙ୍ଗା ଓ ମାଛଧରା ଡଙ୍ଗା ଚଳାଚଳକୁ…
ତାଜା ଖବର ରାଜ୍ୟ CycloneMontha: ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନବାଡ଼ି October 26, 2025 Papirani ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନବାଡ଼ି। ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ସହ ଗର୍ଭବତୀ ମହିଳାଙ୍କୁ ମେଡିକାଲକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସବୁ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ଦାୟିତ୍ବ…
ତାଜା ଖବର ଦେଶ ରାଜ୍ୟ MannKiBaat: କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ: ପ୍ରଧାନମନ୍ତ୍ରୀ ମୋଦି October 26, 2025 Papirani ଆଜି ୧୨୭ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚା’ ସହିତ କୋରାପୁଟ କଫି କଥା କହିଲେ ମୋଦି ।ସେ କହିଛନ୍ତି ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି…