ମାସ୍କ ଯୁକ୍ତ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର, ଅଲ-ଅକ୍ସା ମସ୍‌ଜିଦ୍‌ରେ ହିଂସା, ୧୨୦ ଆହତ

ଜେରୁଜେଲମର ପବିତ୍ର ସ୍ଥଳ ଅଲ-ଅକ୍ସା ମସ୍‌ଜିଦ୍‌ ପରିସରରେ ପୁଣିଥରେ ହିଂସା ଘଟଣା ଦେଖିବାକୁ ମିଳିଛି। ଏଥିରେ ୧୨୦ରୁ ଅଧିକ ଆହତ ହୋଇଛନ୍ତି। ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଚିନ୍ତାର ବିଷୟ ହେଉଛି ଏଠାରେ ଯେଉଁପ୍ରକାରର ହିଂସା ବିଶେଷ କରି…

ବିମାନ ଭିତରେ ମୋବାଇଲରେ ନିଆଁ : ଡରିଗଲେ ସମସ୍ତେ

ଆକାଶରେ ଉଡୁଥିଲା ବେଳେ ଏକ ଯାତ୍ରୀବାହୀ ବିମାନରେ ସମସ୍ତେ ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ। କାରଣ ଜଣେ ଯାତ୍ରୀଙ୍କ ମୋବାଇଲ ଫୋନ୍‌ରେ ନିଆଁ ଲାଗିଯାଇଥିବା ଠାବ କରାଯାଇଥିଲା। ଏକ ବିରାଟ ଦୁର୍ଘଟଣା ଘଟିବାର ଆଶଙ୍କାରେ ଯାତ୍ରୀ ଓ ବିମାନ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ।…

ଝୁଲନ୍ତା ମୃତଦେହ ଉଦ୍ଧାର

ଶୁକ୍ରବାର ସକାଳେ ରାଜଧାନୀ ଭୁବନେଶ୍ୱର ସ୍ଥିତ ନାଲକୋ ଛକ ନିକଟରୁ ଏକ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତ ଯୁବକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ। ଆଜି ସକାଳେ କିଛି ସ୍ଥାନୀୟ ଲୋକ ନାଲକୋ ଛକ ନିକଟରେ ଥିବା ଏକ ଗଛରେ ଯୁବକଙ୍କ…

କେଭିରେ ସାଂସଦ-ଜିଲ୍ଲାପାଳ କୋଟାରେ ମିଳିବନାହିଁ ନାମଲେଖା

କେଭିରେ ସାଂସଦ-ଜିଲ୍ଲାପାଳ କୋଟାରେ ମିଳିବନାହିଁ ନାମଲେଖା ଏଜେନ୍ସୀ : ନୂଆଦିଲ୍ଲୀ ,କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଗୁରୁବାର ନିଆଯାଇଛି ଏକ ବଡ ନିଷ୍ପତ୍ତି । ସଂଗଠନ ନିଜର ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ସାଂସଦ ଏବଂ ଜିଲ୍ଲାପାଳଙ୍କ କୋଟାରୁ ବିଦ୍ୟାଳୟରେ ହେଉଥିବା ନାମଲେଖା…

ଦଶମ ଶ୍ରେଣୀ ଭିନ୍ନକ୍ଷମ ନାବାଳିକା କୁ ଗଣ ଦୁଷ୍କର୍ମ ।

ଯଶୀପୁର ଥାନା ଅଞ୍ଚଳରେ ଏକ ଦଶମ ଶ୍ରେଣୀ ଭିନ୍ନକ୍ଷମ ନାବାଳିକା ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ଘଟଣା ଏ ଅଞ୍ଚଳରେ ଚାଂଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ ଯଶୀପୁର ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଭିନ୍ନକ୍ଷମ ନାବାଳିକା ଛାତ୍ରୀ ବିଦ୍ୟାଳୟ କୁ…

୨୦ ବର୍ଷୀୟ ମହିଳା ୪୦ ଫୁଟ୍‌ ତଳକୁ ଡେଇଁ କରୁଥିଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ୨୦ ବର୍ଷୀୟ ମହିଳା ୪୦ ଫୁଟ୍‌ ତଳକୁ ଡେଇଁ କରୁଥିଲେ ଆତ୍ମହତ୍ୟାର ଉଦ୍ୟମ ବଞ୍ଚାଇଦେଲେ ସିଆଏସଫ କର୍ମଚାରୀ। ଆଜି ଏମନ୍ତି ଏକ ଘଟଣା ଘଟିଛି ଦିଲ୍ଲୀର ଅକ୍ସରଧାମ ମେଟ୍ରୋ ଷ୍ଟେସନରେ ଜଣେ ୨୦ ବର୍ଷୀୟ ମହିଳା ସହ ୪୦ ଫୁଟ୍‌…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହକିି ବିଶ୍ବକପ୍‌ ଲୋଗୋ-୨୦୨୩ ହେଲା ଉନ୍ମୋଚିତ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ହକିି ବିଶ୍ବକପ୍‌ ଲୋଗୋ-୨୦୨୩କୁ ଉନ୍ମୋଚିତ କଲେ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ, ଭିକେ ପାଣ୍ଡିଆନ୍‌, ଭାରତୀୟ ହକି…

ମୁଖ୍ୟ ସଚିବଙ୍କ ବାର୍ତା ଅଢ଼େଇ ବର୍ଷରେ ମାଲକାନାଗିରିରେ ମିଳିବ ବିମାନର ସୁବିଧା

ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଜିଭିଭି ଶର୍ମାଙ୍କ ସହିତ ୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇଥିଲେ। ସେଠାରେ ମାଲକାନଗିରି ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଫ୍ଲାଗସିପ୍ କାର୍ଯ୍ୟକ୍ରମ…

ଆପ କୁ ଆପଣେଇଲେ କଂଗ୍ରେସ ର ୨ ଟାଣୁଆ ନେତା

ଅହମ୍ମଦାବାଦ : ଆଗକୁ ଅଛି ଗୁଜୁରାଟ ବିଧାନସଭା ନିର୍ବାଚନ ତା ପୂର୍ବରୁ ପାର୍ଟି ବଦଳାଇଲେ କଂଗ୍ରେସ ର ଦୁଇ ଟାଣୁଆ ନେତା। ରାଜନୈତିକ ମାହୋଲ ସରଗରମ ଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଇନ୍ଦ୍ରାଣି ରାଜଗୁରୁ ଓ ତାଙ୍କ ଭାଇ ଭସରାମ…

ଯୋଗୀ ଯୋଗେଇବେ ୫୦,୦୦୦ ଗୋମାତାଙ୍କ ଆଶ୍ରୟ ସ୍ଥଳୀ

ଲକ୍ଷ୍ନୌ: ୫୦,୦୦୦ ବୁଲା ଗୋରୁଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ ୩ ମାସ ଟାର୍ଗେଟ ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସୂଚନା ମୁତାବକ ଗୁରୁବାର ରାଜ୍ୟର କୃଷି ବିଭାଗର ଅଧିକାରୀମାନଙ୍କୁ ୩ ମାସ ମଧ୍ୟରେ ୫୦,୦୦୦ ବୁଲା ଗୋରୁମାନଙ୍କ…