ତାଜା ଖବର ରାଜ୍ୟ Rescued Orangutans Are Doing Well in Odisha: ଓରାଙ୍ଗଉଟାନଙ୍କୁ ନେଇ କୌଣସି ଦେଶର ଦାବି ନାହିଁ, ସେମାନେ ଓଡ଼ିଶାରେ ହିଁ ରୁହନ୍ତୁ: ଗଣେଶ ରାମ ସିଂ ଖୁଣ୍ଟିଆ November 8, 2026 Papirani
ତାଜା ଖବର ରାଜ୍ୟ ସମ୍ପାଦକୀୟ Today Diwali 2026: ଆଜି ଦୀପାବଳି: ପାରମ୍ପରିକ ରୀତିନୀତି ଏବଂ ପିତୃପୁରୁଷଙ୍କ ସ୍ମୃତିରେ ଉତ୍ସବମୁଖର ରାଜ୍ୟ November 8, 2026 Papirani
ତାଜା ଖବର ରାଜ୍ୟ Rescued Orangutans Are Doing Well in Odisha: ଓରାଙ୍ଗଉଟାନଙ୍କୁ ନେଇ କୌଣସି ଦେଶର ଦାବି ନାହିଁ, ସେମାନେ ଓଡ଼ିଶାରେ ହିଁ ରୁହନ୍ତୁ: ଗଣେଶ ରାମ ସିଂ ଖୁଣ୍ଟିଆ November 8, 2026 Papirani
ତାଜା ଖବର ରାଜ୍ୟ ସମ୍ପାଦକୀୟ Today Diwali 2026: ଆଜି ଦୀପାବଳି: ପାରମ୍ପରିକ ରୀତିନୀତି ଏବଂ ପିତୃପୁରୁଷଙ୍କ ସ୍ମୃତିରେ ଉତ୍ସବମୁଖର ରାଜ୍ୟ November 8, 2026 Papirani
ତାଜା ଖବର ରାଜ୍ୟ CM Majhi’s Diwali Message: ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ November 7, 2026 Papirani
ତାଜା ଖବର ରାଜ୍ୟ Deepotsav Celebrations in Ayodhya: ଅଯୋଧ୍ୟାରେ ଦୀପୋତ୍ସବ, ଜଳିଲା ୩୦ ଲକ୍ଷ ଦୀପ November 7, 2026 Nirvay
ଜୋରଦାର ଝଟକା ବଢିଲା ରେପୋରେଟ୍, ବଢିବ ଘର ଏବଂ କାରର ଇଏମ୍ଆଇ May 4, 2022 ଭାରତୀୟ ରିଜର୍ଭ ବ୍ୟାଙ୍କ ଦୀର୍ଘ ମାସର ବ୍ୟବଧାନ ପରେ ଅଚାନକ ରେପୋ ରେଟ୍ ବୃଦ୍ଧିର ଘୋଷଣା କରି। ରେପୋ ରେଟ ହେଉଛି ସେହି ଦର ଯେଉଁ ଦରରେ ବାଣିଜି୍ୟକ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କଠାରୁ ଋଣ ନେଇଥାନ୍ତି। ଦେଶର ବର୍ତ୍ତମାନର ଅର୍ଥନୈତିକ ସ୍ଥିତି…
ଲଘୁଚାପ ୬ରେ, ବାତ୍ୟା କଥା ଜଣାପଡ଼ିନି May 4, 2022 ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବୁଧବାର ସକାଳ ସାଢେ ୫ଟା ବେଳେ ଦକ୍ଷିଣ ଆନ୍ଦାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ଆସନ୍ତା ୬ ତାରିଖରେ ଲଘୁଚାପରେ ପରିଣତ ହେବା ସହ ୮ ତାରିଖରେ…
ଭୁଜାଲିରେ ହାଣି ୩ ଲକ୍ଷ ଲୁଟ୍ May 4, 2022 ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ୩ ଲକ୍ଷ ଲୁଟି ନେଇଛନ୍ତି। ଜିରାଳ ଗ୍ରାମର ଅଭିମନୁ୍ୟ ସାହୁ ଓ ତାଙ୍କ ଡ୍ରାଇଭର ମୃତୁ୍ୟଞ୍ଜୟ ପଣ୍ଡା ଏକ ପିକଅପ ଭ୍ୟାନ ଯୋଗେ ଜିନିଷ ଆଣିବା ପାଇଁ ବୁଧବାର…
ଜୁନିୟର ବିଶ୍ୱ ଭାରତ୍ତୋଳନ : ୬ଷ୍ଠ ସ୍ଥାନରେ ମୁନା May 4, 2022 ଗ୍ରୀସର ହେରାକିଲିୟନ୍ ଠାରେ ବର୍ତ୍ତମାନ ଚାଲିଥିବା ଜୁନିୟର ବିଶ୍ୱ ଭାରତ୍ତୋଳନରେ ଓଡ଼ିଶାର ମୁନା ନାୟକ ୬ଷ୍ଠ ସ୍ଥାନରେ ରହିଛନ୍ତି। ଭାରତୀୟ ଦଳରେ ସୁଯୋଗ ପାଇଥିବା ମୁନା ୬୧କେଜି ପୁରୁଷ ବର୍ଗରେ ରହିଥିଲେ ୬ନମ୍ବରରେ। ସେହିବର୍ଗରେ ଆଉ ଜଣେ ଭାରତୀୟ ଟି ମାଧବନ…
