Sardar Vallabhbhai Patel: ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ‘ଏକତା ପଦଯାତ୍ରା’ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସାରା ଭାରତବର୍ଷରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ବର୍ଷ ପାଳନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱରର ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦଘାଟନ କରିଛନ୍ତି ।…

Winter Session of Odisha Assembly: ୨୭ରେ ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ । ପ୍ରଥମଥର ପାଇଁ ବିଧାନସଭା ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ…

New Road Project: ନିର୍ମାଣ ହେବ ନୂଆ ୨୦ଟି ରାସ୍ତା; ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ

ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ। ତିଆରି ହେବ ୨ ଥାକିଆ ରାସ୍ତା। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲକୋ ଏଲିଭେଟେଡ କରିଡ଼ର ପାଇଁ ଯୋଜନା କରିଛି ପୂର୍ତ୍ତି ବିଭାଗ। କରିଡର ପାଇଁ ପ୍ରାରମ୍ଭିକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ…

kharif Paddy: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା । ବରଗଡ଼ ଜିଲ୍ଲା ପ୍ରଥମ କରି ଏହି ପ୍ରକ୍ରିୟା ଆରମ୍ଭ କରାଯିବ। ରାଜ୍ୟ ସରକାର ଚଳିତ ଋତୁ ପାଇଁ ମଣ୍ଡିଗୁଡ଼ିକରେ ସୁଗମ ଧାନ ସଂଗ୍ରହ ଏବଂ ଉପଯୁକ୍ତ ସଂରକ୍ଷଣ ସୁନିଶ୍ଚିତ…

Disability Children Survey: ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ

ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ । ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି । ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଅଙ୍ଗନବାଡ଼ି କର୍ମୀ । ଏଥିପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ…

Nuapada Bypoll: ନୂଆପଡା ଉପ ନିର୍ବାଚନ: ବୁଥ ରିଗିଙ୍ଗର ଅଭିଯୋଗ ଆଣିଲା ବିଜେଡ଼ି

ଆସନ୍ତାକାଲି ଆସିବ ନୂଆପଡ଼ା ଉପନିର୍ବାଚନର ରେଜଲ୍ଟ । ତାପୂର୍ବରୁ ବଡ଼ ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ନୂଆପଡା ଉପ ନିର୍ବାଚନରେ ୪୧ ଟି ବୁଥରେ ଭୋଟ ହାର ୯୧ ପ୍ରତିଶତରୁ ଅଧିକ ହେବା ପରେ ବୁଥ ରିଗିଙ୍ଗର ଅଭିଯୋଗ…

ନୂଆପଡା ଉପ ନିର୍ବାଚନ: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି

ନୂଆପଡା ଉପ ନିର୍ବାଚନ ଗଣତି ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଅଛି। ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରେ ଉପନିର୍ବାଚନ ନେଇ ଷ୍ଟ୍ରଙ୍ଗ କୋଠରୀ ରହିଥିବା ବେଳେ ତ୍ରିସ୍ତରୀୟ ସୁରକ୍ଷା ବଳୟ ରେ ସମସ୍ତ ଉଭିଏମ ଭି…

Vigilance Raid: ଭିଜିଲାନ୍ସ ଜାଲରେ RWSS କିରାଣି ଟି. ଭେଙ୍କଟ ଗିରିରାଓ

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓ । ୨୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅବସରପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବରଙ୍କଠାରୁ ନେଉଥିଲେ ଲାଞ୍ଚ…

Cuttack BaliJatra Accident: କଟକ ବାଲିଯାତ୍ରାରେ ଦୋଳି ଅଚଳ; ୫୦ ଫୁଟ୍ ଉପରେ ଫସିଲେ ଲୋକ

ଐତିହାସିକ କଟକ ବାଲିଯାତ୍ରାରେ ବୁଧବାର ରାତିରେ ଅଘଟଣ ଘଟିଛି । ଦୋଳି ମଜା ଉଠାଉଥିବା ବେଳେ ଦୋଳି ହୋଇଗଲା ଅଚଳ । ଯାନ୍ତ୍ରିକ ତ୍ରୁଟି କାରଣରୁ ଦୋଳି ଉପରକୁ ଉଠିଥିବା ବେଳେ ଦୋଳି ବନ୍ଦ ହୋଇ ଯାଇଥିଲା । ଯାହାଫଳରେ ୫୦…

SI Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା: ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ

ପୋଲିସ ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ଜାରି ହେଲା ମାମଲା । ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ । ସିବିଆଇ ଶାଖା ଭୁବନେଶ୍ୱର ପକ୍ଷରୁ ମାମଲା ରୁଜୁ ହୋଇଛି। ଏହା ସହ ଜଣେ ଡିଏସପି…