ଆପ କୁ ଆପଣେଇଲେ କଂଗ୍ରେସ ର ୨ ଟାଣୁଆ ନେତା

ଅହମ୍ମଦାବାଦ : ଆଗକୁ ଅଛି ଗୁଜୁରାଟ ବିଧାନସଭା ନିର୍ବାଚନ ତା ପୂର୍ବରୁ ପାର୍ଟି ବଦଳାଇଲେ କଂଗ୍ରେସ ର ଦୁଇ ଟାଣୁଆ ନେତା। ରାଜନୈତିକ ମାହୋଲ ସରଗରମ ଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଇନ୍ଦ୍ରାଣି ରାଜଗୁରୁ ଓ ତାଙ୍କ ଭାଇ ଭସରାମ…

ଯୋଗୀ ଯୋଗେଇବେ ୫୦,୦୦୦ ଗୋମାତାଙ୍କ ଆଶ୍ରୟ ସ୍ଥଳୀ

ଲକ୍ଷ୍ନୌ: ୫୦,୦୦୦ ବୁଲା ଗୋରୁଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ ୩ ମାସ ଟାର୍ଗେଟ ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସୂଚନା ମୁତାବକ ଗୁରୁବାର ରାଜ୍ୟର କୃଷି ବିଭାଗର ଅଧିକାରୀମାନଙ୍କୁ ୩ ମାସ ମଧ୍ୟରେ ୫୦,୦୦୦ ବୁଲା ଗୋରୁମାନଙ୍କ…

24 ଘଣ୍ଟିଆ ଖୋଲିଲା ସିନେମା ହଲ , ଭୁବନେଶ୍ୱରର ମହାରାଜା ସିନେମା ହଲ

ଭୁବନେଶ୍ୱର : ରିଲିଜ ହେଲା ଦେଶର ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘କେଜିଏଫ-୨’। ଲିଡ ରୋଲରେ ଅଛନ୍ତି ୟଶ, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ ଓ ଶ୍ରୀନିଧି ସେଟ୍ଟୀଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ବହୁ ଅପେକ୍ଷାକୃତ ଫିଲ୍ମ ରିଲିଜ ପରେ…

ମହାନଦୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି

ପାରାଦୀପ:ମହାନଦୀ ରେ ବୁଡ଼ିଗଲେ ୨ ଜଣ ଛାତ୍ର। ସୂଚନା ମୁତାବକ ୩ ଦିନ ତଳେ କଟକ ଯୋବ୍ରା ନିକଟରେ ୩ ଜଣ ଛାତ୍ର ମହାନଦୀ କୁ ଡେଇଁପଡ଼ିଥିବା ବେଳେ ଆଜି ସେମନ୍ତି ଦୟନୀୟ ଘଟଣା ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି…

ରଣବୀରଙ୍କ ଦୁଲହନିୟା ବନିଲେ ଆଲିଆ

ବହୁ ଦିନର ଚର୍ଚ୍ଚା ପରେ ଏବେ ଗୁଜବ ଉପରେ ମୋହର ଲାଗିଛି। ବଲିଉଡର ଚର୍ଚ୍ଚିତ ଯୋଡ଼ି ଆଲିଆ ଭଟ୍ଟ ଏବଂ ରଣବୀର କପୁର ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ ବିବାହର କାର୍ଯ୍ୟକ୍ରମକୁ ବେଶ୍‌ ବ୍ୟକ୍ତିଗତ ରଖାଯାଇଥିଲା। ବୁଧବାର ଏହି…

୨୦୧୯ରୁ ଇସ୍ତଫା ଦେଇସାରିଛି- ନିରଞ୍ଜନ

୨୦୧୯ ସାଧାରଣ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଛି। ଏଯାଏଁ ତାହା ଗ୍ରହଣ ହୋଇନାହିଁ ବୋଲି ନିରଞ୍ଜନ ପଟନାୟକ ଗୁରୁବାର ଦିନ ପ୍ରତିକ୍ରିୟା ଦେଇଛନ୍ତି। ବାବାସାହେବ ଡ. ଆମ୍ବେଦକରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣବେଳେ ଗଣମାଧ୍ୟମ ପ୍ରଶ୍ନର ଜବାବ ରଖି…

ଚଳିତ ବର୍ଷ ଓଡ଼ିଶାରେ ସ୍ୱାଭାବିକ ବର୍ଷା

ଚଳିତ ବର୍ଷ ଦେଶରେ ନିର୍ଦ୍ଧାରିତ ସମୟ ମଧ୍ୟରେ ମୌସୁମୀ ପ୍ରବେଶ କରିବ। ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ସ୍ୱାଭାବିକ ରହିବ। ଚାଷ କାର୍ଯ୍ୟ ପାଇଁ ଏହା ସମ୍ପୂର୍ଣ୍ଣ ଅନୁକୂଳ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…

ହଲିଉଡରେ ଡେବ୍ୟୁ କରିବେ ଉର୍ବଶୀ

ଉର୍ବଶୀ ରୌତେଲା ନିଜର ଫ୍ୟାଶନ୍‌ ଏବଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଉର୍ବଶୀ ଖୁବ୍‌ ଶୀଘ୍ର ହଲିଉଡରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳିଛି। ସେ ନେଟ୍‌ ଫ୍ଲିକ୍ସ ଫିଲ୍ମ ସହିତ ହଲିଉଡରେ ଏଣ୍ଟ୍ରି ନେବେ। ଫିଲ୍ମର ଅସ୍ଥାୟୀ ଟାଇଟଲ…

ହଟିଲା ନେହେରୁଙ୍କ ନାମ, ନୂଆ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦ୍‌ଘାଟନ ସହ ପ୍ରଥମ ଟିକେଟ୍‌ କିଣିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ ଯୋଗଦାନ ଉପରେ ଆଧାରିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଉଦ୍‌ଘାଟନ କରିଛନ୍ତି। ମୋଦୀ ଅପରାହ୍ନ ୧୧ଟାରେ ତିନି ମୂର୍ତ୍ତି ଭବନ ସ୍ଥିତ ନେହେରୁ ସ୍ମାରକ ଏବଂ ସଂଗ୍ରହାଳୟ ପହଞ୍ଚିଥିଲେ। ପରେ ସେ ସଂଗ୍ରହାଳୟ…

ସପାରେ ବଢୁଛି ଚିନ୍ତା, ଶିବପାଳ-ଆଜମ ହାତ ମିଳାଇଲେ ବିଗିଡ଼ି ଯିବ ଅଖିଳେଶଙ୍କ ଏମ୍‌-ୱାଇ ସମିକରଣ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନା ପରାଜୟ ପରେ ସପା ଭିତରେ ଏବେ ଅସନ୍ତୋଷ ଜୋର ଧରିଛି। ବିଶେଷ କରି ଶିବପାଳ ଯାଦବଙ୍କ ବିରୋଧାଭାଷ ଦଳକୁ ଚିନ୍ତାରେ ପକାଇଛି। ମାତ୍ର ଚିନ୍ତା ଏବେ ଆହୁରି ଏଥିପାଇଁ ବଢିଛି ଯେ, ବରିଷ୍ଠ ନେତା ଆଜମ ଖାନ୍‌…