ତିନି ଦଶନ୍ଧି ପରେ ଜମି ଫେରାଇ ଦେଲେ ଗାଭାସ୍କର May 4, 2022 ପୂର୍ବତନ ଭାରତୀୟ ଅଧିନାୟକ ତଥା ବିଖ୍ୟାତ ଓପନର ସୁନିଲ ଗାଭାସ୍କର ଦୀର୍ଘ ୩୩ବର୍ଷ ପରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଜମିକୁ ଫେରାଇ ଦେଇଛନ୍ତି। କ୍ରିକେଟ ଏକାଡେମୀ କରିବା ପାଇଁ ମହାରାଷ୍ଟ୍ର ସରକାର ଗାଭାସ୍କାରଙ୍କୁ ମୁମ୍ବାଇରେ ଏକ ଜାଗା ପ୍ରଦାନ କରିଥିଲେ।…
ବୋରିଆ ମଜୁମଦାରଙ୍କୁ ବିସିସିଆଇ ଦୁଇବର୍ଷ ବାସନ୍ଦ କଲା May 4, 2022 ଜଣାଶୁଣା କ୍ରୀଡ଼ା ସାମ୍ବାଦିକ ତଥା କ୍ରୀଡ଼ା କାର୍ଯ୍ୟକ୍ରମ ସଞ୍ଚାଳନ କରୁଥିବା ବୋରିଆ ମଜୁମଦାରଙ୍କୁ ଭାରତୀୟ କ୍ରିକେଟ ବୋର୍ଡ ବୁଧବାର ଦିନ ଆନୁଷ୍ଠାନିକ ଭାବେ ଦୁଇବର୍ଷ ପାଇଁ ବାସନ୍ଦ କରିଛି। ବରିଷ୍ଠ ୱିକେଟ୍ କିପର ରିଦ୍ଧିମାନ ଶାହାଙ୍କ ସାକ୍ଷାତକାର ନେବା ପାଇଁ ବୋରିଆ…
ଭାରତୀୟ ଫୁଟବଲ ସଂଘ ପାଣ୍ଠିର ଅଡିଟ୍ କରିବ ସିଏଜି May 4, 2022 ଭାରତୀୟ ଫୁଟବଲ ସଂଘ ପାଣ୍ଠିର ଦୁରୂପଯୋଗ ହୋଇଛି ତଥା ନିୟମ ବାହାରେ ଟଙ୍କା ନେଣଦେଣ ହୋଇଥିବାର ଅଭିଯୋଗ ହୋଇଆସିଛି। ବୁଧବାର ଦିନ ସୂଚନା ଅନୁସାରେ ସିଏଜି ଗତ ୪ବର୍ଷର ଟଙ୍କା କାରବାରର ଅଡିଟ୍ କରିବ। ଗତ ୪ବର୍ଷ ଧରି ଭାରତୀୟ ଫୁଟବଲ…
ସିନିୟର ଅଫିସର ବନିବେ ବିବେକ May 4, 2022 ଫିଲ୍ମ ମେକର ରୋହିତ ଶେଠୀ ବର୍ତ୍ତମାନ ନିଜର ଅପ୍କମିଂ ୱେବ୍ ସିରିଜ ‘ଇଣ୍ଡିଆନ୍ ପୁଲିସ୍ ଫୋର୍ସ’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏଇ ନିକଟରେ ରୋହିତ ନିଜର କପ୍ ୟୁନିଭର୍ସରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଶିଳ୍ପା ଶେଠୀଙ୍କୁ ସାମିଲ କରାଇଥିଲେ। ଏବେ…
ବଲିଉଡରେ ୩୦ ବର୍ଷ ପୂରଣ କଲେ ଅକ୍ଷୟ May 4, 2022 ବଲିଉଡର ଖିଲାଡ଼ୀ ଅକ୍ଷୟ କୁମାରଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏବେ ୩୦ ବର୍ଷ ପୂରଣ ହୋଇଛି। ଏହି ଖାସ୍ ଦିନକୁ ସେଲିବ୍ରେଟ୍ କରିବା ଅବସରରେ ଫିଲ୍ମ ନିର୍ମାତା କମ୍ପାନୀ ୟଶରାଜ ଫିଲ୍ମ ତାଙ୍କର ଆଗାମୀ ଫିଲ୍ମ ‘ପୃଥ୍ୱୀରାଜ’ର ଏକ ନୂଆ ପୋଷ୍ଟର ଶେୟାର…
ପ୍ରାଇମ୍ ଭିଡ଼ିଓରେ ରିଲିଜ ହେବ କଙ୍ଗନାଙ୍କ ‘ଟିକୁ ୱେଡ୍ସ ଶେରୁ’ May 4, 2022 କଙ୍ଗନା ରଣୌତ୍ଙ୍କ ଫିଲ୍ମ ‘ଟିକୁ ୱେଡ୍ସ ଶେରୁ’ ଗତ କିଛି ସମୟ ହେବ ଚର୍ଚ୍ଚାରେ ରହିଆସିଛି। ଏହି ଫିଲ୍ମଟି କଙ୍ଗନାଙ୍କ ହୋମ୍ ପ୍ରଡକ୍ସନ୍ର ପ୍ରଥମ ଫିଲ୍ମ ଅଟେ ଏବଂ ଏଥିରେ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦକୀ ମୁଖ୍ୟ ଭୂମିକା ନିଭାଉଛନ୍ତି। ତେବେ ଫିଲ୍ମଟି…